କଣ୍ଟାବାଞ୍ଜିରେ ପେଟ ଓ ଆନ୍ତ ରୋଗ ଓପିଡି ଶିବିର କଣ୍ଟାବାଞ୍ଜି, : ଏମ୍ଏମ୍ଆଇ ନାରାୟଣା ହସ୍ପିଟାଲ ରାୟପୁର ଓ ଡା. ଗୋବିନ୍ଦ ଅଗ୍ରୱାଲ ସଂଜୀବନୀ ଡାଏଗନୋଷ୍ଟିକ୍ କ୍ଲିନିକ୍, କଣ୍ଟାବାଞ୍ଜିଙ୍କ ସଂଯୁକ୍ତ ଆୟୋଜନରେ ଏକ ପେଟ ଓ ଆନ୍ତ ରୋଗ ଓପିଡି ଶିବିର ଆୟୋଜିତ ହେବାକୁ ଯାଉଛି। ଏହି ଶିବିରରେ ବରିଷ୍ଠ ଚିକିତ୍ସକ ଡା. ରାଜେଶ କୁମାର ସିନ୍ହା, ଯିଏ କି ରୋବୋଟିକ୍ ଓ ଲାପ୍ରୋସ୍କୋପିକ୍ ସର୍ଜରୀର ବିଶେଷଜ୍ଞ, ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ କରିବେ। ପେଟର ଗଠ, ପିତ୍ତ ଥଳୀର ପଥରୀ, ପେଟ କିମ୍ବା ଛାତିରେ ଜ୍ୱଳନ ଓ ବେଦନା, ଏସିଡ୍ ରିଫ୍ଲକ୍ସ, ମୁହଁରେ ଖଟା ପାଣି ଆସିବା, ଆପେଣ୍ଡିକ୍ସ, ପାଇଲ୍ସ, ଫିଷ୍ଟୁଲା, ଫିସର, ବିଭିନ୍ନ ପ୍ରକାରର ହର୍ନିଆ, ଆମାଶୟ ଓ ଆନ୍ତ ସମ୍ବନ୍ଧୀୟ ସମସ୍ୟା ସହିତ ଲିଭର, ପ୍ୟାଙ୍କ୍ରିଆସ ଓ ସ୍ପ୍ଲିନ୍ ଜନିତ ରୋଗର ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦିଆଯିବ। ଆସନ୍ତା ୧୪ ମାର୍ଚ୍ଚ ୨୦୨୬ (ଶନିବାର) ସକାଳ ୧୧ଟାରୁ ଦୁପର ୨ଟା ପର୍ଯ୍ୟନ୍ତ ଡା. ଗୋବିନ୍ଦ ଅଗ୍ରୱାଲ ସଂଜୀବନୀ ଡାଏଗନୋଷ୍ଟିକ୍ କ୍ଲିନିକ୍, ମେନ୍ ରୋଡ୍, କଣ୍ଟାବାଞ୍ଜିରେ ଏହି ଓପିଡି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

- କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।1
- Post by KOSAL TIMES2
- ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l1
- Post by Giri sahu1
- ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_1
- ଦେଖନ୍ତୁ1
- ଭବାନୀପାଟଣା ପୌରପାଳିକା କୋମାନେ ପଡିଛେ।1
- ରେଙ୍ଗାଲି ଗ୍ରାମ ଠାରେ ଷୋହଳ ପ୍ରହର ନାମ ଯଜ୍ଞ ବହୁ ଧୁମଧାମରେ ପାଳନ।1