Shuru
Apke Nagar Ki App…
*ନୂଆପଡ଼ା ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ନୂଆପଡ଼ା ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଲୋକଙ୍କ ସମସ୍ୟା ଏବଂ ସେବା ଯୋଗାଣ ରେ ଜିଲ୍ଲା ପ୍ରଶାସନ ତତ୍ପରତା ଥିବା ବେଳେ ସମସ୍ତ ସମସ୍ୟା କୁ ସମାଧାନ ପାଇଁ ଆହ୍ବାନ କରିଛନ୍ତି। ଏହି ଶିବିର ରେ ପୋଲିସ ଆରକ୍ଷୀ ଅଧୀକ୍ଷକ ଜିଆର ରାଘବେନ୍ଦ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁଷୟା କୁମ୍ଭାର, ବିଡ଼ିଓ ବିନୟ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ମଞ୍ଚାଷିନ ହୋଇଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ସମାଧାନ କରିଥିଲେ।
GSK MEDIA OFFICIAL

More news from Nabarangpur and nearby areas
- Post by ଓମ୍ ସାଇ ରାମ୍1
- ବୌଦ୍ଧ: “SIR ମାମଲାରେ ବିଜେପି ପକ୍ଷରୁ ଆଲୋଚନା | BJP Statement on SIR | Breaking News” @ranjankumardash #boudh1
- Post by Sandeep Barla1
- ଜଙ୍ଗଲ ରେ ହେଲା viral ଭିଡ଼ିଓ1
- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- Post by User5115 Susanta Kumar Pattnaik1
- ଆଙ୍କୁନ ଗ୍ରାମରେ କଳାକାର ସମାବେଶ I @ranjankumardash #boudhnews1
- Jay Jagannath 🙏1
- ରାଜଧାନୀ ରେ ଗଣ ଦୁଷ୍କର୍ମ1