କିଶୋରନଗର ବ୍ଲକରେ ଲକ୍ଷ୍ମୀପୂଜା ପାଳିତ କିଶୋରନଗର ବ୍ଳକର ଧଉରାପାଲି ଛେଳିଖାଇ, ବଙ୍କାପଳସା, ଠେଲକନାଳି ଏବଂ ସ୍ଥାନୀୟ କଲେଜ ଛକ ଠାରେ ପବିତ୍ର ମାର୍ଗଶୀର ମାସ ଶେଷଗୁରୁବାର ରରେ ମା ମହାଲକ୍ଷ୍ମୀଙ୍କ ପୂଜାଉତ୍ସବ ଧୂମଧାମରେ ପାଳିତ ଳିତ ହେଉଛି। ଏହି ଉପଲକ୍ଷେ କଲେଜଛକ ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜାର ୨୫ ବର୍ଷ ପୂର୍ତି ଉପଲକ୍ଷେ ରୋପ୍ୟଜୟନ୍ତୀ ସମାରୋହକୁ ସ୍ମରଣୀୟ କରିବା ପାଇଁ ପୂଜାକମିଟି ତରଫରୁ ବୁଧବାର ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟ ପଛପାଖ ଜୋର ଜଳଘାଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ପୂର୍ଣ୍ଣକଳସରେ ପାଣି ଆଣି ପୂଜାମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା। ଗୁରୁବାର ପ୍ରତ୍ୟୁଷରେ ପୂଜକ ରବିନାରାୟଣ ଶତପଥୀଙ୍କ ଦ୍ବାରା ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଆସନ୍ତା ୭ ପର୍ଯ୍ୟନ୍ତ ପୂଜା ପାଳନ କରାଯିବ। ପ୍ରତ୍ୟହ ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବ୍ୟାସ ପ୍ରମୋଦ କୁମାର ତ୍ରିପାଠୀ ଓ ସାଥୀଙ୍କ ଦ୍ବାରା ରାମଚରିତ ମାନସ ପାରାୟଣ ଏବଂ ମାନସରତ୍ନ ପଣ୍ଡିତ ରବିନାରାୟଣ ହୋତା ପ୍ରବଚକ ଭାବରେ ଯୋଗଦାନ କରି ପ୍ରଚନ ଦେଉଛନ୍ତି । ସନ୍ଧ୍ୟାରେ ମା ମହାଲକ୍ଷ୍ମୀଙ୍କ ଦର୍ଶନ, ପାରାୟଣ ଏବଂ ପ୍ରବଚନ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଭକ୍ତଙ୍କ ପ୍ରବଳ ଜନସମାଗମ ହେଉଥିବାର ପରିଲକ୍ଷିତ ହେଉଛି। ସ୍ଥାନୀୟ ଜନସାଧାରଣ ଏବଂ ଶ୍ରଦ୍ଧାଳୁ ମହାଲକ୍ଷ୍ମୀଙ୍କ ପୂଜାଉତ୍ସବରେ ଯୋଗଦାନ କରିବା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି।

- କପିଳାସ ହ୍ୟାପିମାରାଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା1
- Odisha Hungama Bhagavathi vasudevaya swaha Om namo Baba Shiva1
- Jay Jagannath 🙏1
- ବାରିପଦା ସମ୍ବାଦ ବୃଦ୍ଧ ପିତା କହିଲେ ମୋ ପୁଅକୁ ପୋଲିସ ମାରିଦେଲା1
- ରାସଗୋବିନ୍ଦପୁର ବ୍ଲକ୍ ରେ ବେଧଡକ ମାଫିଆରାଜ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ, କାହା ଛତ୍ର ଛାୟା ତଳେ ଚାଲିଛି ଚୋରା ଚାଲାଣ,1
- Post by ଓମ୍ ସାଇ ରାମ୍1
- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ରେ ବାଲି, ମୋରମ, ମାଟି ମାଫିଆ ସକ୍ରିୟ, ପ୍ରଶାସନ କୁ ଖାତିର ନାହିଁ, ଆଗମୀ ଦିନର ଆଇନ ଶ୍ରୁଖୋଳ। ପରିସ୍ଥିତି କୁ ଏଡାଇ ଦିଆଯାଇ ନ ପାରେ।1