logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀର ସହିଦ୍ ତାମା ଦୋରାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ପଡିଆ : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ସଦର ମହକୁମାସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୀର ସହିଦ୍ ତାମା ଦୋରାଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ଥାପିତ ବୀର ସହିଦ୍ ତାମା ଦୋରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆୟୋଜିତ ସ୍ମୃତିସଭାରେ ବୀର ସହିଦ୍ ତାମା ଦୋରାଙ୍କ ସଂଘର୍ଷମୟ ସଂଗ୍ରାମ ଜୀବନ, ଦେଶ ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଡିଆ କଲେଜ ଅଧ୍ୟକ୍ଷ ଡଃ ପରମାନନ୍ଦ ମହାପାତ୍ର ଓ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, ଜିତେନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, କେ ଉଦୟ, ମାଝୀ ସୁରୀ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୀର ସହିଦ୍ ତାମା ଦୋରାଙ୍କ ଆଦର୍ଶକୁ ଅନୁସରଣ କରି ଯୁବପିଢ଼ି ଦେଶପ୍ରେମ ଓ ସେବାଭାବରେ ଉଦ୍ବୁଦ୍ଧ ହେବାକୁ ଥାନା ଅଧିକାରୀ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବୀର ସହିଦ୍ ତାମା ଦୋରାଙ୍କ ଅମର ବଳିଦାନକୁ ସ୍ମରଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜିବୀ ସମେତ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

10 hrs ago
user_Update Malkangiri news
Update Malkangiri news
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
10 hrs ago
45a6a2e0-3d3a-4b48-b253-f488ffdd0ff0

ବୀର ସହିଦ୍ ତାମା ଦୋରାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ପଡିଆ : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ସଦର ମହକୁମାସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୀର ସହିଦ୍ ତାମା ଦୋରାଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ଥାପିତ ବୀର ସହିଦ୍ ତାମା ଦୋରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆୟୋଜିତ ସ୍ମୃତିସଭାରେ ବୀର ସହିଦ୍ ତାମା ଦୋରାଙ୍କ ସଂଘର୍ଷମୟ ସଂଗ୍ରାମ ଜୀବନ, ଦେଶ ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ

03b95bef-9355-476a-919e-f18ca98330d8

ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଡିଆ କଲେଜ ଅଧ୍ୟକ୍ଷ ଡଃ ପରମାନନ୍ଦ ମହାପାତ୍ର ଓ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, ଜିତେନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, କେ ଉଦୟ, ମାଝୀ ସୁରୀ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୀର ସହିଦ୍ ତାମା ଦୋରାଙ୍କ ଆଦର୍ଶକୁ ଅନୁସରଣ କରି ଯୁବପିଢ଼ି ଦେଶପ୍ରେମ ଓ ସେବାଭାବରେ ଉଦ୍ବୁଦ୍ଧ ହେବାକୁ ଥାନା ଅଧିକାରୀ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବୀର ସହିଦ୍ ତାମା ଦୋରାଙ୍କ ଅମର ବଳିଦାନକୁ ସ୍ମରଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜିବୀ ସମେତ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ପ୍ରେସ ଲେଖା ଟ୍ରାକ୍ଟର ରେ ବେଆଇନ ବାଲି ଚାଲାଣ, ଜଣେ ଗିରଫ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମ୍‌ପିଭି-୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଥିଲା। ଏହି ଘଟଣାରେ ଗିର୍କାନପାଲ୍ଲୀ ଗ୍ରାମ ର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଟ୍ରାକ୍ଟର ରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ ବଡ ଅକ୍ଷରେ ପ୍ରେସ ଲେଖା ରହିଛି। ଟ୍ରାକ୍ଟର ରେ ପ୍ରେସ ଲେଖା ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
    4
    ପ୍ରେସ ଲେଖା ଟ୍ରାକ୍ଟର ରେ ବେଆଇନ ବାଲି ଚାଲାଣ, ଜଣେ ଗିରଫ
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମ୍‌ପିଭି-୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଥିଲା। ଏହି ଘଟଣାରେ ଗିର୍କାନପାଲ୍ଲୀ ଗ୍ରାମ ର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଟ୍ରାକ୍ଟର ରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ ବଡ ଅକ୍ଷରେ ପ୍ରେସ ଲେଖା ରହିଛି। ଟ୍ରାକ୍ଟର ରେ ପ୍ରେସ ଲେଖା ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
    user_Update Malkangiri news
    Update Malkangiri news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    17 hrs ago
  • ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା। ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା।
    1
    ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା।
ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
  • ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
    1
    ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    5 hrs ago
  • ଗତ କିଛି ଦିନର ପ୍ରବଳ ବର୍ଷା ଓ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସମୀକ୍ଷା କରିବା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ
    1
    ଗତ କିଛି ଦିନର ପ୍ରବଳ ବର୍ଷା ଓ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସମୀକ୍ଷା କରିବା ପାଇଁ  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ  ଲକ୍ଷ୍ମଣ ବାଗ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    21 hrs ago
  • ମରଣଯନ୍ତା ପାଲଟିଛି ଏମ୍.ଭି.-୭୯ରୁ ମୋଟୁ ଜାତୀୟ ରାଜପଥ,ରକ୍ଷଣାବେକ୍ଷଣ ଅଭାବରୁ ବଢ଼ୁଛି ଜନ ଅସନ୍ତୋଷ #Malkangiri #National24
    1
    ମରଣଯନ୍ତା ପାଲଟିଛି ଏମ୍.ଭି.-୭୯ରୁ ମୋଟୁ ଜାତୀୟ ରାଜପଥ,ରକ୍ଷଣାବେକ୍ଷଣ ଅଭାବରୁ ବଢ଼ୁଛି ଜନ ଅସନ୍ତୋଷ #Malkangiri #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • ମଧ୍ୟାନ୍ନ ଭୋଜନ ଛୁଟି ସମୟରେ ଛାତ୍ରଙ୍କୁ ଆକ୍ରମଣ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ #Jeypore #National24
    1
    ମଧ୍ୟାନ୍ନ ଭୋଜନ ଛୁଟି ସମୟରେ ଛାତ୍ରଙ୍କୁ ଆକ୍ରମଣ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.