କୃଷି ବିଭାଗ ପକ୍ଷରୁ ପୁରସ୍କୃତ ହେଲେ ପଞ୍ଚାୟତ କୃଷି ଅଧିକାରୀ କେଶବ ପ୍ରଧାନ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଥିବା ମଥାନୀ, ଦୁଧହଂସା, ବାସୁଚକୁରାଇ, ମୁକୁଳିସ, ଗଡପଦା, ରାଉତପଡା ପଞ୍ଚାୟତରେ କାର୍ଯ୍ଯରତ ପଞ୍ଚାୟତ କୃଷି ଅଧିକାରୀ କେଶବ କିଙ୍କର ପ୍ରଧାନଙ୍କୁ ଭୂବନେଶ୍ବରରେ ଅନୁଷ୍ଠିତ କୃଷି ଓଡିଶା କାର୍ଯ୍ଯକ୍ରମରେ ରାଜ୍ଯସ୍ତରରେ ବିବେଚିତ ହୋଇ ମାନପତ୍ର ଟ୍ରଫି ଉତ୍ତରୀୟ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧୀତ ହୋଇଛନ୍ତି। ଗତ ୨୩/୦୧/୨୦୨୬ ରେ କୃଷି ଓଡିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରିନ୍ସପାଲ ସେକ୍ରେଟେରୀ ଅରବିନ୍ଦ ପାଢୀ, ଏଡିସିନାଲ ସେକ୍ରେଟେରୀ କୃଷି ଯନ୍ତ୍ର ପାତିରମୂଖ୍ଯ ଇମେଜ ଡାଇରେକ୍ଟର ଉପସ୍ଥିତ ରହି ଶ୍ରୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର କାର୍ଯ୍ଯଦକ୍ଷତା କୃଷକ ମାନଙ୍କ ସହିତ କୃଷିକ୍ଷେତ୍ରରେ ସବୁ ସମୟରେ ଜଡିତରହି ସଫଳତା ଅଧିକାର ହାସଲ କରିଛନ୍ତି ।ଯାହାଫଳରେ ରାଜ୍ଯ ସରକାର ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଖବର ପ୍ରଚାରୀତ ହେବାପରେ ବସ୍ତା ଅଞ୍ଚଳରୁ ବହୁ ମାନ୍ଯଗନ୍ଯ ବ୍ଯକ୍ତି ତାଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଛନ୍ତି। ତେବେ ସବୁ ସମୟରେ କୃଷକ ମାନଙ୍କର ପାଖେପାଖେରହି ସମସ୍ତ ସମସ୍ଯା ବିଭାଗିୟ ଅଧିକାରୀଙ୍କୁ ଅବଗତ କରିବା ସହିତ ଯଥାସାଧ୍ଯ ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।

- ଆଖୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର।1
- ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଯୁବ ପୀଢ଼ି କୁ ଦେଲେ ବଡ ଉପହାର ସେବା କଲେ ମିଳିବ ଶାନ୍ତି1
- ମହିଳାଙ୍କ ଆର୍ଥିକ ସୁରକ୍ଷା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି ଚାଲୁଥିବା ‘ସୁଭଦ୍ରା’ ଯୋଜନା ଅଧୀନରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଚତୁର୍ଥ କିସ୍ତି ବଣ୍ଟନ କରାଯିବ। ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଲାଭାନ୍ୱିତ ହେବେ। ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନକୁ ଆହୁରି ମଜବୁତ କରିବ।1
- Post by Rajib Behera3
- ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ1
- Post by ODISHA DARPAN1
- ଅଡ଼ୁଆ କଲେ ମୋହନ ବିରୋଧି ଙ୍କ ପ୍ରଥମ ଥର ବିଧାନ ସଭାରେ ବାଜିଲା ବନ୍ଦେ ମାତରଂ1
- Post by Mayurbhanj Live1
- ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଫେରାର ଅଭିଯୁକ୍ତ ସ୍ମୃତି ରଞ୍ଜନ ସହ ଅନ୍ୟ କେତେକ ଯୁବକ କଲେଜ ରୋଡ୍ରେ ଯୁବକଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଭଦ୍ରକ ଟାଉନ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସୁରକ୍ଷା ଓ ପଚରାଉଚରା ପାଇଁ ଦୁଇ ଜଣକୁ ଭଦ୍ରକ ରିଜର୍ଭ ପୋଲିସରେ ରଖାଯାଇଥିଲା । ତେବେ ସ୍ମୃତି ରଞ୍ଜନ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳିନାହିଁ ।1