logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରହା ଉପଦ୍ରବ, ନଷ୍ଟ କରି ଦେଇଛନ୍ତି ହେକ୍ଟର ହେକ୍ଟର ମକା ଫସଲ କ୍ଷତି ପୂରଣ ଦାବି ଦିନକୁ ଦିନ ବଢ଼ି ଚାଲିଛି ବାରହା ଉପଦ୍ରବ,l ନଷ୍ଟ କରି ଦେଇଛନ୍ତି ହେକ୍ଟର ହେକ୍ଟର ମକା ଫସଲ l ନା କମୁଛି ବରହା ଉପଦ୍ରଵ ନା ମିଳୁଛି ଚାଷୀଙ୍କୁ କ୍ଷତିପୂରଣ l ବାରହା ଉପଦ୍ରବ, ନଷ୍ଟ କରି ଦେଇଛନ୍ତି ହେକ୍ଟର ହେକ୍ଟର ମକା ଫସଲ କ୍ଷତି ପୂରଣ ଦାବି ଦିନକୁ ଦିନ ବଢ଼ି ଚାଲିଛି ବାରହା ଉପଦ୍ରବ,l ନଷ୍ଟ କରି ଦେଇଛନ୍ତି ହେକ୍ଟର ହେକ୍ଟର ମକା ଫସଲ l ନା କମୁଛି ବରହା ଉପଦ୍ରଵ ନା ମିଳୁଛି ଚାଷୀଙ୍କୁ କ୍ଷତିପୂରଣ l ଫଳରେ ଚିନ୍ତାରେ କ୍ଷତିଗ୍ରସ୍ଥ ମକା ଚାଷୀ l ଗଜପତି ଜିଲ୍ଲା ମୋହନା ବ୍ଲକ୍ କମଳାପୁର ଗାଁରେ ଆସିଛି ଏଭଳି ଅଭିଯୋଗ l ଏହି ଗାଁ ର ପ୍ରାୟ ଅଧିକାଂଶ ପରିବାର ପ୍ରତିବର୍ଷ ମକା ଚାଷ କରିଥାନ୍ତି l.ମକା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ଚାଷୀ l ହେଲେ ଗତ କିଛି ବର୍ଷ ହେଲା ଲଘୁଚାପ ଜନିତ ବର୍ଷା ହେଉ କିମ୍ବା ବାତ୍ୟା ହେଉ ହେକ୍ଟର ହେକ୍ଟର ମକା ଚାଷ ନଷ୍ଟ ହୋଇଥିବା ନଜିର ରହିଛି l ଏଭଳିକି ବେଡି ଉପରେ କୋରଡl ଭଳି ଯାହା କିଛି ଫସଲ ହୋଇଥିବ ତାହା ମଧ୍ୟ ବାରହା ପଶି ଖାଇଦେଉଛନ୍ତି l ଫଳରେ ଫସଲ ଅମଳ କରି ଦି ପଇସା ରୋଜଗାର ହେଲେ ନିଜ ପରିବାର ଚଳାଇବାକୁ ଆଶା ରଖିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଥାନ୍ତି l ଚଳିତ ବର୍ଷ ମଧ୍ୟ ସେହି ଏକା ସ୍ଥିତି ଦେଖିବାକୁ ମିଳିଛି l ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ କମଳାପୁର ଗାଁରେ ବାରହା ଉପଦ୍ରଵ ଦେଖିବାକୁ ମିଳିଛି l ଗାଁର ପ୍ରାୟ ୬ ରୁ ଉର୍ଦ୍ଧ ଚାଷୀଙ୍କ ହେକ୍କର ହେକ୍ଟର ମକା ଫସଲ ବାରାହା ନଷ୍ଟ କରି ଦେଇଛି l ସାହୁକାର ଠାରୁ ସାର ବିହନ ଆଣି ମକା ଚାଷ କରିଥିଲେ l ହେଲେ ଏବେ ସାହୁକାର କୁ ଋଣ କିଭଳି ସୁଝିବେ, ସେ ନେଇ ଚିନ୍ତାରେ ଚାଷୀକୂଳ l ବନ ବିଭାଗ ଓ କୃଷି ବିଭାଗ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି କମଳାପୁର ଗ୍ରାମର ମକା ଚାଷୀ ପ୍ରକାଶ ସେଠୀ, ସୁରେନ୍ଦ୍ର ସେଠୀ ଓ ଜେଦାର ପ୍ରଧାନ l

16 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
16 hrs ago
29500e8e-305d-4293-890e-e59182bb7233

More news from ଓଡ଼ିଶା and nearby areas
  • ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସମ୍ବଲପୁରୀ ଡ଼ଙ୍ଗ ରେ ସଂକୀର୍ତ୍ତନ କରାଯାଉଛି
    1
    ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସମ୍ବଲପୁରୀ ଡ଼ଙ୍ଗ ରେ ସଂକୀର୍ତ୍ତନ କରାଯାଉଛି
    user_Rabindra Mandal
    Rabindra Mandal
    Computer Networking Center ଆର୍. ଉଦୟଗିରି, ଗଜପତି, ଓଡ଼ିଶା•
    14 min ago
  • ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ
    1
    ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ

ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    4
    my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota Badi panchayat
my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    user_My wife Tulasi 😱 Pramod
    My wife Tulasi 😱 Pramod
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota vadi panchayat
    4
    breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha 
breaking news Mota vadi panchayat
    user_Tulasi Pramod Alatia
    Tulasi Pramod Alatia
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !
    1
    ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    17 hrs ago
  • ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.
    1
    ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। 
Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.
    user_Manas bhuyan
    Manas bhuyan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    21 hrs ago
  • ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    1
    ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା
    user_Prime time press
    Prime time press
    Agistment service Nayagarh, Odisha•
    5 hrs ago
  • କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ
    1
    କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା 
ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା 
କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା 
ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.