logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଢ଼େଲ ଗାଁରେ ଇନ୍ଦ୍ର ଉତ୍ସବ ପାଳନ । ଏହି ଉତ୍ସବ ଟା ଦୀର୍ଘ ଦଶନ୍ଧି ଧରି ପାଳନ କରାଯାଇଅଛି । ପାଢ଼େଲ ଗାଁରେ ଇନ୍ଦ୍ର ଉତ୍ସବ ପାଳନ । ଏହି ଉତ୍ସବ ଟା ଦୀର୍ଘ ଦଶନ୍ଧି ଧରି ପାଳନ କରାଯାଇଅଛି । #LatestNews #UpdateNews #apanankakhabara #patanagada #news #OdishaNews #odisha

2 hrs ago
user_Apananka Khabara
Apananka Khabara
Video Creator Cuttack (M.Corp.) P.S, Odisha•
2 hrs ago

ପାଢ଼େଲ ଗାଁରେ ଇନ୍ଦ୍ର ଉତ୍ସବ ପାଳନ । ଏହି ଉତ୍ସବ ଟା ଦୀର୍ଘ ଦଶନ୍ଧି ଧରି ପାଳନ କରାଯାଇଅଛି । ପାଢ଼େଲ ଗାଁରେ ଇନ୍ଦ୍ର ଉତ୍ସବ ପାଳନ । ଏହି ଉତ୍ସବ ଟା ଦୀର୍ଘ ଦଶନ୍ଧି ଧରି ପାଳନ କରାଯାଇଅଛି । #LatestNews #UpdateNews #apanankakhabara #patanagada #news #OdishaNews #odisha

More news from Odisha and nearby areas
  • ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    1
    ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍  
ହୁମ୍ମା ଓଭରବ୍ରିଜ୍ ନିକଟରେ ସଡ଼କ ଦୁର୍ଘଟଣା ମାଲବୋଝେଇ ଗାଡ଼ି ଧକ୍କାରେ ଅଟୋ ଓ ସାଇକେଲ୍ ଚାଳକ ଆହତ #LatestNews #UpdateNews #apanankakhabara #news #OdishaNews #news
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    3
    ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ନେଇ ଗାଡି ଚାଳକ ଆତଙ୍କିତ 
ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ନାଗାବଳୀ ନଦୀ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କାରେ ଗାଡି ଚାଳକ ଓ ସ୍ଥାନୀୟ ଜନସାଧାରଣ ରହିଛନ୍ତି। ପ୍ରତିଦିନ ଶହ ଶହ କାର, ବସ, ମାଲବାହୀ ଟ୍ରକ ଚଳାଚଳ କରିଥାଏ। ପୋଲର ବାଡ଼ରେ ଏବଂ ପୋଲ ତଳ ଖମ୍ବରେ ଫାଟ ସୃଷ୍ଟି ହେବା ସହିତ ଗର୍ତ୍ତ ମଧ୍ୟ ସୃଷ୍ଟି ହେଲାଣି । କେତେବେଳେ ଯେ ପୋଲ ଭୁଶୁଡି‌ବ ନତୁବା ଭାଙ୍ଗିଯିବ ଏଭଳି ଆଶଂକା ପୋଲ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଘାରିଛି। ଆଉ ଏକ ନୂତନ ପୋଲ ନିର୍ମାଣର ଆବଶ୍ୟକତା ଥିବା କଥା କହିଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା। କେନ୍ଦ୍ର ଓ ରାଜ୍ୟର ସଡକ ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    1
    ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    17 hrs ago
  • पिछली सरकारें युवाओं के भविष्य के साथ, खिलवाड़ करती थीं ⚡ कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। ~ योगी आदित्यनाथ जी, मुख्यमंत्री, उत्तर प्रदेश
    1
    पिछली सरकारें युवाओं के भविष्य के साथ, खिलवाड़ करती थीं ⚡
कर्फ्यू, दंगा, उपद्रव, भ्रष्टाचार, ये यूपी की पहचान बन चुके थे। 
~ योगी आदित्यनाथ जी, मुख्यमंत्री, उत्तर प्रदेश
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଡିଓ ଭାଇରାଲ । ହୋମଗାର୍ଡ ହାତରେ କରୁଥିଲେ ଚାଲାଣ । ବୌଦ୍ଧ ଜିଲ୍ଲା ର ମାନଭଞ୍ଜନ ଜଗଦଲା ନାମକ ଜଣେ ହୋମଗାର୍ଡଙ୍କୁ ଗଞ୍ଜେଇ ଦେଇ ବାହାରକୁ ଚାଲାଣ। କରୁଥିଲେ ବାଘିଆପଡା ଫାଣ୍ଡି ବାବୁ । ତେବେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଉକ୍ତ ହୋମଗାର୍ଡ ପୋଲିସ ଚେକିଂରେ ଧରାପଡ଼ିଥିବା ବେଳେ ହୋମଗାର୍ଡ ଜଣକ ତାଙ୍କୁ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଗଞ୍ଜେଇ ଦେଇଥିବା କହିଥିବା ଦାବି ହେଉଛି ଭାଇ ରାଲ୍ ଓଡ଼ିଅରେ । ପରେ ଏହି ଘଟଣାକୁ ନେଇ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କର ଫୋନ୍ ବାର୍ତ୍ତାଳାପ ହୋଇଥିବା ଏବଂ ତାହାର ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଡିଓରେ ଗଞ୍ଜେଇ ଦେବା ଘଟଣାକୁ ନେଇ ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଥିବା ଦାବି ହେଉଛି। ତେବେ ଏହି ଅଡିଓରେ ଗଞ୍ଜେଇ କାରବାରରେ ଫାଣ୍ଡି ବାବୁ ବଘିଆପଡ଼ା ଫାଣ୍ଡି ରେ ଜବତ ହୋଇଥିବା ଗଞ୍ଜେଇ କୁ ୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଦେଇ ଜଣେ ହୋମଗାର୍ଡ କୁ ବିକ୍ରି କରିବାକୁ ଦେଇ ଥିଲେ ।। ରାତି ଅଧରେ ଫାଣ୍ଡିରୁ ଗଞ୍ଜେଇ ନେଇ ବାହାରିଥିଲେ ହୋମଗାର୍ଡ। ଉଦ୍ଦେଶ୍ୟ ଥିଲା ଗଞ୍ଜେଇ ବିକ୍ରି କରିବା। ହେଲେ ହାଟଗାଁ ନିକଟରେ ପୋଲିସ ଚେକିଂ ବେଳେ ଧରାପଡ଼ିଗଲେ। ଆଉ ଧରାପଡ଼ିବା ପରେ ଯାହା କହିଲେ, ତାହା ଏବେ ବୌଦ୍ଧ ପୋଲିସକୁ ଅଡୁଆରେ ପକାଇଛି।
    1
    ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଡିଓ ଭାଇରାଲ । ହୋମଗାର୍ଡ ହାତରେ କରୁଥିଲେ ଚାଲାଣ ।
ବୌଦ୍ଧ ଜିଲ୍ଲା ର ମାନଭଞ୍ଜନ ଜଗଦଲା ନାମକ ଜଣେ ହୋମଗାର୍ଡଙ୍କୁ ଗଞ୍ଜେଇ ଦେଇ ବାହାରକୁ ଚାଲାଣ। କରୁଥିଲେ ବାଘିଆପଡା ଫାଣ୍ଡି ବାବୁ । ତେବେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଉକ୍ତ ହୋମଗାର୍ଡ ପୋଲିସ ଚେକିଂରେ ଧରାପଡ଼ିଥିବା ବେଳେ ହୋମଗାର୍ଡ ଜଣକ ତାଙ୍କୁ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଗଞ୍ଜେଇ ଦେଇଥିବା କହିଥିବା ଦାବି ହେଉଛି ଭାଇ ରାଲ୍ ଓଡ଼ିଅରେ । ପରେ ଏହି ଘଟଣାକୁ ନେଇ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କର ଫୋନ୍ ବାର୍ତ୍ତାଳାପ ହୋଇଥିବା ଏବଂ ତାହାର ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଡିଓରେ ଗଞ୍ଜେଇ ଦେବା ଘଟଣାକୁ ନେଇ ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଥିବା ଦାବି ହେଉଛି। ତେବେ ଏହି ଅଡିଓରେ ଗଞ୍ଜେଇ କାରବାରରେ ଫାଣ୍ଡି ବାବୁ ବଘିଆପଡ଼ା ଫାଣ୍ଡି ରେ ଜବତ ହୋଇଥିବା ଗଞ୍ଜେଇ କୁ ୧  କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଦେଇ ଜଣେ ହୋମଗାର୍ଡ କୁ ବିକ୍ରି କରିବାକୁ  ଦେଇ ଥିଲେ ।। ରାତି ଅଧରେ ଫାଣ୍ଡିରୁ ଗଞ୍ଜେଇ ନେଇ ବାହାରିଥିଲେ ହୋମଗାର୍ଡ। ଉଦ୍ଦେଶ୍ୟ ଥିଲା ଗଞ୍ଜେଇ ବିକ୍ରି କରିବା। ହେଲେ ହାଟଗାଁ ନିକଟରେ ପୋଲିସ ଚେକିଂ ବେଳେ ଧରାପଡ଼ିଗଲେ। ଆଉ ଧରାପଡ଼ିବା ପରେ ଯାହା କହିଲେ, ତାହା ଏବେ ବୌଦ୍ଧ ପୋଲିସକୁ ଅଡୁଆରେ ପକାଇଛି।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    1
    ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ।
ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    15 hrs ago
  • ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ନିଶାମୁକ୍ତି ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ନିଶାମୁକ୍ତି ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ #LatestNews #UpdateNews #apanankakhabara #Niali #news #OdishaNews #odisha
    1
    ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ନିଶାମୁକ୍ତି ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ 
ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ନିଶାମୁକ୍ତି ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ #LatestNews #UpdateNews #apanankakhabara #Niali #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.