logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

5 hrs ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
5 hrs ago

ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

More news from Sonepur and nearby areas
  • ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରୟୋଗକୁ ପ୍ରୋତ୍ସାହିତ କରିବ।
    1
    ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରୟୋଗକୁ ପ୍ରୋତ୍ସାହିତ କରିବ।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    9 min ago
  • ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି ସୁବର୍ଣ୍ଣପୁର - ମାଫିଆଙ୍କ ବିରୋଧରେ ସ୍ୱର ଉଠାଇ ଆକ୍ରମଣର ଶିକାର ହେଲେ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ
    1
    ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି ସୁବର୍ଣ୍ଣପୁର
- ମାଫିଆଙ୍କ ବିରୋଧରେ ସ୍ୱର ଉଠାଇ ଆକ୍ରମଣର ଶିକାର ହେଲେ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ ଅଫିସ ଅଧିନସ୍ଥ ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି #rishitv #birmaharajpur #khandahata #kenduleaf #childlabour #BreakingNews #forestdepartment #labourlaw #cmoodisha #childact
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ  ଅଫିସ ଅଧିନସ୍ଥ  ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ  କାର୍ଯ୍ୟ କରୁଛନ୍ତି
#rishitv #birmaharajpur #khandahata #kenduleaf
#childlabour #BreakingNews #forestdepartment
#labourlaw #cmoodisha #childact
    user_Ranjan hota
    Ranjan hota
    Sonepur, Odisha•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିଣାପାଲି ଗାଁରେ ବିବତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇର ମୃତ୍ୟୁ l ଜମି ବାଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିଣାପାଲି ଗାଁରେ ବିବତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇର ମୃତ୍ୟୁ l ଜମି ବାଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ହରିଣାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆଁ ଭାଇର ମୃତ୍ୟୁ
    1
    ହରିଣାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆଁ ଭାଇର ମୃତ୍ୟୁ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • କଣ୍ଟାମାଳରୁ ଫୁଲବାଣୀ ଯିବା ରାସ୍ତାରେ ପାହାଡ଼, ଜଙ୍ଗଲ ଓ ନାଳ କୂଳରେ ଲୋକଙ୍କ ବସବାସ ଦେଖିବାକୁ ମିଳେ। ପ୍ରକୃତିର ନିକଟତର ଏହି ଜୀବନଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ଏହି ଅଞ୍ଚଳରେ ମନୁଷ୍ୟ ଓ ପ୍ରକୃତିର ସୁନ୍ଦର ସହଜୀବନ ଦୃଶ୍ୟମାନ ହୁଏ।
    1
    କଣ୍ଟାମାଳରୁ ଫୁଲବାଣୀ ଯିବା ରାସ୍ତାରେ ପାହାଡ଼, ଜଙ୍ଗଲ ଓ ନାଳ କୂଳରେ ଲୋକଙ୍କ ବସବାସ ଦେଖିବାକୁ ମିଳେ। ପ୍ରକୃତିର ନିକଟତର ଏହି ଜୀବନଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ଏହି ଅଞ୍ଚଳରେ ମନୁଷ୍ୟ ଓ ପ୍ରକୃତିର ସୁନ୍ଦର ସହଜୀବନ ଦୃଶ୍ୟମାନ ହୁଏ।
    user_Jagadish meher
    Jagadish meher
    ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ବିଜେପିର ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରର ପ୍ରଶିକ୍ଷକମାନେ ଏଥିରେ କର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି।
    4
    ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ବିଜେପିର ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରର ପ୍ରଶିକ୍ଷକମାନେ ଏଥିରେ କର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି।
    user_Mukesh Bagarty
    Mukesh Bagarty
    ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସମାଜସେବୀ ଭାଜପା ନେତା ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀଙ୍କୁ ଆକ୍ରମଣ - ସାଧାରଣ ଲୋକ ଅସୁରକ୍ଷିତ - ଗୋମାତାର ସୁରକ୍ଷା ଏବଂ ବାଲି ଚୋରା ଚାଲାଣକାରୀ ବିରୋଧରେ ସ୍ୱର ଉତ୍ତୋଳନ ଯୋଗୁଁ ଆକ୍ରମଣ।
    1
    ସମାଜସେବୀ ଭାଜପା ନେତା ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀଙ୍କୁ ଆକ୍ରମଣ
- ସାଧାରଣ ଲୋକ ଅସୁରକ୍ଷିତ
- ଗୋମାତାର ସୁରକ୍ଷା ଏବଂ ବାଲି ଚୋରା ଚାଲାଣକାରୀ ବିରୋଧରେ ସ୍ୱର ଉତ୍ତୋଳନ ଯୋଗୁଁ ଆକ୍ରମଣ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.