logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତାଳଚେର ନଗର ପକ୍ଷରୁ ଶତାବ୍ଦୀ ବର୍ଷର ଉଦଘାଟନୀ କାର୍ଯ୍ୟକ୍ରମ ବିଜୟାଦଶମୀ ତାଳଚେର :- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷର ଉଦଘାଟନୀ ଉତ୍ସବ ଅବସରରେ ତାଳଚେର ନଗର ତରଫରୁ ସଂର ସ୍ଵୟଂସେବକ ଭାଇମାନଙ୍କ ଦ୍ୱାରା ବିଶାଳ ପଥ ସଞ୍ଚଳନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରାହ୍ମଣୀବିହାର, ତାଳଚେର ଠାରୁ ବାହାରି ଦୀର୍ଘ ୫କିଲୋମିଟର ରାସ୍ତା ଅତିକ୍ରମ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦେଉଳବେଡା ଠାରେ ପହଞ୍ଚିଥିଲେ l ଏହି ପଥ ସଞ୍ଚଳନ ସରିବା ପରେ ବିଜୟାଦଶମୀ ଉଦଘାଟନୀ ଉତ୍ସବ ପାଳନ କରାଯାଇଥିଲା l ଉତ୍ସବର ମୁଖ୍ୟଅତିଥି ଭାବେ ଯୁବରାଜ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ, ବିଜ୍ଞାନ ଓ ଏନ୍.ସି.ସି ଶିକ୍ଷକ ସଦାନନ୍ଦ ପଣ୍ଡା ଉପସ୍ଥିତ ରହି ସଂଘର ସ୍ଵୟଂସେବକ ମାନେ ଦେଶ ମାତୃକା ପାଇଁ ନିଜର ଜୀବନ ଦେବାକୁ ପଛେଇ ନଥାନ୍ତି ବୋଲି ତାଙ୍କ ବ୍ଯକ୍ତବ୍ଯ ରେ କହିଥିଲେ l ମୂଖ୍ୟବକ୍ତା ଭାବେ ସଂଘର ବରିଷ୍ଠ ପ୍ରଚାରକ ତଥା ଅଖିଳ ଭାରତୀୟ କ୍ରୀଡା ଭାରତୀ ସଦସ୍ଯ ଶ୍ରୀମାନ୍ ମହାଦେବ ବେହେରା ସଂଘର ପ୍ରାରମ୍ଭ ଠାରୁ ଶତାବ୍ଦୀ ବର୍ଷ ପର୍ଯ୍ୟନ୍ତ ଯାତ୍ରା ସହିତ ପଞ୍ଚ ପରିବର୍ତ୍ତନ କଥା ସ୍ଵୟଂସେବକ ମାନଙ୍କୁ ଶୁଣାଇଥିଲେ l ମଞ୍ଚରେ ନଗର ସଂଘଚାଳକ ପ୍ରମୋଦ ଚନ୍ଦ୍ର କୁଣ୍ଡ , ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥୀ ଉପସ୍ଥିତ ଥିଲେ l ସଂଘର ନଗର କାର୍ଯ୍ଯବାହ ସୂର୍ଯ୍ଯକାନ୍ତ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିଲେ l ସଂଘର ପ୍ରାର୍ଥନା ସରିବା ପରେ ଉଦଘାଟନୀ ଉତ୍ସବର ପରିସମାପ୍ତି ହୋଇଥିଲା l

on 29 September
user_Priyamadhaba Das
Priyamadhaba Das
Journalists Anugul•
on 29 September
4ff5123c-4b9d-4c0f-9678-c0997e33b87d

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତାଳଚେର ନଗର ପକ୍ଷରୁ ଶତାବ୍ଦୀ ବର୍ଷର ଉଦଘାଟନୀ କାର୍ଯ୍ୟକ୍ରମ ବିଜୟାଦଶମୀ ତାଳଚେର :- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷର ଉଦଘାଟନୀ ଉତ୍ସବ ଅବସରରେ ତାଳଚେର ନଗର ତରଫରୁ ସଂର ସ୍ଵୟଂସେବକ ଭାଇମାନଙ୍କ ଦ୍ୱାରା ବିଶାଳ ପଥ ସଞ୍ଚଳନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରାହ୍ମଣୀବିହାର, ତାଳଚେର ଠାରୁ ବାହାରି ଦୀର୍ଘ ୫କିଲୋମିଟର ରାସ୍ତା ଅତିକ୍ରମ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦେଉଳବେଡା ଠାରେ ପହଞ୍ଚିଥିଲେ l ଏହି ପଥ ସଞ୍ଚଳନ ସରିବା ପରେ ବିଜୟାଦଶମୀ ଉଦଘାଟନୀ ଉତ୍ସବ ପାଳନ କରାଯାଇଥିଲା l ଉତ୍ସବର ମୁଖ୍ୟଅତିଥି ଭାବେ ଯୁବରାଜ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ, ବିଜ୍ଞାନ ଓ ଏନ୍.ସି.ସି ଶିକ୍ଷକ ସଦାନନ୍ଦ ପଣ୍ଡା ଉପସ୍ଥିତ ରହି ସଂଘର ସ୍ଵୟଂସେବକ ମାନେ ଦେଶ ମାତୃକା ପାଇଁ ନିଜର ଜୀବନ ଦେବାକୁ ପଛେଇ ନଥାନ୍ତି ବୋଲି ତାଙ୍କ ବ୍ଯକ୍ତବ୍ଯ ରେ କହିଥିଲେ l ମୂଖ୍ୟବକ୍ତା ଭାବେ ସଂଘର ବରିଷ୍ଠ ପ୍ରଚାରକ ତଥା ଅଖିଳ ଭାରତୀୟ କ୍ରୀଡା ଭାରତୀ ସଦସ୍ଯ ଶ୍ରୀମାନ୍ ମହାଦେବ ବେହେରା ସଂଘର ପ୍ରାରମ୍ଭ ଠାରୁ ଶତାବ୍ଦୀ ବର୍ଷ ପର୍ଯ୍ୟନ୍ତ ଯାତ୍ରା ସହିତ ପଞ୍ଚ ପରିବର୍ତ୍ତନ କଥା ସ୍ଵୟଂସେବକ ମାନଙ୍କୁ ଶୁଣାଇଥିଲେ l ମଞ୍ଚରେ ନଗର ସଂଘଚାଳକ ପ୍ରମୋଦ ଚନ୍ଦ୍ର କୁଣ୍ଡ , ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥୀ ଉପସ୍ଥିତ ଥିଲେ l ସଂଘର ନଗର କାର୍ଯ୍ଯବାହ ସୂର୍ଯ୍ଯକାନ୍ତ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିଲେ l ସଂଘର ପ୍ରାର୍ଥନା ସରିବା ପରେ ଉଦଘାଟନୀ ଉତ୍ସବର ପରିସମାପ୍ତି ହୋଇଥିଲା l

More news from Khordha and nearby areas
  • OMAN AND INDIA RELATIONSHIP
    1
    OMAN AND INDIA RELATIONSHIP
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    19 hrs ago
  • Orissa Subha sakal good morning
    1
    Orissa Subha sakal good morning
    user_Mangu Mallik
    Mangu Mallik
    Jajpur•
    19 hrs ago
  • ऑफिस में काम करते समय अचानक कोई पीछे आ जाए, तो घबराहट आम बात है। लेकिन अब एक नई लेज़र ट्रिपवायर टेक्नोलॉजी इस परेशानी का हल बन रही है। जैसे ही कोई कमरे में एंट्री करता है, कंप्यूटर स्क्रीन अपने-आप सेफ मोड में चली जाती है। न कैमरा, न मैनुअल क्लिक,ये सिस्टम ऑफिस प्राइवेसी को पहले से कहीं ज्यादा स्मार्ट और सुरक्षित बना रहा है। 📹Media: Git.io #technology #engineering #privacy #hardware #innovation #OfficeLife #FutureTech #PrivacyTech #SmartOffice #TechNews
    1
    ऑफिस में काम करते समय अचानक कोई पीछे आ जाए, तो घबराहट आम बात है। लेकिन अब एक नई लेज़र ट्रिपवायर टेक्नोलॉजी इस परेशानी का हल बन रही है। जैसे ही कोई कमरे में एंट्री करता है, कंप्यूटर स्क्रीन अपने-आप सेफ मोड में चली जाती है। न कैमरा, न मैनुअल क्लिक,ये सिस्टम ऑफिस प्राइवेसी को पहले से कहीं ज्यादा स्मार्ट और सुरक्षित बना रहा है।
📹Media: Git.io 
#technology #engineering #privacy #hardware #innovation #OfficeLife #FutureTech #PrivacyTech #SmartOffice #TechNews
    user_द संक्षेप
    द संक्षेप
    Media company Kendrapara•
    4 hrs ago
  • उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    1
    उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    user_Anuj Shrma
    Anuj Shrma
    Voice of people Sambalpur•
    12 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    14 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    17 hrs ago
  • ବାରିପଦା ସମ୍ବାଦ ମା ଙ୍କ ଶ୍ରାଦ୍ଧ ବାର୍ଷିକୀରେ ରକ୍ତ ଦାନ କଲେ ପୁତ୍ର।
    1
    ବାରିପଦା ସମ୍ବାଦ ମା ଙ୍କ ଶ୍ରାଦ୍ଧ ବାର୍ଷିକୀରେ ରକ୍ତ ଦାନ କଲେ ପୁତ୍ର।
    user_MN.NEWS ODIA
    MN.NEWS ODIA
    Journalist Mayurbhanj•
    1 hr ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Sundargarh•
    17 hrs ago
  • ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    1
    ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    user_Bighne Rana
    Bighne Rana
    Dancer Kalahandi•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.