Shuru
Apke Nagar Ki App…
ହାକିମ ନିକଟେ ଦୁଃଖ କହିବାକୁ, ଯାଇଥିଲା ମା ଆମର। ହାକିମ ବାବୁଟି ଦୁଃଖ ଶୁଣିଲାନି, କଲା ତାକୁ ହତାଦର ।। ତୁ ପରା ବୋଲାଉ ଏରସମା ପୁଅ, ତେବେ କିମ୍ପା ତୁହି ଭୀରୁ । ତୋହରି ମା ଟି ବେସମ୍ମାନ ହେଲେ ,କହିବାକୁ କିଆଁ ଡ଼ରୁ।। ସ୍ୱାଭିମାନ ଦିବସର ଶୁଭେଚ୍ଛା ସହ, ଦୁଃଖର ସହ ଜଣାଇବାକୁ ଚାହୁଁ ଯେ ଆଜି ଏରସମାବାସୀଙ୍କ ସ୍ୱାଭିମାନ, ଅଧିକାର କୁ ଜିଲ୍ଲାପାଳ ଙ୍କ ଦ୍ଵାରା କୁଠାରଘାତ୍ କରାଯାଇଛି।
Bikram Mohapatra

- ସଂଜୀବ ସ୍ୱାଇଁଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶାଯଦି କଥାଟି ସତ ହୋଇ ଥାଏ, ତାହାଲେ ଜିଲ୍ଲାପାଳ ଠିକ ରୂପେ ପ୍ରଶିଖେନ ନେହି ନାହାନ୍ତି, କେବଳ ଗର୍ବ ଅଛି ମୂଁ IAS, ମୂଁ ଜିଲ୍ଲାପାଳ.... ଇଏ ହେଉଛି ଇଂରାଜୀ ଅମଳର ମାନସିକତା7 hrs ago
More news from ଓଡ଼ିଶା and nearby areas
- ଉତ୍କଳ ସାମ୍ବାଦିକ ସଙ୍ଘ ଜଗତସିଂହପୁର ପକ୍ଷରୁ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କ ଧାରଣା...1
- Post by ନିଷ୍ଠୁର ଦୁନିଆ Live1
- #ସୁନ୍ଦରଗ୍ରାମ_ମୁଖ୍ୟମନ୍ତ୍ରୀ_ଙ୍କ_କାର୍ଯ୍ୟକ୍ରମ_ବିଳମ୍ବ_ହେତୁ_ଚାଲିଗଲା ତିନି ପ୍ରାଣୀ ଙ୍କ ଜୀବନ ଏଥିପାଇଁ ଦାୟୀ ରହିବ କିଏ ବିଚାର ଆପଣଙ୍କ #jindabadniali #odia #news #mlaniali #chabimallik #CMOdisha1
- ଦୁନିଆରେ ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ,ଏ ସଂସାର ଭଲରେ ଚାଲୁ,ଜୟ ଗୋ ମାତା,ଜୟ ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,1
- Post by Styles Alok Vlogs1
- Post by SOUMYA RANJAN1
- କାଲି ଭଉଣୀର କଙ୍କାଳ ନେଇ ବ୍ୟାଙ୍କ ଯାଇଥିଲେ.. ଆଜି ଘରେ ଆଣି ଟଙ୍କା ଦେଲା ବ୍ୟାଙ୍କ.. ||1
- Post by Prabhati Sahoo2
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ଜିଲ୍ଲା ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଶାକ୍ତ ନାଗ ସାପ ବୁଲୁଥିବା ରୋଗୀ ମାନେ ଦେଖିବାକୁ ପାଇଥିଲେ । ମେଡିକାଲ କେମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମାନେ ମେଡିକାଲ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ତାତି ଥିବା ବେଳେ ବନ୍ୟ ଜନ୍ତୁ ସହର ମୁହା ହୋଇଥିବା ମେଡିକାଲ ମ୍ଯାନେଜର କହିଛନ୍ତି ।2