logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଖବର ଆଜିର, ୩୧ ଜୁଲାଇ, ଶୁକ୍ରବାର* ================= ବଡମ୍ବା: ଭଟ୍ଟାରିକା ଓ ସିଂହନାଥ ପୀଠରେ BNS ଧାରା ୧୬୩ ଲାଗୁ କଲା ବଡମ୍ବା ପ୍ରଶାସନ। ଆସନ୍ତା ରବିବାରରୁ ବଢ଼ିବ ବର୍ଷାର ପରିମାଣ। ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସମୀକ୍ଷା କଲେ, ଭିଡିଓ ଉଠାଇଲେ। ମହାନଦୀ ଜଳ ସମାଧାନ ପାଇଁ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଟ୍ରିବ୍ୟୁନାଲ ଏବେ ନୀରବ। ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା। ଏବେ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍। ହ୍ୱାଟ୍ସଆପ୍ ଗ୍ରୁପରେ ବାଣ୍ଟିଛନ୍ତି। କେନ୍ଦୁଝରରେ ବନ୍ୟାରେ ଭାସିଗଲା ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି। ଭଦ୍ରକରେ ବନ୍ୟା। ୨୪ ଗାଁ ବିଚ୍ଛିନ୍ନ, ୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଚାଷଜମି ଜଳମଗ୍ନ। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, କାଣୀ ଓ ଖରସ୍ରୋତାରେ ବନ୍ୟା। ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ। ଜଗତସିଂହପୁର ଜିଲ୍ଲାରେ ବଢୁଛି ମହାନଦୀ। ପାଇକା ବିରିଡ଼ି, ତିର୍ତ୍ତୋଲ, କୁଜଙ୍ଗ ବ୍ଲକ୍‌ର ୬୬୯ ଜଣ ସ୍ଥାନାନ୍ତର। ଆନନ୍ଦପୁରରେ ବନ୍ୟା ସ୍ରୋତରେ ଭାସିଗଲା କାର୍, ଦିନକ ପରେ ମିଳିଲା ମୃତଦେହ। କେନ୍ଦୁଝର କାନପୁର ଡ୍ୟାମ୍‌ର ୫ ଗେଟ୍‌ ଖୋଲିଲା। ଭାଙ୍ଗିଲା ନବନିର୍ମିତ କଫର୍‌ ଡ୍ୟାମ୍‌। ମାଲକାନଗିରି ତଳିଆ ଅଞ୍ଚଳରେ ପାଣି ପଶିଲା, ଓଏଚ୍‌ପିସିରୁ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ। ଯାଜପୁରରେ ଅବସ୍ଥା ଅସମ୍ଭାଳ, ଆଉ ଦୁଇଦିନ ସ୍କୁଲ ଛୁଟି। ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବର୍ତ୍ତମାନ ମନା। ଭୁବନେଶ୍ୱର ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲାରେ ସ୍ୱାମୀ ଓ ବାନ୍ଧବୀଙ୍କୁ ଆଜୀବନ କାରାଦଣ୍ଡ। ନବରଙ୍ଗପୁରରେ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶେଷକୃତ୍ୟକୁ ଶ୍ମଶାନ ବାସନ୍ଦ। 🇳🇪 ମଧ୍ୟପ୍ରଦେଶର ଧାର ଜିଲ୍ଲାର ଭୋଜଶାଳା ନିକଟରେ ଶୁକ୍ରବାର ନମାଜ ପାଠ ହୋଇପାରିବ। ଟିସିଏସ୍‌ ରେ କଳଙ୍କ। ନାସିକ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଓ ଧର୍ମାନ୍ତରୀକରଣ ରାକେଟ୍‌, ୭ ଗିରଫ। ସାମାଜିକ କର୍ମୀ ହେଲେ ଜେଲ୍ ଯିବାକୁ ପଡେ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା। ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନର ଉପନିର୍ବାଚନରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ବ୍ରିଟେନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ। 🚴🏾‍♂️⚽🏏 ଭାରତୀୟ ହକି ଦଳର ନୂଆ ଜର୍ସି ହେଲା ଗେରୁଆ କରଣ। ବିଭିନ୍ନ କ୍ଷେତ୍ରରୁ ସମାଲୋଚନା। ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରାହାଣେଙ୍କ ଅବସର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଟି୪୭ରେ ଭାରତକୁ ଐତିହାସିକ ୧-୨ ସଫଳତା। ମୁରଲୀ ଶ୍ରୀଶଙ୍କର ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ରୌପ୍ୟ ପଦକ ଜିତିଲେ। ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୟାଶାସ୍‌, ସନ୍ତୋଷ। ଗତବର୍ଷ ଏଇ ସମୟରେ କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ୨ଟି ଗାଈ ଦେବେ ବୋଲି କହିଥିଲେ। ଅଙ୍ଗନବାଡ଼ି ପାଇଁ ‘ଅସମ୍’ ଆପ୍ ତିଆରି କରିଥିଲେ ସରକାର। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ। ଭାରତ ଉପରେ ୨୫% ଶୁଳ୍କ ଲଗାଇଥିଲେ ଡୋନାଲଡ଼ ଟ୍ରମ୍ପ। ================= ଆଜି ବିଶ୍ୱ ରେଞ୍ଜର ଦିବସ ଆଜି ଜନ୍ମଦିନ: ମୁନସୀ ପ୍ରେମଚାନ୍ଦ, ମମତାଜ, କିଆରା ଆଡଭାନୀ, ପିସି ସରକାର ଜୁନିୟର ଆଜି ତିରୋଧାନ: ମହମ୍ମଦ ରଫି, ଶହୀଦ ଉଧାମ ସିଂ ଇତିହାସରେ ଆଜି: (୧୯୪୦) ଉଧମ ସିଂ ଙ୍କୁ ଫାଶୀ/ (୧୯୪୮) ପଶ୍ଚିମବଙ୍ଗରେ ଦେଶର ପ୍ରଥମ ରାଜ୍ୟ ପରିବହନ ନିଗମ ତିଆରି/ (୧୯୯୨) ପଣ୍ଡିତ ରବିଶଙ୍କରଙ୍କୁ ମାଗାସେସେ ପୁରସ୍କାର/ (୧୪୯୮) ଟ୍ରିନିଦାଦ ଆବିଷ୍କାର କଲେ କଲମ୍ବସ/ (୧୭୧୫) ସୁନା, ହୀରା ବୋଝେଇ ସ୍ପେନର ଜାହାଜ ଫ୍ଲୋରିଡାରେ ବୁଡ଼ିଲା, ୩୫୦୦ ମୃତ ================= ବନ୍ଦେ ଉତ୍କଳ ଜନନୀ

19 hrs ago
user_Binod pandey
Binod pandey
Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ବୌଦ୍ଧ ବ୍ରେକିଙ୍ଗ ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି ତଳିଆ ଅଞ୍ଚଳବାସୀ ଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ର ଅନୁରୋଧ । ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି । ବୌଦ୍ଧ ଓଡ଼ିଶା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି । ସୂଚନା ମୁତାବକ ହୀରାକୁଦ ଡ୍ୟାମରୁ ୨ଗୋଟି ଗେଟ ଖୋଲା ରହିଥିବ ବେଳେ ଆଜି ସକାଳେ ୧୦ ଗୋଟି ଗେଟ, ପୂର୍ବାହ୍ନ ରେ ୨ ଗୋଟି ଏବଂଅପର୍ରାହ୍ଣ ରେ ୮ ଗୋଟି ଗେଟ ଏଭଳିଭାବେ ସମୁଦାୟ ୨୨ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ଏନେଇ ତଳିଆ ଅଂଚଳ ଓ ତଳ ମୁଣ୍ଡରେ ସାଧରଣ ଜନତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
    3
    ବୌଦ୍ଧ ବ୍ରେକିଙ୍ଗ
ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି ତଳିଆ ଅଞ୍ଚଳବାସୀ ଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ର ଅନୁରୋଧ ।
ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି । ବୌଦ୍ଧ ଓଡ଼ିଶା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି । ସୂଚନା ମୁତାବକ ହୀରାକୁଦ ଡ୍ୟାମରୁ ୨ଗୋଟି ଗେଟ ଖୋଲା ରହିଥିବ ବେଳେ ଆଜି ସକାଳେ ୧୦ ଗୋଟି ଗେଟ, ପୂର୍ବାହ୍ନ ରେ ୨ ଗୋଟି ଏବଂଅପର୍ରାହ୍ଣ ରେ ୮ ଗୋଟି ଗେଟ ଏଭଳିଭାବେ ସମୁଦାୟ ୨୨ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ଏନେଇ  ତଳିଆ ଅଂଚଳ ଓ ତଳ ମୁଣ୍ଡରେ ସାଧରଣ ଜନତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏
    2
    ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    13 hrs ago
  • 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews
    1
    🚨 BREAKING NEWS | P24NEWS EXPRESS

प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा:

"Abuses never solve anything. Let’s guide the misguided. Let’s work together. Let’s work for Bharat."

इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳

#PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। ଛୋଟ ଦିନରୁ ସମାଜ ପାଇଁ କାମ କରିବାକୁ ସେ ଆଗେଇ ଆସିଥିଲେ । ଜିରୋ ରୁ ହିରୋ ସାଜିଥିଲେ ସୁଶାନ୍ତ। ଗରିବ ଅସହାୟ ଲୋକଙ୍କ ପାଇଁ ସେ ଥିଲେ ସାହାରା। ତାଙ୍କ ଅକାଳ ବିୟୋଗରେ ମର୍ମାହତ ଲକ୍ଷ ଲକ୍ଷ ଜନତା ।
    1
    #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା 
ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର।
#ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା 
ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। ଛୋଟ ଦିନରୁ ସମାଜ ପାଇଁ କାମ କରିବାକୁ ସେ ଆଗେଇ ଆସିଥିଲେ । ଜିରୋ ରୁ ହିରୋ ସାଜିଥିଲେ ସୁଶାନ୍ତ। ଗରିବ ଅସହାୟ ଲୋକଙ୍କ ପାଇଁ ସେ ଥିଲେ ସାହାରା। 
ତାଙ୍କ ଅକାଳ ବିୟୋଗରେ ମର୍ମାହତ ଲକ୍ଷ ଲକ୍ଷ ଜନତା ।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    7 hrs ago
  • ଜଳାଧାର ଅବରୋଧ ଚାଷୀଙ୍କୁ ଅଡୁଆ
    1
    ଜଳାଧାର ଅବରୋଧ ଚାଷୀଙ୍କୁ ଅଡୁଆ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    1
    🚨 P24 NEWS EXPRESS | सार्वजनिक सूचना

झारसुगुड़ा जिला प्रशासन की ओर से महत्वपूर्ण सूचना

शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।

प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।

आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।

— P24 NEWS EXPRESS

#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate

    6 hrs ago
  • ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।
    1
    ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ
ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।
ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଅଇଁଲାଛାଟର ଗ୍ରାମର ରାଜେନ୍ଦ୍ର ରଣା ବୋଲି ଜଣାପଡିଛି l ରାଜେନ୍ଦ୍ର ଏକ ସାଇକିଲ ଯୋଗେ ଘରକୁ ଯାଉଥିଲେ l ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସାଇକଲର ପଛ ପଟେ ଧକ୍କା ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇ ଫେରାର ମାରୁଥିବା ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ମାଡ ମାରିବା ସହ ପୁଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରୁ ବାଇକରେ ଥିବା ଅନ୍ୟ ଜଣେ ଯୁବକ ଫେରାର ମାରିଥିଲା l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ପୋଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l
    1
    ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି 
ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଅଇଁଲାଛାଟର ଗ୍ରାମର ରାଜେନ୍ଦ୍ର ରଣା ବୋଲି ଜଣାପଡିଛି l ରାଜେନ୍ଦ୍ର ଏକ ସାଇକିଲ ଯୋଗେ ଘରକୁ ଯାଉଥିଲେ l ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସାଇକଲର  ପଛ ପଟେ ଧକ୍କା ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l  ଘଟଣା ସ୍ଥଳରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇ ଫେରାର ମାରୁଥିବା ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ମାଡ ମାରିବା  ସହ ପୁଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରୁ ବାଇକରେ ଥିବା ଅନ୍ୟ ଜଣେ ଯୁବକ ଫେରାର ମାରିଥିଲା l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ପୋଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.