logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବାପ୍ରଭାଗ ସମ୍ବାଦ ଆମଓଡିଶା ଓ ତୃପ୍ତିପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ 61 ୟୁନିଟ ରକ୍ତସଂଗ୍ରହ ରକ୍ତଦାତା 61 ଅତିରିକ୍ତ ତହସିଲଦାର ସୌଦାଗର ବେହେରା ବ୍ରହ୍ମାକୁମାରୀ ଝୁନା ପାତ୍ର ପ୍ରଭୁପ୍ରସାଦ ସାହୁ ସରୋଜ କର ସିପୁନ ସାହୁ କିଶୋର ଚି଼ନେରା କେଦାର ଦାସ ଶ୍ୟାମସୁନ୍ଦର ଦାସ ବିଦ୍ୟାଧର ମହାରଣା ମୋହନ ସାହୁ ରିଲୁ ନାୟକ ପ୍ରଣତି ସାହୁ ରବିନାରାୟଣ ବେହେରା ଦୀପକ କୁମାର ବିହାରୀ ଅଭିଜିତ ବିହାରୀ ପ୍ରଭାତୀ ପାତ୍ର ସଂଗ୍ରାମ ବିହାରୀ ସସ୍ମିତା ମିଶ୍ର ରୋହିତ ମଲ୍ଲିକ ସ୍ମୃତି ରଞ୍ଜନ ବେହେରା ସେସଦେବ ସାହୁ ଗୋବିନ୍ଦ ଚନ୍ଦ୍ର ବେହେରା ସନାତନ ଦାସ ବାବୁନା ନନ୍ଦୀ ସୁମିତ୍ରା ମୁଦୁଲି ସୁରେଶ ଚନ୍ଦ୍ର ପୃଷ୍ଟି ରୀନା ଜେନା ଅଭୟ କୁମାର ସାହୁ ସୁବାସ ଚନ୍ଦ୍ର ନାୟକ ବାସୁଦେବ ବେହେରା ଦୟାନିଧି ଦାସ ଅକ୍ଷୟ କୁମାର ସାହୁ ଜୟଶ୍ରୀ ବିଶ୍ୱକର୍ମା ଗୋପାଳ ନାୟକ ଜୀବନ ଜ୍ୟୋତି ପୃଷ୍ଟି ସୁମିତ କୁମାର ନନ୍ଦ ଶ୍ରୀକାନ୍ତ ସାଥୁଆ ମହାପାତ୍ର କୁନାଲ କୁମାର ବାରିକ ଦୀନେଶ ଦାସ ଆଶ୍ରିବାଦ ସାହୁ ଦିତିକୃଷ୍ଣ ମାଝୀ ଜୟଶ୍ରୀ ସ୍ବାଇଁ ସୂର୍ଯ୍ୟକାନ୍ତ ବାରିକ ଶଙ୍କର୍ଷଣ ସାହୁ ଜ୍ଞାନରଞ୍ଜନ ବେହେରା କାଳନ୍ଦୀ ସାହୁ ଅଜୟ କୁମାର ପାତ୍ର ଯଂଜ୍ଞଦତ୍ତ ସାହୁ ସ୍ମୃତି ରଞ୍ଜନ ସେନାପତି ବ୍ରହ୍ମକୁମାରୀ ସୋନାଲି ଶକ୍ତିପ୍ରସାଦ ବାହାଲିଆ ପ୍ରଶାନ୍ତ ପରିଡା ଅଜିତ କୁମାର ସ୍ବାଇଁ ସ୍ୱାମୀ-ସ୍ତ୍ରୀ. ଚାରି ଯୋଡ଼ା ଶୁକଦେବ ନାୟକ ଲିଲି ନାୟକ ପ୍ରବାସୀ କରୁଆ ଶାନ୍ତିଲତା କରୁଆ ସୁଶାନ୍ତ ମଲ୍ଲିକ,ମାନିନୀ ମଲ୍ଲିକ ନୀଳ ମାଧବ ସେନାପତି ଆରତୀ ସେନାପତି ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବାପ୍ରଭାଗ ସମ୍ବାଦ ଆମଓଡିଶା ଓ ତୃପ୍ତିପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ 61 ୟୁନିଟ ରକ୍ତସଂଗ୍ରହ କରାଯାଇପାରିଛି। ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ 19 ତମ ପୁର୍ଣ୍ୟ ତିଥୀ ଅବସର ରେ ବିଶ୍ୱବନ୍ଧୁତ୍ୱ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଅତିରିକ୍ତ ତହସିଲଦାର ସୌଦାଗର ବେହେରା ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧକ୍ଷ ରଥ ସେଠି ପ୍ରକୃତି ବନ୍ଧୁ ପ୍ରଶାନ୍ତ ଦିବେଦୀ ବାଲିବୋ ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ ଗୋପବନ୍ଧୁ ଦାସ ସେବା ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ନିରଞ୍ଜନ ଗୁରୁ,ମହାଲକ୍ଷ୍ମୀ ବଣିକ ସଙ୍ଘର ସଭାପତି ଦୁଷ୍ମନ୍ତ ପୃଷ୍ଟି, ଭୁବନ ହାଇସ୍କୁଲ ସଭାପତି ବସନ୍ତ ପୋଥାଳ ସମାଜସେବି ସୁବାସ ମେହେଣା ଅତିଥି ଭାବେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଞ୍ଜୟ ଦାସ, ବୀରେନ୍ଦ୍ର ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବିଜୟା ସଂଯୋଜନା କରିଥିବା ବେଳେ ସମ୍ବାଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମନମୋହନ ପୃଷ୍ଟି,ଶ୍ୟାମସୁନ୍ଦର ଦାଶଙ୍କ ସମେତ ଆଶ୍ରମର ଶତାଧିକ ଆଶ୍ରିତ ସକ୍ରିୟ ସହଯୋଗ କରିଥିଲେ। ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଡାକ୍ତର ସତ୍ୟବାନ ମହାଳିକ, ଢେଙ୍କାନାଳ ରକ୍ତ ଭଣ୍ଡାର ର ପରମାନନ୍ଦ ପଣ୍ଡା ଙ୍କ ସମେତ ଡାକ୍ତରୀ ଟିମ ସହଯୋଗ କରିଥିଲେ।

7 hrs ago
user_Tapasdas 6372788705
Tapasdas 6372788705
Photographer Dhenkanal Sadar, Odisha•
7 hrs ago
0d8a7cae-9f29-494f-a797-ef3eb3971065

ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବାପ୍ରଭାଗ ସମ୍ବାଦ ଆମଓଡିଶା ଓ ତୃପ୍ତିପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ 61 ୟୁନିଟ ରକ୍ତସଂଗ୍ରହ ରକ୍ତଦାତା 61 ଅତିରିକ୍ତ ତହସିଲଦାର ସୌଦାଗର ବେହେରା ବ୍ରହ୍ମାକୁମାରୀ ଝୁନା ପାତ୍ର ପ୍ରଭୁପ୍ରସାଦ ସାହୁ ସରୋଜ କର ସିପୁନ ସାହୁ କିଶୋର ଚି଼ନେରା କେଦାର ଦାସ ଶ୍ୟାମସୁନ୍ଦର ଦାସ ବିଦ୍ୟାଧର ମହାରଣା ମୋହନ ସାହୁ ରିଲୁ ନାୟକ ପ୍ରଣତି ସାହୁ ରବିନାରାୟଣ ବେହେରା ଦୀପକ କୁମାର ବିହାରୀ ଅଭିଜିତ ବିହାରୀ ପ୍ରଭାତୀ ପାତ୍ର ସଂଗ୍ରାମ ବିହାରୀ ସସ୍ମିତା ମିଶ୍ର ରୋହିତ ମଲ୍ଲିକ ସ୍ମୃତି ରଞ୍ଜନ ବେହେରା ସେସଦେବ ସାହୁ ଗୋବିନ୍ଦ ଚନ୍ଦ୍ର ବେହେରା ସନାତନ ଦାସ ବାବୁନା ନନ୍ଦୀ ସୁମିତ୍ରା ମୁଦୁଲି ସୁରେଶ ଚନ୍ଦ୍ର ପୃଷ୍ଟି ରୀନା ଜେନା ଅଭୟ

a3d022f0-16c7-41cf-a0dc-a88467b9e477

କୁମାର ସାହୁ ସୁବାସ ଚନ୍ଦ୍ର ନାୟକ ବାସୁଦେବ ବେହେରା ଦୟାନିଧି ଦାସ ଅକ୍ଷୟ କୁମାର ସାହୁ ଜୟଶ୍ରୀ ବିଶ୍ୱକର୍ମା ଗୋପାଳ ନାୟକ ଜୀବନ ଜ୍ୟୋତି ପୃଷ୍ଟି ସୁମିତ କୁମାର ନନ୍ଦ ଶ୍ରୀକାନ୍ତ ସାଥୁଆ ମହାପାତ୍ର କୁନାଲ କୁମାର ବାରିକ ଦୀନେଶ ଦାସ ଆଶ୍ରିବାଦ ସାହୁ ଦିତିକୃଷ୍ଣ ମାଝୀ ଜୟଶ୍ରୀ ସ୍ବାଇଁ ସୂର୍ଯ୍ୟକାନ୍ତ ବାରିକ ଶଙ୍କର୍ଷଣ ସାହୁ ଜ୍ଞାନରଞ୍ଜନ ବେହେରା କାଳନ୍ଦୀ ସାହୁ ଅଜୟ କୁମାର ପାତ୍ର ଯଂଜ୍ଞଦତ୍ତ ସାହୁ ସ୍ମୃତି ରଞ୍ଜନ ସେନାପତି ବ୍ରହ୍ମକୁମାରୀ ସୋନାଲି ଶକ୍ତିପ୍ରସାଦ ବାହାଲିଆ ପ୍ରଶାନ୍ତ ପରିଡା ଅଜିତ କୁମାର ସ୍ବାଇଁ ସ୍ୱାମୀ-ସ୍ତ୍ରୀ. ଚାରି ଯୋଡ଼ା ଶୁକଦେବ ନାୟକ ଲିଲି ନାୟକ ପ୍ରବାସୀ କରୁଆ ଶାନ୍ତିଲତା କରୁଆ ସୁଶାନ୍ତ ମଲ୍ଲିକ,ମାନିନୀ ମଲ୍ଲିକ ନୀଳ ମାଧବ ସେନାପତି ଆରତୀ ସେନାପତି ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ

c44c2480-c493-4223-94e5-abca65b1c7a3

ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବାପ୍ରଭାଗ ସମ୍ବାଦ ଆମଓଡିଶା ଓ ତୃପ୍ତିପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ 61 ୟୁନିଟ ରକ୍ତସଂଗ୍ରହ କରାଯାଇପାରିଛି। ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ 19 ତମ ପୁର୍ଣ୍ୟ ତିଥୀ ଅବସର ରେ ବିଶ୍ୱବନ୍ଧୁତ୍ୱ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଅତିରିକ୍ତ ତହସିଲଦାର ସୌଦାଗର ବେହେରା ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧକ୍ଷ ରଥ ସେଠି ପ୍ରକୃତି ବନ୍ଧୁ ପ୍ରଶାନ୍ତ ଦିବେଦୀ ବାଲିବୋ ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ ଗୋପବନ୍ଧୁ ଦାସ ସେବା ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ନିରଞ୍ଜନ ଗୁରୁ,ମହାଲକ୍ଷ୍ମୀ ବଣିକ ସଙ୍ଘର ସଭାପତି ଦୁଷ୍ମନ୍ତ ପୃଷ୍ଟି, ଭୁବନ

83e63977-d080-4fb3-bc43-92bbfe1b53cc

ହାଇସ୍କୁଲ ସଭାପତି ବସନ୍ତ ପୋଥାଳ ସମାଜସେବି ସୁବାସ ମେହେଣା ଅତିଥି ଭାବେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଞ୍ଜୟ ଦାସ, ବୀରେନ୍ଦ୍ର ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବିଜୟା ସଂଯୋଜନା କରିଥିବା ବେଳେ ସମ୍ବାଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମନମୋହନ ପୃଷ୍ଟି,ଶ୍ୟାମସୁନ୍ଦର ଦାଶଙ୍କ ସମେତ ଆଶ୍ରମର ଶତାଧିକ ଆଶ୍ରିତ ସକ୍ରିୟ ସହଯୋଗ କରିଥିଲେ। ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଡାକ୍ତର ସତ୍ୟବାନ ମହାଳିକ, ଢେଙ୍କାନାଳ ରକ୍ତ ଭଣ୍ଡାର ର ପରମାନନ୍ଦ ପଣ୍ଡା ଙ୍କ ସମେତ ଡାକ୍ତରୀ ଟିମ ସହଯୋଗ କରିଥିଲେ।

More news from Odisha and nearby areas
  • Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍‌ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍‌ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews
    1
    Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ..

Anchor:
ଢେଙ୍କାନାଳର କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ ଲେବର ୟୁନିୟନ

ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍‌ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ,

ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍‌ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି।

ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି,

ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି,

ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ,

#tag



#DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    57 min ago
  • ଢେଙ୍କାନାଳ ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ
    2
    ଢେଙ୍କାନାଳ  ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ  ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା
ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର  ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ  ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ  ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    14 hrs ago
  • ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    1
    ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ 
ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    14 hrs ago
  • ୧୫ ବର୍ଷିଆ ଝିଅ ଟିଉସନକୁ ଯାଇ ଆଉ ଫେରିଲା ନାହିଁ , ଯଦି କେହି ଏହି ଝିଅଟିକୁ ପାଆନ୍ତି ତେବେ ଏହି ଲିଖିତ ନମ୍ବରରେ ସୁଚନା ଦେଇ ସାହାଯ୍ୟ ସହିତ ମାନବିକତାର ପ୍ରମାଣ ଦେଇପାରିବେ,ଜୟଗୁରୁ
    1
    ୧୫ ବର୍ଷିଆ ଝିଅ ଟିଉସନକୁ ଯାଇ ଆଉ ଫେରିଲା ନାହିଁ , ଯଦି କେହି ଏହି ଝିଅଟିକୁ ପାଆନ୍ତି ତେବେ ଏହି ଲିଖିତ ନମ୍ବରରେ ସୁଚନା ଦେଇ ସାହାଯ୍ୟ ସହିତ ମାନବିକତାର ପ୍ରମାଣ ଦେଇପାରିବେ,ଜୟଗୁରୁ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 min ago
  • ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି‌ । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    1
    ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି 
ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି‌ । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.
    1
    ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ.
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • iphone ନୁହେଁ, ବରଂ ଏହି କାରଣ ପାଇଁ ଆତ୍ମହତ୍ୟା କୁ ବାଛି ନେଲା କୁନାଲ । ପରିବାରରେ ସବୁଲେବେଲେ ଝଗଡ଼ା ନେଲା ଭୟଙ୍କର ରୂପ । ଶେଷରେ ଚାଲିଗଲା ତିନି ତିନିଟି ଜୀବନ । ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା କୁନାଲ ନିଜର ଜିଦ୍ ବା ଆସନ୍ତୋଷ ପାଇଁ ଜୀବନ ହରାଇଲା ।
    1
    iphone ନୁହେଁ, ବରଂ ଏହି କାରଣ ପାଇଁ ଆତ୍ମହତ୍ୟା କୁ ବାଛି ନେଲା କୁନାଲ ।
ପରିବାରରେ ସବୁଲେବେଲେ ଝଗଡ଼ା ନେଲା ଭୟଙ୍କର ରୂପ । ଶେଷରେ ଚାଲିଗଲା ତିନି ତିନିଟି ଜୀବନ । ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା କୁନାଲ ନିଜର ଜିଦ୍ ବା ଆସନ୍ତୋଷ ପାଇଁ ଜୀବନ ହରାଇଲା ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଢେଙ୍କାନାଳ କ୍ଲବ ସ୍ତରୀୟ ଫୁଟବଲ ଟୁଣ୍ଠାମେଣ୍ଟ ରେ ଆଜି ଗୁଣ୍ଡିଚା ପଡା ସହିତ ମଣ୍ଠିଙ୍ଗ- ବ୍ଳବ ଭୋଟ
    1
    ଢେଙ୍କାନାଳ କ୍ଲବ ସ୍ତରୀୟ ଫୁଟବଲ ଟୁଣ୍ଠାମେଣ୍ଟ ରେ ଆଜି ଗୁଣ୍ଡିଚା ପଡା ସହିତ ମଣ୍ଠିଙ୍ଗ- ବ୍ଳବ ଭୋଟ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.