୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ଢେଙ୍କାନାଳ : କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଚିରୁଳେଇ ସ୍ଥିତ ଅକ୍ଷୟ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଔପଢୌକାନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଇହଲୀଳା ତ୍ୟାଗ କରିଥିବା ଗୁରୁଜୀ ଓ ସହପାଠୀ ସହପାଠିନୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେତେବେଳର ପ୍ରଧାନ ଶିକ୍ଷକ ଶ୍ରୀ ଦଶରଥ ନନ୍ଦ ସପତ୍ନୀକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପିଲାମାନଙ୍କ କୀର୍ତ୍ତିକଳାପ ଗୁଡିକ ସମ୍ପର୍କରେ ମନେପକାଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ l ଇଂରାଜୀ ଶିକ୍ଷକ ଶ୍ରୀ ଶ୍ରୀକାନ୍ତ ପଣ୍ଡା ଓ ସାମାଜିକ ବିଜ୍ଞାନ ଶିକ୍ଷକ ଦେବଦତ୍ତ ଭଞ୍ଜ ଯୋଗଦେଇ ସ୍କୁଲ ସମୟର ଘଟଣାବଳୀ ଉପରେ ସ୍ମୃତି ଚାରଣ କରିଥିଲେ l ପୁରାତନ ଛାତ୍ର ପ୍ରମୋଦ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂର୍ଯ୍ୟ ପ୍ରକାଶ ନାୟକ ଓ ଉମେଶ ସାହୁ ଗୁରୁ ବନ୍ଦନା ଗାଇଥିଲେ l ପଙ୍କଜ ନାୟକ, କେଶବ ସାହୁ, ଶ୍ରୀକାନ୍ତ ଖୁଣ୍ଟିଆ, ସୁଧାକର ସ୍ୱାଇଁ,ପ୍ରକାଶ ମହାନ୍ତି, ସର୍ବେଶ୍ୱର ନାୟକ, ବେଣୁଧର ସାହୁ, ବିଜୟ ସାହୁ, ସରୋଜିନୀ ରାଉଳ, ସତ୍ୟଭାମା ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ ସ୍କୁଲ ସମୟର ବିଭିନ୍ନ ଘଟଣା କିଏ କାହାକୁ ଇଙ୍ଗିତ କରୁଥିଲା, କିଏ କପି କେମିତି କରୁଥିଲା, କିଏ କେତେ ସାର ଙ୍କ ଠାରୁ ମାଡ଼ ଖାଏ, କିଏ କବାଡି ଖେଳେ ତ କିଏ କେମିତି ଫୁଟବଲ, ଭଲି ବଲ ଖେଳେ, କିଏ ଭଲ ପାଠ ପଢ଼େ ମନେପକାଇ ଗୁରୁଜୀ ମାନଙ୍କର ସ୍ମୃତି ଚାରଣ କରିଥିଲେ l ମୋଟ ଉପରେ ଏହି ବନ୍ଧୁ ମିଳନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ହର୍ଷଉଲ୍ଲାସର ସହିତ ପାଳନ କରାଯାଇଥିଲା l ପାଣ୍ଡଵ ରାଉତ, ଶଙ୍କର୍ଷଣ ରାଉତ, ଗିରିଶ ମହାଳିକ, ରୋହିତ ସାହୁ, ଶିଶିର ସାହୁ ପ୍ରମୁଖଙ୍କ ସହିତ ବହୁତ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଦାମୋଦର ସ୍ୱାଇଁ ସମସ୍ତ ସାଙ୍ଗସାଥି ଏବଂ ଉପସ୍ଥିତ ପିଲାମାନେ ଓ ନାତି ନାତୁଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

- କିଏ ଭାଙ୍ଗି ଦେଲା ପ୍ରେମ ପଞ୍ଜୁରୀ ନୂଆ ନାଟକ 2025 // ଭୁବନ ଗୁରୁ //ଛତ୍ରବର୍ // Mo - 82499599081
- 2025 ର ନୂଆଁ ନାଟକ #ଭୁବନ ଗୁରୁଙ୍କ ନୂଆଁ 🥹ନାଟକ ଗ୍ରାମ ଫୁଲଭଟା No=8144417229 ସିନ୍ଦୁର ମୋପାଇଁ କଳଙ୍କ ଟିକା1
- ନାଟକ କର ଟାଇଟେଲ୍ ଗୀତ//ସିନ୍ଦୁର ମୋ ପାଇଁ କଲଙ୍କ ଟିକା//ଶ୍ରୀ ଭୁବନ ଗୁରୁଙ୍କ ପୁଲଭାଟ୍ଟା ଗାଁର BBSkoraputia1
- କିଏ ଭାଙ୍ଗିଦେଲା ପ୍ରେମ ପଞ୍ଜୁରୀ:ନୂତନ ନାଟକ,ଛତ୍ରବର,ଗ୍ରାମର,ଭୁବନ:ଗୁରୁଙ୍କର,କଣ୍ଠଶିଳ୍ପୀ ନାଟକ1
- କୁଆଁରୀ ବୟସ ଆଜି ମୋର//ଚତ୍ରବର ଭୁବନ ଗୁରୁ//କିଏ ଭାଙ୍ଗିଦେଲା ପ୍ରେମ ପଞ୍ଜୁରୀ//Bhuban guru natak song1
- ଗିଉରୀ ଗ୍ରାମ ଭୁବନ ଗୁରୁ ନୂଆ ନାଟକ //ଧକା ଵାଲୀ ମନ ଚରଣୀ //Koraputia Desia Natok Video1
- କୋଷାଗୁମଣ୍ଡା ବ୍ଲକ କୋଟାଗାଁ ଠାରେ ଭୁବନ ଗୁରୁଙ୍କ ଶିଷ୍ଯ ଜଗନ୍ନାଥ ଗୁରୁଙ୍କ ନୁଆ ନାଟକ ଶୁଭ ଉଦଘାଟିତ_new natak1
- ଯାଉଛି ଶାଶୁଘରେ ବିଦାୟ ଦିଅ ଭୁବନ ଗୁରୁଙ୍କ ନୂଆ ନାଟକ ପୁଲଭାଟ୍ଟା ❤️ ସିନ୍ଦୂର ମୋ ପାଈଁ କଲୋଙ୍କ ଟିକା 81443104351