Shuru
Apke Nagar Ki App…
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews
Mahima tv Rajesh Kumar Giri
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews
More news from Odisha and nearby areas
- ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by MN.NEWS ODIA1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଆଁରପୁର ଛକରେ ଯୁବନେତା ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଶିବିର ଉଦଘାଟିତ ହୋଇଯାଇଛି l3
- ମାର୍କୋଣା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ପଡି ଯୁବକ ଗୁରୁତର l1
- Post by Khabar1