logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭେଜାପୁଟରେ ଭାଗବତ କଥା ପାରାୟଣ । ଲୋକମାନେ ଶୁଣିବାକୁ ଉତ୍କଣ୍ଠିତ ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।

6 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
6 hrs ago

ଭେଜାପୁଟରେ ଭାଗବତ କଥା ପାରାୟଣ । ଲୋକମାନେ ଶୁଣିବାକୁ ଉତ୍କଣ୍ଠିତ ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।

More news from ଓଡ଼ିଶା and nearby areas
  • ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,
    1
    ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    6 hrs ago
  • କୋଟପାଡ଼ରେ ହନୁମାନ ଜୟନ୍ତୀ ପାଳିତ #Kalingatv #kotpad #OdiaNewYear #OdiaTradition #hanumanjayanti #panasankranit #mohabisubasankranti #vitalreels #fbviralvideo #viralvideo #koraput #odisha
    1
    କୋଟପାଡ଼ରେ ହନୁମାନ ଜୟନ୍ତୀ ପାଳିତ #Kalingatv #kotpad #OdiaNewYear #OdiaTradition  #hanumanjayanti #panasankranit  #mohabisubasankranti #vitalreels #fbviralvideo #viralvideo #koraput #odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    8 hrs ago
  • ମାଲକାନଗିରି :- (ରାମ କୃଷ୍ଣ ଚୌଧୁରୀ) ବଙ୍ଗୀୟ ପରମ୍ପରା ଚଡକ ପୂଜାରେ ଅଘଟଣ, ଖଜୁରୀ ଗଛରୁ ଖସି ଯୁବକ ମୃତ, ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି 72 ଗ୍ରାମରେ | ମୃତ ଯୁବକ ଜଣକ ହେଲେ ନାଲଗୁନ୍ଥି ପଂଚାୟତ ର ଏମପିଭି 36 ଗ୍ରାମର 35 ବର୍ଷୀଅ ଯୁବକ ଜଗଦୀଶ ସାନା ବୋଲି ଜଣା ପଡିଛି | ଜଗଦୀଶ ଆଜି ସନ୍ଦ୍ୟାରେ ଖଜୁରୀ ଗଛରେ ଚଢି ଖଜୁରୀ ତୋଳୁ ଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡି ଥିଲେ | ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ କୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରମ୍ପରା ଅନୁସାରେ ଚଡକ ପୂଜାରେ ଖଜୁରୀ କୋଳି ପୂଜା କରାଯିବାର ଵିଧି ରହିଛି |
    1
    ମାଲକାନଗିରି :- (ରାମ କୃଷ୍ଣ ଚୌଧୁରୀ)
ବଙ୍ଗୀୟ ପରମ୍ପରା ଚଡକ ପୂଜାରେ ଅଘଟଣ, ଖଜୁରୀ ଗଛରୁ ଖସି ଯୁବକ ମୃତ, ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି 72 ଗ୍ରାମରେ | ମୃତ ଯୁବକ ଜଣକ ହେଲେ ନାଲଗୁନ୍ଥି ପଂଚାୟତ ର ଏମପିଭି 36 ଗ୍ରାମର 35 ବର୍ଷୀଅ ଯୁବକ ଜଗଦୀଶ ସାନା ବୋଲି ଜଣା ପଡିଛି | ଜଗଦୀଶ ଆଜି ସନ୍ଦ୍ୟାରେ ଖଜୁରୀ ଗଛରେ ଚଢି ଖଜୁରୀ ତୋଳୁ ଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡି ଥିଲେ | ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ କୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରମ୍ପରା ଅନୁସାରେ ଚଡକ ପୂଜାରେ ଖଜୁରୀ କୋଳି ପୂଜା କରାଯିବାର ଵିଧି ରହିଛି |
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • ଚରକପୂଜାର ଖୁସି ମଝିରେ ଦୁଃଖର ଛାୟା କାଲିମେଳାରେ ଦୁଇ ଦୁର୍ଘଟଣା..... ମାଲକାନଗିରିରେ ବଙ୍ଗୀୟ ସମ୍ପ୍ରଦାୟର ଚଡ଼କ ପୂଜାରେ ଦୁଇ ଦୁଇଟି ବଡ଼ ଅଘଟଣ। ଖଜୁରୀ ଗଛରୁ ଗଳି ପଡ଼ି ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି। ମୃତକଙ୍କ ନାଁ ଜଗଦୀଶ ସାନା। ଏମଭି-72 ଗାଁରେ ଘଟିଛି ଏହି ଘଟଣା। ଆଜି ଚାଲିଥିଲା ପାରମ୍ପରିକ ଚରକ ପୂଜା। ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି। MV-72 ଗ୍ରାମରେ ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି। ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି। ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି। ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି। ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି।
    2
    ଚରକପୂଜାର ଖୁସି ମଝିରେ ଦୁଃଖର ଛାୟା କାଲିମେଳାରେ ଦୁଇ ଦୁର୍ଘଟଣା.....
ମାଲକାନଗିରିରେ ବଙ୍ଗୀୟ ସମ୍ପ୍ରଦାୟର ଚଡ଼କ ପୂଜାରେ ଦୁଇ ଦୁଇଟି ବଡ଼ ଅଘଟଣ। ଖଜୁରୀ ଗଛରୁ ଗଳି ପଡ଼ି ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି। ମୃତକଙ୍କ ନାଁ ଜଗଦୀଶ ସାନା। ଏମଭି-72 ଗାଁରେ ଘଟିଛି ଏହି ଘଟଣା। ଆଜି ଚାଲିଥିଲା ପାରମ୍ପରିକ ଚରକ ପୂଜା। 
ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି।
MV-72 ଗ୍ରାମରେ ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି।
ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି।
ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି।
ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି।
ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • ଧର୍ମ ବାଧକ : ଉଠି ପାରୁନି ମୃତଦେହ
    1
    ଧର୍ମ ବାଧକ : ଉଠି ପାରୁନି ମୃତଦେହ
    user_Subham mund
    Subham mund
    ଜୁନାଗଡ଼, କଳାହାଣ୍ଡି, ଓଡ଼ିଶା•
    9 min ago
  • ଭାରତର ସଂବିଧାନ ଶିଳ୍ପୀ, ବିଶ୍ୱବିଖ୍ୟାତ ଆଇନବିଦ୍ ଏବଂ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି ଶୁଭ ଅବସରରେ ସମସ୍ତ ସାଧାରଣ ଜନତା, କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ!
    1
    ଭାରତର ସଂବିଧାନ ଶିଳ୍ପୀ, ବିଶ୍ୱବିଖ୍ୟାତ ଆଇନବିଦ୍ ଏବଂ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି ଶୁଭ ଅବସରରେ ସମସ୍ତ ସାଧାରଣ ଜନତା, କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • #କୋଟପାଡ଼ରେ_ମହାଆଡ଼ମ୍ବରରେ_ଓଡ଼ିଆନବବର୍ଷ_ପାଳିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର କୋଟପାଡ଼ #Kalingatv #KNews #kotpad #OdiaNewYear #OdiaTradition #hanumanjayanti #panasankranit #mohabisubasankranti #vitalreels Bdo Kotpad Kotpad Breaking #fbviralvideo #viralvideo #koraput #odisha
    1
    #କୋଟପାଡ଼ରେ_ମହାଆଡ଼ମ୍ବରରେ_ଓଡ଼ିଆନବବର୍ଷ_ପାଳିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର କୋଟପାଡ଼ #Kalingatv #KNews #kotpad #OdiaNewYear #OdiaTradition  #hanumanjayanti #panasankranit #mohabisubasankranti #vitalreels Bdo Kotpad Kotpad Breaking  #fbviralvideo #viralvideo #koraput #odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • puni dakila Islamabad
    1
    puni dakila  Islamabad
    user_Subham mund
    Subham mund
    ଜୁନାଗଡ଼, କଳାହାଣ୍ଡି, ଓଡ଼ିଶା•
    28 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.