logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲିଅନ୍ତା ଘଟଣାରେ ୪ ପୋଲିସ କର୍ମଚାରୀ ସସ୍‌ପେଣ୍ଡ୍‌।ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ବାଲିଅନ୍ତା ଘଟଣାରେ ୪ ପୋଲିସ କର୍ମଚାରୀ ସସ୍‌ପେଣ୍ଡ୍‌।ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ।ବଦଳିଲେ ବାଲିଅନ୍ତା ଥାନା ଆଇଆଇସି, ୪ ପୋଲିସ ସସ୍‌ପେଣ୍ଡ୍‌। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡ଼ି, ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ। ଜଣେ ଏସଆଇ, ଜଣେ ଏଏସଆଇ , ଜଣେ ଓଏପିଏଫ ସସ୍‌ପେଣ୍ଡ୍‌। ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ କାର୍ଯ୍ୟରୁ ନିଲମ୍ବିତ।

1 hr ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
1 hr ago
17a09c81-4db8-4ada-8c31-03094f6e0dfd

ବାଲିଅନ୍ତା ଘଟଣାରେ ୪ ପୋଲିସ କର୍ମଚାରୀ ସସ୍‌ପେଣ୍ଡ୍‌।ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ବାଲିଅନ୍ତା ଘଟଣାରେ ୪ ପୋଲିସ କର୍ମଚାରୀ ସସ୍‌ପେଣ୍ଡ୍‌।ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ।ବଦଳିଲେ ବାଲିଅନ୍ତା ଥାନା ଆଇଆଇସି, ୪ ପୋଲିସ ସସ୍‌ପେଣ୍ଡ୍‌। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡ଼ି, ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ। ଜଣେ ଏସଆଇ, ଜଣେ ଏଏସଆଇ , ଜଣେ ଓଏପିଏଫ ସସ୍‌ପେଣ୍ଡ୍‌। ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ କାର୍ଯ୍ୟରୁ ନିଲମ୍ବିତ।

More news from ଓଡ଼ିଶା and nearby areas
  • ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯ ତାରିଖରେ ଏକ ସ୍ୱତନ୍ତ୍ର ଜନସମାବେଶ ଆୟୋଜିତ ହେବ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଆୟୋଜନରେ ଜନସାଧାରଣ ନିଜ ଅଭିଯୋଗ ଓ ମତାମତ ସରକାରୀ ତଥା ପ୍ରଶାସନିକ ଅଧିକାରୀଙ୍କୁ ସିଧାସଳଖ ଜଣାଇବେ। ଏହି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସମସ୍ୟା ସମାଧାନ ଦିଗରେ ଏକ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
    1
    ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯ ତାରିଖରେ ଏକ ସ୍ୱତନ୍ତ୍ର ଜନସମାବେଶ ଆୟୋଜିତ ହେବ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଆୟୋଜନରେ ଜନସାଧାରଣ ନିଜ ଅଭିଯୋଗ ଓ ମତାମତ ସରକାରୀ ତଥା ପ୍ରଶାସନିକ ଅଧିକାରୀଙ୍କୁ ସିଧାସଳଖ ଜଣାଇବେ। ଏହି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସମସ୍ୟା ସମାଧାନ ଦିଗରେ ଏକ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିଆନ୍ତା ଅନ୍ତର୍ଗତ ଅଠାନ୍ତର ଛକରେ ଜୟଦେବ ବିଧାୟକ ନାବାକିଶୋର ମଲ୍ଲିକ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛନ୍ତି। ତାଙ୍କର ଏହି ହସ୍ତକ୍ଷେପକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିଆନ୍ତା ଅନ୍ତର୍ଗତ ଅଠାନ୍ତର ଛକରେ ଜୟଦେବ ବିଧାୟକ ନାବାକିଶୋର ମଲ୍ଲିକ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛନ୍ତି। ତାଙ୍କର ଏହି ହସ୍ତକ୍ଷେପକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକରେ କଠୋର ପଦକ୍ଷେପ ନେବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
    1
    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକରେ କଠୋର ପଦକ୍ଷେପ ନେବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର
    1
    କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • ଢେଙ୍କାନାଳରେ ୧୦୦ ଫୁଟ ଉଚ୍ଚ ଟାୱାର ଉପରୁ ୧୬ ଘଣ୍ଟା ପରେ ପୋଲିସ କର୍ମଚାରୀ ରୁଦ୍ରନାରାୟଣ ଦାସଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳକୁ ସେ ଅଚେତ ଥିଲେ ଏବଂ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଶାସନ ତାଙ୍କ ଚାକିରୀ ପୁନଃ ନିଯୁକ୍ତି ଓ ମାଆଙ୍କ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଇଛି।
    1
    ଢେଙ୍କାନାଳରେ ୧୦୦ ଫୁଟ ଉଚ୍ଚ ଟାୱାର ଉପରୁ ୧୬ ଘଣ୍ଟା ପରେ ପୋଲିସ କର୍ମଚାରୀ ରୁଦ୍ରନାରାୟଣ ଦାସଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳକୁ ସେ ଅଚେତ ଥିଲେ ଏବଂ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଶାସନ ତାଙ୍କ ଚାକିରୀ ପୁନଃ ନିଯୁକ୍ତି ଓ ମାଆଙ୍କ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଇଛି।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • ଓଡ଼ିଶାରେ ବିଜେପିର ଗୁଣ୍ଡାରାଜକୁ ନେଇ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମସ୍ୟା କିଏ ଶୁଣିବ ବୋଲି ପ୍ରଶ୍ନ ଉଠିଛି।
    1
    ଓଡ଼ିଶାରେ ବିଜେପିର ଗୁଣ୍ଡାରାଜକୁ ନେଇ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ଉଠିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମସ୍ୟା କିଏ ଶୁଣିବ ବୋଲି ପ୍ରଶ୍ନ ଉଠିଛି।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    9 hrs ago
  • ବୀରମହାରାଜପୁର ବ୍ଲକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଜନ ଆକ୍ରୋଶ ଶୋଭାଯାତ୍ରା ଆୟୋଜିତ ହୋଇଛି। ବହୁ ସଂଖ୍ୟକ ମହିଳା କର୍ମୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ପ୍ରତିବାଦ କରିଛନ୍ତି।
    1
    ବୀରମହାରାଜପୁର ବ୍ଲକରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଜନ ଆକ୍ରୋଶ ଶୋଭାଯାତ୍ରା ଆୟୋଜିତ ହୋଇଛି। ବହୁ ସଂଖ୍ୟକ ମହିଳା କର୍ମୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ପ୍ରତିବାଦ କରିଛନ୍ତି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
  • କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
    1
    କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    7 hrs ago
  • ଢେଙ୍କାନାଳରେ 'ଅପରେସନ ରୁଦ୍ର' ସଫଳ ହେବା ପରେ ରୁଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳର ମିଳିତ ପ୍ରୟାସରେ ଏହି କଠିନ କାର୍ଯ୍ୟ ସମ୍ଭବ ହୋଇଛି।
    1
    ଢେଙ୍କାନାଳରେ 'ଅପରେସନ ରୁଦ୍ର' ସଫଳ ହେବା ପରେ ରୁଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳର ମିଳିତ ପ୍ରୟାସରେ ଏହି କଠିନ କାର୍ଯ୍ୟ ସମ୍ଭବ ହୋଇଛି।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.