Shuru
Apke Nagar Ki App…
ବାଘ ରେଳ ଷ୍ଟେସନ ସଂଗ୍ରାମ ସମିତି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଗୁଦଗୁଦା ବଜାର ନିକଟରେ ବାଘ ରେଳ ଷ୍ଟେସନ ସ୍ଥାପନ ଦାବିରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାର ଦାବି ନ ଶୁଣିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି ।
Ranjan Kumar Dash

More news from ଓଡ଼ିଶା and nearby areas
- ବୌଦ୍ଧ ଜିଲ୍ଲାରେ ଆଜି କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ଟାଉନ୍ ହଲ୍ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୦/୦୪/୨୦୨୬ ସୋମଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by SONEPUR NEWS1
- Post by Sonepur news khulasa1
- Post by Titu Dehuru1
- ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।1
- ବୌଦ୍ଧ ଥାନା ଜହ୍ନ।ପଙ୍କ ଫାଣ୍ଡି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗଛକୁ ଧକ୍କା ଦେଲା କାର, ଦୁର୍ଘଟଣା ପରେ ଲାଗିଲା ଆଗ୍ନିକାଣ୍ଡ, ୬ ଗୁରୁତର ଆହତ ।1