logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।

2 hrs ago
user_Kalingnagar khabar
Kalingnagar khabar
କଳିଙ୍ଗନଗର, ଯାଜପୁର, ଓଡ଼ିଶା•
2 hrs ago

୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।

More news from ଓଡ଼ିଶା and nearby areas
  • ଟ୍ରକ୍ କୁ ପଛରୁ ପିଟିଲା ଟ୍ରକ ଡ୍ରାଇଭର ଗୁରୁତର।
    1
    ଟ୍ରକ୍ କୁ ପଛରୁ ପିଟିଲା ଟ୍ରକ ଡ୍ରାଇଭର ଗୁରୁତର।
    user_Amrit Prasad Das
    Amrit Prasad Das
    Journalist କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • Mamma Special Birthday Cake by @shivinaren_cakeartist https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==
    1
    Mamma Special Birthday Cake by @shivinaren_cakeartist
https://www.instagram.com/reel/DSEf5uukU2V/?igsh=MTJob203bWt4OGYybg==
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    19 hrs ago
  • କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    1
    କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    49 min ago
  • ଭଦ୍ରକ ଜିଲ୍ଲା ବୋଡ଼କ ଗ୍ରାମରେ ଧୁମଧାମ ପାଳନ ହୋଇଛି
    1
    ଭଦ୍ରକ ଜିଲ୍ଲା ବୋଡ଼କ ଗ୍ରାମରେ ଧୁମଧାମ ପାଳନ ହୋଇଛି
    user_Paritran times
    Paritran times
    Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
    7 hrs ago
  • ଭୁବନେଶ୍ୱର ଆଦିବାସୀ ମେଳା ପ୍ରଜ୍ଞା ମେଢ଼
    1
    ଭୁବନେଶ୍ୱର ଆଦିବାସୀ ମେଳା ପ୍ରଜ୍ଞା ମେଢ଼
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    Journalist ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    24 min ago
  • ହାଟଡିହୀ : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତିନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।
    2
    ହାଟଡିହୀ : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮) ରବିବାର
ହାଇୱା ଧକ୍କାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତିନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।
    user_24Anandapur
    24Anandapur
    Fitness Trainer ନନ୍ଦିପଡା, କେନ୍ଦୁଝର, ଓଡ଼ିଶା•
    23 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କୁ ନେଇ ଆସିଲା ସାଙ୍ଘାତିତ ଅଭିଯୋଗ l ଅନେକ ସମୟରେ କାର୍ଯ୍ୟାଳୟ ଆସୁନାହାନ୍ତି ଏହି ଅଧିକାରୀ ଜଣଙ୍କ ଯାହା ଦ୍ୱାରା ଖୁଲମଖୁଲା ଅନେକ ମୂଲ୍ୟବାନ ଗଛ କାଟି ଜଙ୍ଗଲରୁ ଚୋରିକରି ନେଇଯାଉଛନ୍ତି କାଠ ମାଫିଆ
    1
    କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବନାଞ୍ଚଳ ଅଧିକାରୀ ସୁକାନ୍ତ ବେହେରାଙ୍କୁ ନେଇ ଆସିଲା ସାଙ୍ଘାତିତ ଅଭିଯୋଗ l ଅନେକ ସମୟରେ କାର୍ଯ୍ୟାଳୟ ଆସୁନାହାନ୍ତି ଏହି ଅଧିକାରୀ ଜଣଙ୍କ ଯାହା ଦ୍ୱାରା ଖୁଲମଖୁଲା ଅନେକ ମୂଲ୍ୟବାନ ଗଛ କାଟି ଜଙ୍ଗଲରୁ ଚୋରିକରି ନେଇଯାଉଛନ୍ତି କାଠ ମାଫିଆ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    8 hrs ago
  • #Balipatnablock #BDOBalipatnablock #jayadevnews #RepublicDay #77thRepublicDay #NiranjanMishra #BJP #BhubaneswarMP #BJPMP #Aparajitasadhangi #MPAparajitasadhangi #BJP #Jayadevnews #DMKhordha #CMOOdisha #Mohanamajhi #BJPMP #BJPMLA #BhubaneswarMP #PravatiPOdisha #KVSinghDeo1 #PresidentofIndia #mohanmajhi #bjd #bjp #congress #PRDeptOdisha #SecyChief #IPR_Odisha #Mohanamajhi #BJP #NityanandaGond #PrabhatiParida #KanakVardhanSinghDeo
    1
    #Balipatnablock #BDOBalipatnablock #jayadevnews 
#RepublicDay #77thRepublicDay #NiranjanMishra #BJP #BhubaneswarMP #BJPMP #Aparajitasadhangi #MPAparajitasadhangi 
#BJP #Jayadevnews #DMKhordha #CMOOdisha #Mohanamajhi 
#BJPMP #BJPMLA #BhubaneswarMP
#PravatiPOdisha
#KVSinghDeo1
#PresidentofIndia
#mohanmajhi  #bjd #bjp #congress
#PRDeptOdisha
#SecyChief
#IPR_Odisha 
#Mohanamajhi #BJP  #NityanandaGond   #PrabhatiParida #KanakVardhanSinghDeo
    user_Gagan Bhoi
    Gagan Bhoi
    Journalist ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.