Shuru
Apke Nagar Ki App…
କେନ୍ଦ୍ରାପଡ଼ା ଜମଧର ଠାରେ ଜିଲ୍ଲାସ୍ତରୀୟ ସରକାରି ଧାନମଣ୍ଡି ଶୁଭ ଉଦ୍ଘାଟନ
Sarbeswar malik
କେନ୍ଦ୍ରାପଡ଼ା ଜମଧର ଠାରେ ଜିଲ୍ଲାସ୍ତରୀୟ ସରକାରି ଧାନମଣ୍ଡି ଶୁଭ ଉଦ୍ଘାଟନ
More news from Khordha and nearby areas
- ବାଣପୁରରେ ୧୧୮ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରାଥମିକ ଶିକ୍ଷାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ—ରାଜ୍ୟବ୍ୟାପୀ ୧୧୮ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଆରମ୍ଭ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ଦିଗରେ ଓଡ଼ିଶାର ଆଉ ଏକ ଦୃଢ଼ ପାଦକ୍ଷେପ1
- ଢେଙ୍କାନାଳ ମେଳା ରେ ମତ୍ସ୍ୟ ଅଧିକାରୀ ଙ୍କ ବାର୍ତ୍ତା1
- Post by User5115 Susanta Kumar Pattnaik1
- ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।4
- Jay Jagannath 🙏1
- News//News Update//Today//Breaking News//Headlines #news1
- ସିଳିପୁର ଅଣ୍ଡର ବାଇପାସ ବିବାଦ ଘଟଣା ରେ ଆନ୍ଦୋଳନ 10 କାରୀଙ୍କୁ ଉଠାଇ ଆଣିଲା ମାର୍ଶାଘାଇ ପୋଲିସ1
- ଢେଙ୍କାନାଳ ଜିଲ୍ଲା ସ୍ତରୀୟ ମତ୍ସ୍ଯ, ପ୍ରାଣୀସମ୍ପଦ ମେଳା4
- Post by User5115 Susanta Kumar Pattnaik1