Shuru
Apke Nagar Ki App…
ଭାରତର ସ୍ୱାଧୀନତା ସଂଗ୍ରାମ ଥିମରେ ସଜ୍ଜିତ ସ୍ବତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୈ।ହାନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈ।ହାନ ଭାରତର ସ୍ୱାଧୀନତା ସଂଗ୍ରାମ ଥିମରେ ସଜ୍ଜିତ ସ୍ବତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିଛନ୍ତି।
ନୃସିଂହ ଚରଣ ବାରିକ
ଭାରତର ସ୍ୱାଧୀନତା ସଂଗ୍ରାମ ଥିମରେ ସଜ୍ଜିତ ସ୍ବତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୈ।ହାନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈ।ହାନ ଭାରତର ସ୍ୱାଧୀନତା ସଂଗ୍ରାମ ଥିମରେ ସଜ୍ଜିତ ସ୍ବତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିଛନ୍ତି।
More news from Odisha and nearby areas
- କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha1
- नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों1
- ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଉତ୍ସବ ପାଳନ କଲେ କୋରେଇ ଅଞ୍ଚବାସୀ ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭବ ପ୍ରସାଦ ଦାସ।#korai #EidMiladUnNabi #muslimcommunity #focusଯାଜପୁର1
- ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।4
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।1
- ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha1
- ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll breaking news ll ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll1