Shuru
Apke Nagar Ki App…
ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା
Tapasdas

More news from Nayagarh and nearby areas
- ଏ ଭିଡ଼ିଓ ଭାଇରଲ ହଉଚି ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍1
- Odisha pasi Ghata message mujhe Ek Kahani Samaj Re kitesh Hota1
- ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate1
- Jay Jagannath 🙏1
- Post by Dipun Nayak1
- Happy New year good morning Orissa1
- ପୁରୀ ଧାମ3