Shuru
Apke Nagar Ki App…
ଗ୍ରାମ୍ୟ ରାସ୍ତା ଶୋଚନୀୟ, ଉନ୍ନତି ଦାବି କିଶୋରନଗର ବ୍ଲକ୍ ଓଷ୍କlପାଲି ପଞ୍ଚାୟତର ଝିଙ୍କିବାହାଳ ଗ୍ରାମର ଲକ୍ଷ୍ମୀମଣ୍ଡପଠାରୁ ମହୁଲମାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତାୟାତରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅସନ୍ତୋଷ ସୃଷ୍ଟି କରିଛି ଝିଙ୍କିବାହାଳ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ବିପଦପୂର୍ଣ୍ଣ ଭାବରେ ରାସ୍ତାରେ ଯାଆସ କରୁଛନ୍ତି।
Kishorenagar Shuru

More news from Boudh and nearby areas
- ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I1
- bhai mane full sofate karibe1
- तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi #TamilnaduNews #modurai #LatestNews #p24newsexpress1
- ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ1
- मोबाइल कैमरे आज पहले से कहीं ज्यादा स्मार्ट हो चुके हैं, लेकिन प्रोफेशनल फोटोग्राफर अब भी DSLR और मिररलेस कैमरे पर भरोसा करते हैं। वजह है बड़ा सेंसर, बेहतर लो-लाइट परफॉर्मेंस, असली ज़ूम और मैनुअल कंट्रोल। मोबाइल सहूलियत देता है, लेकिन डिटेल, डेप्थ और परफेक्ट शॉट के लिए प्रोफेशनल कैमरे की जरूरत आज भी बनी हुई है। #Photography #ProfessionalCamera #DSLR #Mirrorless #MobileCamera #PhotoLovers #TechExplained #CameraVsMobile #ContentCreators1
- #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹1
- ARAVALLI IS SAFE1
- ବୌଦ୍ଧରେ ଆରମ୍ଭ ହେଲା ବାଘ ଗଣନା I @boudhnews #ବୌଦ୍ଧ1