logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜକୁ ସାତ ବର୍ଷ ପୂର୍ବେ ପ୍ରେମକରି ବିବାହ କରିଥିଲେ ସାତ ଜନ୍ମ ପାଇଁ । କିନ୍ତୁ ଆଜି ମିଳିଲା ଘରୁ ଝୁଲୁଥିବା ମୃତଦେହ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଭୁବନ ଥାନା ଅନ୍ତର୍ଗତ ଆଦିପୁରା ଗ୍ରାମରେ । ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ମଝିଆଁ ପୁଅ ସତ୍ୟରଞ୍ଜନ ସାହୁ ସାତବର୍ଷ ପୂର୍ବେ ବନିତା ବେହେରାଙ୍କୁ ପ୍ରେମବିବାହ କରିଥିଲେ । ଉଭୟ ବନିତା ଓ ସତ୍ୟ ଢେଙ୍କାନାଳ ରେ ଗୋଟିଏ ମଲରେ ସେଲସ୍ ସେଣ୍ଟର ରେ କାମ କରୁଥିଲେ। ପ୍ରେମ ହେଲା ବିବାହ ବି ହେଲା। ଅଲଗା ଜାତିର ହୋଇଥିବାରୁ ବନ୍ଧୁ ସଂପର୍କ ରହିଲା ନାହିଁ। କିନ୍ତୁ ଏହାରି ଭିତରେ ତାଙ୍କର ଏକ ପାଞ୍ଚ ବର୍ଷର ଝିଅଟିଏ ଥିଲା । ସତ୍ୟରଞ୍ଜନ ବାହାରେ ରହି କାମ କରୁଥିଲେ । ବନିତା ଅନ୍ୟ ଜାତିର ହୋଇଥିବାରୁ ଶାଶୁ, ଦିଅର ଓ ନଣଦ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ରାତି ପ୍ରାୟ ଏକ ଘଟିକା ସମୟରେ ସ୍ବାମୀ ସତ୍ୟରଞ୍ଜନ ଝିଅ ଘରକୁ ଖବର ଦେଇଥିଲେ ଯେ ତୁମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସକାଳେ ଝିଅଘର ଲୋକେ ପହଞ୍ଚି ଦେଖିଲେ ଯେ ଝିଅକୁ ତଳେ ଶୁଆଇ ଦିଆଯାଇଥିଲା । ଏଥିପାଇଁ ସନ୍ଦେହ ହେବାରୁ ଶାଶୁ, ଦିଅର ଓ ନଣନ୍ଦ ହତ୍ୟାକରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଝିଅଘର ଲୋକେ । ଖବର ପାଇ ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରି ଛାନଭିନ ଚଳାଇଛି । #dhenkanalshuru

on 4 August
user_Tapasdas
Tapasdas
Journalist Dhenkanal•
on 4 August
036faf96-ea14-4965-a31f-e3bb98d1e920

More news from Dhenkanal and nearby areas
  • କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru
    1
    କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ
ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru
    user_Tapasdas
    Tapasdas
    Journalist Dhenkanal•
    6 hrs ago
  • କଟକ ଗଡଗଡିଆ ରେ ବୋଟିଙ୍ଗି
    2
    କଟକ ଗଡଗଡିଆ ରେ ବୋଟିଙ୍ଗି
    user_Rajendra kumar sahoo
    Rajendra kumar sahoo
    Grain Trader Cuttack•
    17 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    2 hrs ago
  • ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    1
    ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    user_Bharat ମାତା
    Bharat ମାତା
    Samaj Sevak Jagatsinghpur•
    2 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    1 hr ago
  • ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    1
    ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    user_Ranjan Kumar Dash
    Ranjan Kumar Dash
    Journalist Boudh•
    6 hrs ago
  • ମୟୂରଭଞ୍ଜ ଜିଲ୍ଲା (ପୂର୍ବ) କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ବରେ ଦଳ ପକ୍ଷରୁ ବାରିପଦାର ତକତପୁରଠାରେ ଥିବା ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ll
    1
    ମୟୂରଭଞ୍ଜ ଜିଲ୍ଲା (ପୂର୍ବ) କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ବରେ ଦଳ ପକ୍ଷରୁ ବାରିପଦାର ତକତପୁରଠାରେ ଥିବା ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ll
    user_Shiba Shankar
    Shiba Shankar
    Journalist Mayurbhanj•
    12 hrs ago
  • Vote Chori Sardar Patel and Nehru issue
    1
    Vote Chori 
Sardar Patel and Nehru issue
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.