Shuru
Apke Nagar Ki App…
#ଅଫିମ_ଚାଷ_ଠାବ_କଲା_ପୁଲିସ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ। ପ୍ରଥମ ଥର ଜିଲ୍ଲାର ଉଲୁଣ୍ଡା ଥାନା ଉପାନ୍ତ ଅଞ୍ଚଳ ଏସ ପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅରଖମୁଣ୍ଡା ଗ୍ରାମରେ ଠାବ ହୋଇଛି ବେଆଇନ ଅଫିମ ଚାଷ।
Ram Shankar Bhoi
#ଅଫିମ_ଚାଷ_ଠାବ_କଲା_ପୁଲିସ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ। ପ୍ରଥମ ଥର ଜିଲ୍ଲାର ଉଲୁଣ୍ଡା ଥାନା ଉପାନ୍ତ ଅଞ୍ଚଳ ଏସ ପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅରଖମୁଣ୍ଡା ଗ୍ରାମରେ ଠାବ ହୋଇଛି ବେଆଇନ ଅଫିମ ଚାଷ।
More news from ଓଡ଼ିଶା and nearby areas
- Post by Sonepur news khulasa1
- Post by SONEPUR NEWS1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।1
- ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।1
- It's been closed for two years. The administration refuses to listen even when I speak to them. That's why I'm leaving the news channel location chiplima chubdipada nf colony1
- ବରଗଡ଼ କହେଁଇୟା ହୋଟେଲ ବିନା ପିଆଜ ରସୁଣ ରେ ତିଆରି ଫୁଲୁକା ରୁଟି ମାତ୍ର 10 ଟଙ୍କା1
- ଯୌନ ନିର୍ଯ୍ୟାତନା ମାମଲାରେ ବୀରମହାରାଜପୁର ଅଞ୍ଚଳର ଯୁବକ ଗିରଫ1
- ଝାମୁଯାତ୍ରା ରେ ମ୍ୟାଜିକ ସୋ1
- कालाहांडी की सांसद @malvikadevibjp ने नारी शक्ति बंधन अधिनियम पर संबलपुर में प्रेस कॉन्फ्रेंस की ➡️ प्रधानमंत्री के नेतृत्व में महिला सुरक्षा अधिनियम न केवल देश की महिलाओं को आम वोटर बनाएगा, बल्कि उनकी किस्मत भी बनाएगा, उन्होंने कहा #NariShakti #WomenEmpowerment #Kalahandi1