କବି ହରମୋହନ ଦାସଙ୍କର 98ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ ଢେଙ୍କାନାଳ ତା 07.01.2025 ଢେଙ୍କାନାଳ ଜିଲ୍ଲାର ଧଳପୁର ଗ୍ରାମରେ1927ମସିହାରେ ଜନ୍ମିତ ଏବଂ 2012ମସିହାରେ ଦେହତ୍ୟାଗ କରିଥିବା କବି ହରମୋହନ ଦାଶଙ୍କର 98ତମ ଜୟନ୍ତୀ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦଧି ବାମନ ମଠ ପ୍ରାଙ୍ଗଣରେ ପାଳନ କଲା ଢେଙ୍କାନାଳର ଅଗ୍ରଣୀ ଅନୁଷ୍ଠାନ ଢେଙ୍କାନାଳ ଥିଙ୍କର୍ସ ଫୋରମ |ଏହି ଜୟନ୍ତୀ ଉତ୍ସବରେ ଫୋରମର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସମେତ କବିଙ୍କ ପୁତୁରା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଦାଶ ଉପସ୍ଥିତ ରହି କବିଙ୍କ ବ୍ୟକ୍ତିଗତ ଜୀବନ ଏବଂ ସାହିତ୍ୟିକ ଜୀବନ ଉପରେ ଆଲୋକ ପାତ କରିଥିଲେ | ବିଂଶ ଶତାବ୍ଦୀରେ ଢେଙ୍କାନାଳର ଗ୍ରାମାଞ୍ଚଳରେ ଜନ୍ମ ଗ୍ରହଣ କରିଥିବା କବି ହରମୋହନ ଦାଶ ବୃତ୍ତିରେ ଶିକ୍ଷକ ଏବଂ ପ୍ରବୃତ୍ତିରେ ଜଣେ କବି ଭାବେ ସାରା ଓଡିଶାରେ ପରିଚିତ ଥିଲେ |ଶିକ୍ଷକତା କ୍ଷେତ୍ରରେ ରାଷ୍ଟ୍ରପତି ପୁରସ୍କାର, ସାହିତ୍ୟ କ୍ଷେତ୍ରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ କବି ଜୀବନ କାଳ ଭିତରେ 18ଖଣ୍ଡ ପୁସ୍ତକ ପ୍ରକାଶିତ କରିବା ସହିତ ଆହୁରି 11ଖଣ୍ଡ ଅପ୍ରକାଶିତ କାବ୍ୟ ଗ୍ରନ୍ଥ ରଚନା କରିଯାଇଛନ୍ତି |କଲ୍ଲୋଳ ସାହିତ୍ୟ ସଂସଦ, ଭକ୍ତି ବିନୋଦ ସାହିତ୍ୟ ସଂସଦ, ଜିଲ୍ଲା ଲେଖକ ସଂସଦ ଆଦି ଅନୁଷ୍ଠାନ ମାନ ଜନ୍ମନେବାରେ କବିଙ୍କର ଭୂମିକା ଅବର୍ଣ୍ଣନୀୟ |କବି ରୀତି ଯୁଗୀୟ କବିତା, ଗାଥା କବିତା, ଆଧୁନିକ କବିତା ଏବଂ ଅନୁବାଦିତ କବିତା ରଚନାରେ ସିଦ୍ଧହସ୍ତ ଥିଲେ | ମାତ୍ର କବିଙ୍କୁ ଢେଙ୍କାନାଳ ମାଟିରୁ ଉପଯୁକ୍ତ ସମ୍ମାନ ନମିଳିବା ଯୋଗୁ ଆଜି ଜୟନ୍ତୀ ଉତ୍ସବରେ ବକ୍ତା ମାନେ ଦୁଃଖ ପ୍ରକାଶ କରିଥିଲେ | ତେବେ ଆସନ୍ତା 2027ମସିହାରେ କବିଙ୍କର ପରିବାରଙ୍କୁ ସାମିଲ କରି ଢେଙ୍କାନାଳ ଥିଙ୍କର୍ସ ଫୋରମ କବିଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ଫୋରମର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ଘୋଷଣା କରିଥିଲେ | ଉକ୍ତ ଜୟନ୍ତୀ ଉତ୍ସବରେ ଫୋରମର କୋଷାଧ୍ୟକ୍ଷ ଶ୍ରୀ ବୈକୁଣ୍ଠ ନାଥ ଦ୍ବିବେଦୀ, ପ୍ରସାର ପ୍ରମୁଖ ଭୋଜରାଜ ସାହୁ,ସାମାଜିକ ସହ ପ୍ରମୁଖ ଅବିନାଶ ପଟ୍ଟନାୟକ, ଚରୈବେତି ପ୍ରମୁଖ ପ୍ରକାଶ କୁମାର ପରିଡା,ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ, ରଞ୍ଜନ କୁମାର ସାହୁ, ଅଶୋକ କୁମାର ସାହୁ,ଦେବ ପ୍ରସାଦ ସାହୁ,ବିଭୁ ନାରାୟଣ ଦ୍ବିବେଦୀ, ସନ୍ତୋଷ କୁମାର କର ଏବଂ ସଦସ୍ୟା ସଂଯୁକ୍ତା ସାହୁ, ସୁନିତା ପଟ୍ଟନାୟକ, ସସ୍ମିତା ରାଉତ ଙ୍କ ସମେତ ଯୁବ ସଦସ୍ୟ ଅଂଶୁମାନ ପଟ୍ଟନାୟକ ଉପସ୍ଥିତ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଠୀଙ୍କର୍ଷଫୋରମ ସମସ୍ତ ଙ୍କ ସହ ତାପସଦାସ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ #shuru#dhenkanal

- Mama ♥️Bhanji #mamabhanji#happiness#instagood#odiasong#trendingreels#10k#love#qeen#gudiya#instagram#dhenkanal#newpost#newlocation#2025 Love you looo mo galei bhanji😘🥰♥️1
- Post by Jay shree1
- DM for price 8984391300 WhatsApp for booking1
- Post by Debendra Majhi1
- ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କପିଳାଶ ମନ୍ଦିର 🕉️🔱🚩//#vlogger //vlog-1 by Biswa//1
- ପୁଣି ଆସିଗଲା ଢେଙ୍କାନାଳ ଜେବି ଡିଜେ ନୂଆ ସେଟପ // Dj Jb Display + Sharphy New Light Program 20251
- Boating Moments1
- ଢେଙ୍କାନାଳ ସଦର ବ୍ଲକ ବନ୍ଧନୂଆଗାଁ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଗୁରୁତ୍ୱର l Dhenkanal news1