logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ୍ ଭ୍ୟାନ୍ ଏକ ବୋଲେରୋକୁ ଧକ୍କା ଦେଇଥିଲା। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଗୁରୁତର ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।

21 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
21 hrs ago

କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ପିକଅପ୍ ଭ୍ୟାନ୍ ଏକ ବୋଲେରୋକୁ ଧକ୍କା ଦେଇଥିଲା। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଗୁରୁତର ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।

More news from ଓଡ଼ିଶା and nearby areas
  • ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।
    1
    ମଦ୍ୟପାନ କରିବା ପରେ ମଣିଷ ନିଜର ସବୁକିଛି ଭୁଲିଯାଏ ଏବଂ ଶେଷରେ ପଶୁ ପାଲଟିଯାଏ। କଳିଯୁଗର ମଦୁଆମାନଙ୍କ ପାଇଁ ଏହା ଏକ ବାସ୍ତବତା।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    5 hrs ago
  • ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    1
    ରାସ୍ତା ଉପରେ ଏକ ଗାଡ଼ିକୁ ମଦ୍ୟପାନ କରି ପିଟିବା ଘଟଣାକୁ ନେଇ ତୀବ୍ର ହାଇଡ୍ରାମା ସୃଷ୍ଟି ହୋଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    16 hrs ago
  • ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ତଥା ଚମତ୍କାର ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୪୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଗର୍ବ ବଢ଼ାଇଛନ୍ତି। ଏହି ସଫଳତାରେ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି।

ଛାତ୍ର ଧୃତିସୁଦଂର ସ୍ୱାଇଁ ୫୫୫ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ରାଜଲକ୍ଷ୍ମୀ ସ୍ୱାଇଁ ୫୪୪ ମାର୍କ ରଖି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେହିପରି, କାହୁଁଚରଣ ପରିଡ଼ା ୪୮୭ ନମ୍ବର ରଖି ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶୋର ନାଥ ଶର୍ମାଙ୍କ ମତରେ, “ମୋମେଣ୍ଟମ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ”ର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ। ସେ ଆହୁରି ମଧ୍ୟ କହିଥିଲେ ଯେ, ସଂସ୍ଥାରେ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।

ଏହି ଅଭୂତପୂର୍ବ ସଫଳତା ପାଇଁ ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଚନ୍ଦନ ତ୍ରିପାଠୀ ଏବଂ ଇଂରାଜୀ ଅଧ୍ୟାପକ ରଞ୍ଜୟ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ଅଧ୍ୟାପିକା ପ୍ରଣତୀ ଦାସ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    17 hrs ago
  • ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    4
    ଆଜି ସନ୍ଧ୍ୟା ସମୟରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀର ନୂଆ ସେତୁ ଉପରେ କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ କରାଯାଇଛି। ଏହି ଯାଞ୍ଚ ଅଭିଯାନରେ ଚାରିଚକିଆ ଗାଡ଼ିର ଡିକି ଯାଞ୍ଚ କରାଯିବା ସହ ଅମାନିଆ ବାଇକ ଚାଳକଙ୍କ ହେଲମେଟ ମଧ୍ୟ ଯାଞ୍ଚ କରାଯାଇଥିଲା।
    user_Nalini Kanta Mallick
    Nalini Kanta Mallick
    Tirtol, Jagatsinghapur•
    19 hrs ago
  • ଫ୍ୟାନ ଏବଂ ଏସି ଅପେକ୍ଷା ଆମ ପୃଥିବୀକୁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ସମସ୍ତେ ବୃକ୍ଷରୋପଣ କରନ୍ତୁ।
    1
    ଫ୍ୟାନ ଏବଂ ଏସି ଅପେକ୍ଷା ଆମ ପୃଥିବୀକୁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ସମସ୍ତେ ବୃକ୍ଷରୋପଣ କରନ୍ତୁ।
    user_Manas Kumar Sutar
    Manas Kumar Sutar
    ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    22 hrs ago
  • BSNL ଏକ ନୂତନ ତଥା ଅତି ଶସ୍ତା ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ଅନ୍ତର୍ଗତ, ଗ୍ରାହକମାନେ ମାତ୍ର ୫୧ ଟଙ୍କା ବିନିମୟରେ ଅନେକ ପ୍ରକାରର ସୁବିଧା ପାଇପାରିବେ।
    1
    BSNL ଏକ ନୂତନ ତଥା ଅତି ଶସ୍ତା ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ଅନ୍ତର୍ଗତ, ଗ୍ରାହକମାନେ ମାତ୍ର ୫୧ ଟଙ୍କା ବିନିମୟରେ ଅନେକ ପ୍ରକାରର ସୁବିଧା ପାଇପାରିବେ।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    19 min ago
  • ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଅଞ୍ଚଳରେ ଏକ ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ଆଘାତର ଶିକାର ହୋଇ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ତ୍ୱରିତ ସହାୟତା ଯୋଗୁଁ ଆହତ ବିଦ୍ୟୁତ୍ କର୍ମଚାରୀଙ୍କ ଜୀବନ ରକ୍ଷା ପାଇଥିବା ସୂଚନା ମିଳିଛି।
    1
    ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଅଞ୍ଚଳରେ ଏକ ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ଆଘାତର ଶିକାର ହୋଇ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ତ୍ୱରିତ ସହାୟତା ଯୋଗୁଁ ଆହତ ବିଦ୍ୟୁତ୍ କର୍ମଚାରୀଙ୍କ ଜୀବନ ରକ୍ଷା ପାଇଥିବା ସୂଚନା ମିଳିଛି।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    2 hrs ago
  • କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଯାଆଁଳା ଝିଅ ଜନ୍ମ ହେବାକୁ ନେଇ ଶାଶୁଘର ଲୋକେ ମାନବିକତାକୁ ଭୁଲିଯାଇଛନ୍ତି। ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ସମେତ ପରିବାରର ସଦସ୍ୟମାନେ ଗାଁ ଦାଣ୍ଡରେ ବୋହୂ ଓ ପୁଅଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି।
    1
    କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦୁଇଟି ଯାଆଁଳା ଝିଅ ଜନ୍ମ ହେବାକୁ ନେଇ ଶାଶୁଘର ଲୋକେ ମାନବିକତାକୁ ଭୁଲିଯାଇଛନ୍ତି। ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ସମେତ ପରିବାରର ସଦସ୍ୟମାନେ ଗାଁ ଦାଣ୍ଡରେ ବୋହୂ ଓ ପୁଅଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଛନ୍ତି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.