ପ୍ରବାଦ ପୁରୁଷ ମହାନ ଜନନାୟକ ଝଡର ଇଗଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ଜଗତସିଂହପୁର ୧୭/୪- ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ତିଳ ତର୍ପଣ ଓ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ଉପସଭାପତି ଚିରଞ୍ଜିବି ବିଶ୍ବାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଜେଡ଼ି ଜିଲ୍ଲା ଉପସଭାପତି ଦୀପ୍ତି କୁମାର ଦାସ, ବ୍ଲକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ନାଉଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲ୍ଲୀପ ଲେଙ୍କା, ଉଭୟ ବ୍ଲକ ବିଜେଡ଼ି ସଭାପତି କାଳନ୍ଦୀ ପତି, ନିରଞ୍ଜନ ବେଉରା, ପୌରପରିଷଦ ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟ ବିବେକାନନ୍ଦ ବେହେରା, ଚିତ୍ତ ରଞ୍ଜନ ରାଉଳ, କନକ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା , ନାଉଗାଁ ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ବ୍ଲକ ମହିଳା ସଭାପତି ପ୍ରଭାତୀ ମହାନ୍ତି, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୁ,ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ୍ ଲେଙ୍କା,ରାଜ୍ୟ ଛାତ୍ର ବିଜେଡ଼ି ଉପସଭାପତି ସୁନିଲ ମାଟିଆ , ସମ୍ବିତ ମହାନ୍ତି, ଦିଲ୍ଲୀପ ସିଂ, ସୁବାସ ସାହୁ, ଲୋକନାଥ ସ୍ୱାଇଁ, ନିର୍ଲିପ୍ତ ବେହେରା ସମସ୍ତ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ।
ପ୍ରବାଦ ପୁରୁଷ ମହାନ ଜନନାୟକ ଝଡର ଇଗଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ଜଗତସିଂହପୁର ୧୭/୪- ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ତିଳ ତର୍ପଣ ଓ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ଉପସଭାପତି ଚିରଞ୍ଜିବି ବିଶ୍ବାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଜେଡ଼ି ଜିଲ୍ଲା ଉପସଭାପତି ଦୀପ୍ତି କୁମାର ଦାସ, ବ୍ଲକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ନାଉଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲ୍ଲୀପ ଲେଙ୍କା, ଉଭୟ ବ୍ଲକ ବିଜେଡ଼ି ସଭାପତି କାଳନ୍ଦୀ ପତି, ନିରଞ୍ଜନ ବେଉରା, ପୌରପରିଷଦ
ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟ ବିବେକାନନ୍ଦ ବେହେରା, ଚିତ୍ତ ରଞ୍ଜନ ରାଉଳ, କନକ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା , ନାଉଗାଁ ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ବ୍ଲକ ମହିଳା ସଭାପତି ପ୍ରଭାତୀ ମହାନ୍ତି, ଆତ୍ମା ଅଧ୍ୟକ୍ଷ ବାବୁଲି ସାହୁ,ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ୍ ଲେଙ୍କା,ରାଜ୍ୟ ଛାତ୍ର ବିଜେଡ଼ି ଉପସଭାପତି ସୁନିଲ ମାଟିଆ , ସମ୍ବିତ ମହାନ୍ତି, ଦିଲ୍ଲୀପ ସିଂ, ସୁବାସ ସାହୁ, ଲୋକନାଥ ସ୍ୱାଇଁ, ନିର୍ଲିପ୍ତ ବେହେରା ସମସ୍ତ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ।
- ଜଗତସିଂହପୁର ୧୭/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଆନନ୍ଦ ମଣ୍ଡପ ପରିସରରେ ଝଡର ଇଗଲ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଜ଼ିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସାମ୍ବାଦିକ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼. ରମାକାନ୍ତ ଭୋଇଙ୍କ ଉପରେ ବିଷାଦଗାର କରିଥିଲେ l ଏହି ତିରୋଧାନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆଳ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ରମେଶ ଚନ୍ଦ୍ର କୁଅଁର, ଅଭିରାମ ଦାସ, ବିରଞ୍ଚି ନାରାୟଣ ମଲ୍ଲିକ, ସାରଦା ଚରଣ ପୃଷ୍ଟି, ଅମୁଲ୍ୟ ମହାପାତ୍ର, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶୋକ ଦାସ, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ନିପ୍ରଭ ବେହେରା, ପ୍ରଶାନ୍ତ ମଲ୍ଲିକ, ବିଚିତ୍ର ସାହୁ, ସେକ୍ ସମସୁଦ୍ଦିନ, ସେକ୍ ସିକନ୍ଦର ବାଦସାହ, ଅରୂପ ନାରାୟଣ ଓଝା, ପଦ୍ମ ଚରଣ ବାରିକ, ସୁଶାନ୍ତ କୁମାର ପରିଡା, ଉମେlଶ ଚନ୍ଦ୍ର ବାରିକ, ବିଜୟାନନ୍ଦ ନାଥ, ସୁଦର୍ଶନ ପଣ୍ଡା, ଅକ୍ଷୟ ଦାସ, ହିମାଂଶୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟା ମମତା ଦାଶ, ସମିତି ସଭ୍ୟା ସୁଭଦ୍ରା ଦାସ, ରୋଜାଲିନି ସ୍ୱାଇଁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ତଥା ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ତିରୋଧାନ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବିଜୁ ଜନତା ଦଳର କେତକ ଛାମୁଆ ନେତା ଓ କର୍ମୀଙ୍କ ଅନୁପସ୍ଥିତ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିବା ଶୁଣିବାକୁ ମିଳିଥିଲା l4
- Post by Bikram Mohapatra1
- Post by NEWS MANORANJAN1
- Post by Gagan Bhoi2
- Post by Darbar Tv1
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #ପ୍ରବାଦ_ପୁରୁଷ_ଦିବସ #PrabadPrushaDibasa #17April #BijuBabu1
- Post by Rakesh Behera2
- Post by NEWS MANORANJAN1