logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା କ୍ରିକେଟ ମ୍ୟାଚ୍ ରେ ରାଉରକେଲାକୁ ହରାଇ କଟକ ଚମ୍ପିୟାନ, (ରବିବାର ଫାଇନାଲ ରେ ମୁହାଁ ମୁହିଁ ହେବେ ଅନୁଗୁଳ କ୍ରିକେଟ ଟିମ ଓ ତାଳଚେର ର ଫ୍ରେଣ୍ଡସ କ୍ରିକେଟ ଟିମ୍।) ତାଳଚେର:- ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ରାଣୀପାର୍କ ଖେଳ ପଡିଆରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା କାଲି ରବିବାର ଦିନ ମୁହାଁ ମୁହିଁ ହେବେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଓ ଅନୁଗୁଳ କ୍ରିକେଟ ଟିମ୍। ଏହି ସର୍ବ ଭାରତୀୟ କ୍ରିକେଟ ମ୍ୟାଚ୍ ରେ ଦେଶର ବଛା ବଛା ଆଠ ଟି ଟିମ୍ ଭାଗ ନେଇଥିଲେ । ତେବେ ସମସ୍ତ ଟିମ୍ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା ବେଳେ ଫାଇନାଲ କୁ ତାଳଚେର ର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଓ ଅନୁଗୁଳ କ୍ରିକେଟ ଟିମ ଉନ୍ନୀତ ହୋଇ ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବାକୁ ଯାଉଛି । ତେବେ ଆଜି ଏକ ଦିବସୟ ୨୦-୨୦ ମହିଳା କ୍ରିକେଟ କଟକ ଓ ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମହିଳା କ୍ରିକେଟ ମ୍ୟାଚ୍ କୁ ବିଜେପି ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକଙ୍କ ସହଧର୍ମଣି ତଥା ନାରି ନେତ୍ରୀ ମୃଣାଲିନି ପଟ୍ଟନାୟକ ଓ କାଉନସିଲର ଅନିତା ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ କଟକ ପ୍ରଥମେ ବ୍ୟାଟିଂ କରି ୨୧୮ରନ କରିଥିବା ବେଳେ ଏହାର ପିଛାକରି ରାଉରକେଲା ଟିମ ୧୮ଓଭର ରେ ମାତ୍ର ୯୪ରନ କରି ଏଲ ଆଉଟ୍ ହୋଇଯାଇଥିଲେ,ଫଳରେ କଟକ ଚମ୍ପିୟାନ ହେବା ସହ କଟକ ଟିମ ର କାଜଲ ଜେନା ସର୍ବାଧିକ ୧୦୮ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଚମ୍ପିୟାନ କଟକ ଓ ଉପ ବିଯେତା ରାଉରକେଲା କୁ ଅତିଥି ଭାବେ ଯୋଗଦେଇ ପୂର୍ବତନ ଖେଳ ଶିକ୍ଷକ ଗୌର ଗୋବିନ୍ଦ ସାମନ୍ତ , ତ୍ରିନାଥ ସାମନ୍ତ ଓ ଅଜିତି ମିଶ୍ର ପୁରସ୍କୃତ କରିଥିଲେ।ତେବେ ଏହି ଖେଳ କୁ ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ରୁ କ୍ଲବ ର ସଭାପତି ତଥା ନଗର ପାଳ ପବିତ୍ର ଭୂତିଆ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ଏହି ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ସହର ଓ ଗ୍ରାମାଞ୍ଚଳ ରୁ ବହୁ ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଛି l

15 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
15 hrs ago
2fd59c9c-fb90-4b27-b1d3-decb050cbe33

More news from ଓଡ଼ିଶା and nearby areas
  • ସୁଜନାରାଜନନମଙ
    1
    ସୁଜନାରାଜନନମଙ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • चीन ने बिना पटरी चलने वाली ट्रेन तकनीक ART (Autonomous Rail Rapid Transit) विकसित की है। यह ट्रेन सामान्य सड़कों पर चलती है और सेंसर, कैमरा व GPS की मदद से सड़क पर बनी वर्चुअल लाइनों को फॉलो करती है। पारंपरिक ट्राम के मुकाबले यह सस्ती, तेज़ और आसान है। ART बस की लचीलापन और मेट्रो जैसी क्षमता को एक साथ जोड़ती है। #FutureTech #ChinaInnovation #SmartTransport #NextGenTransit #ViralNews #TechExplained #PublicTransport
    1
    चीन ने बिना पटरी चलने वाली ट्रेन तकनीक ART (Autonomous Rail Rapid Transit) विकसित की है। यह ट्रेन सामान्य सड़कों पर चलती है और सेंसर, कैमरा व GPS की मदद से सड़क पर बनी वर्चुअल लाइनों को फॉलो करती है। पारंपरिक ट्राम के मुकाबले यह सस्ती, तेज़ और आसान है। ART बस की लचीलापन और मेट्रो जैसी क्षमता को एक साथ जोड़ती है।
#FutureTech #ChinaInnovation #SmartTransport #NextGenTransit #ViralNews #TechExplained #PublicTransport
    user_द संक्षेप
    द संक्षेप
    Media company Anugul, Odisha•
    17 hrs ago
  • ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    1
    ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    7 hrs ago
  • ଅନନ୍ୟା ଙ୍କ ଦ୍ଵାରା
    1
    ଅନନ୍ୟା ଙ୍କ ଦ୍ଵାରା
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ଆମ ବସ୍ ର ମନ ମାନି ଚାଲୁଛି ଓଡିଶା ସରକାର କୋ ବସ୍ ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,
    1
    ଆମ ବସ୍ ର ମନ ମାନି ଚାଲୁଛି  ଓଡିଶା ସରକାର କୋ ବସ୍ 
ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,
    user_SU-PRAVAT-NEWS
    SU-PRAVAT-NEWS
    Job Centre କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • Post by Rajendra Dash
    1
    Post by Rajendra Dash
    user_Rajendra Dash
    Rajendra Dash
    ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    14 hrs ago
  • ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    1
    ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    21 hrs ago
  • 2nd Days Bajrang club Annual function AGNEYA
    3
    2nd Days Bajrang club 
Annual function AGNEYA
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.