logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, କେନ୍ଦ୍ରାପଡ଼ା ସଦର, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, କେନ୍ଦ୍ରାପଡ଼ା ସଦର, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଗୋପାଳପୁର ଗ୍ରାମର ଚୀନା ମଲ୍ଲିକ (ବୟସ–୭୦) ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ, ଚଣ୍ଡିଆଗଡ଼ି ଗ୍ରାମର କବିତା ମଲ୍ଲିକ (ବୟସ–୩୦) ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ, କାନରପୁର ଗ୍ରାମର ରତ୍ନାକର ଜେନା (ବୟସ–୫୦) ଙ୍କ ନିକଟରୁ ୧୧ ଲିଟର ବିଦେଶୀ ମଦ, ବ୍ରହ୍ମପୁର ଗ୍ରାମର ମିଟୁନା ଜେନା (ବୟସ–୩୨) ଙ୍କ ନିକଟରୁ ୧୩ ଲିଟର ବିଦେଶୀ ମଦ, ନାନାକର ଗ୍ରାମର କେଶବ ଚନ୍ଦ୍ର ସ୍ୱାଇଁ (ବୟସ–୩୦) ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ବାଲିଆ ଭାଗବତପୁର ଗ୍ରାମର ଗୁରୁଚରଣ ମଲ୍ଲିକ (ବୟସ–୬୨)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ, ବିଷକ ଗ୍ରାମର ପ୍ରେୟାଦୀପ୍ତ ସେଠୀ (ବୟସ -୬୦ ) ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ଆଠନଟିଆ ଗ୍ରାମର ସନ୍ତୋଷ ବେହେରା ଙ୍କ ନିକଟରୁ ୩୦ ଲିଟର ବିଦେଶୀ ମଦ ଏବଂ କଜଳା ଗ୍ରାମର କୁନି ଦାସ ଙ୍କ ନିକଟରୁ ୨୫ ଲିଟର ଜବତ କରାଯାଇଥିଲା । ଏହି ଚଢ଼ାଉରେ ସମୁଦାୟ ୧୯୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ୍ ଋତୁପ୍ରଭା ସ୍ୱାଇଁ ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

2 hrs ago
user_Bebina Malla
Bebina Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ
    1
    ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ 
ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    1 hr ago
  • Post by Bharat ମାତା
    1
    Post by Bharat ମାତା
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    2 hrs ago
  • ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।
    1
    ଯାଜପୁର ବ୍ୟାସନଗରରେ ଥିବା କୋମଲ ହୋଟେଲ ବିରୀୟାନିରେ ମୂଷା ବାହାରିବାର ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ହୋଟେଲ ମାଲିକ । #jajpur_road #hotelmanagement #Byasanagar #Hotel_komal।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    9 hrs ago
  • Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me
    1
    Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me
    user_Ritali Behera
    Ritali Behera
    Artist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    13 hrs ago
  • ହୃଦୟ କୁ ଛୁଇଁଲା ଭଳି ............................... ....
    1
    ହୃଦୟ କୁ ଛୁଇଁଲା ଭଳି ...............................
....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ବିଞ୍ଝାରପୁର ବ୍ଲକ୍ ପରିସରରେ ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଓଡ଼ିଶା ଅଗ୍ନିବର୍ଷୀ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ଯାଜପୁର ସାଂସଦଙ୍କୁ ଧୋଇଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବା ଦେଖିବାକୁ ମିଳିଛି। ସରକାର ଗୋଖାଦ୍ୟ,ଚୁଡ଼ା,ପାଲ ଯୋଗାଇ ଦେଇ ପାରୁନଥିବା ଅଭିଯୋଗ ରେ ସାଂସଦ ଙ୍କ ଉପରେ ବର୍ଷୀଥିଲେ ବିଧାୟିକା । ଲୋକ ହଇରାଣ ହେବାରୁ ରାଗିକି ଲାଲ ପ୍ରମିଳା ମଲ୍ଲିଜ ।
    1
    ବିଞ୍ଝାରପୁର ବ୍ଲକ୍ ପରିସରରେ ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଓଡ଼ିଶା ଅଗ୍ନିବର୍ଷୀ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ।
ଯାଜପୁର ସାଂସଦଙ୍କୁ ଧୋଇଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବା ଦେଖିବାକୁ ମିଳିଛି। ସରକାର ଗୋଖାଦ୍ୟ,ଚୁଡ଼ା,ପାଲ ଯୋଗାଇ ଦେଇ ପାରୁନଥିବା ଅଭିଯୋଗ ରେ ସାଂସଦ ଙ୍କ ଉପରେ ବର୍ଷୀଥିଲେ ବିଧାୟିକା । ଲୋକ
ହଇରାଣ ହେବାରୁ ରାଗିକି ଲାଲ ପ୍ରମିଳା ମଲ୍ଲିଜ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ll 3 ଦିନ ରେ report ମାଗିଲେ ll ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ll 3 ଦିନ ରେ report ମାଗିଲେ ll
    1
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ll 3 ଦିନ ରେ report ମାଗିଲେ ll 
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ll 3 ଦିନ ରେ report ମାଗିଲେ ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    2 hrs ago
  • ବୈତରଣୀ ବନ୍ୟା ରେ ଖେତୀ ଗ୍ରସ୍ତ ପରିବାର କୁ ଓଜେସି ପକ୍ଷରୁ ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱରେ ରିଲିପ ସହାୟତା ଯୋଗାଇ ଦେଲେ। ବନ୍ଦାଳ ବାଲ୍ୟାପାଳ ରେ ପହଁଞ୍ଚି ପାରିଲା ନାହିଁ ସରକାର ଓ ପ୍ରଶାସନ ସହାୟତା #Jajpur #Korai #ReliefDistribution #FloodAffected #OdishaFlood #DisasterRelief #RI #BDO #Collector #JajpurCollector #Odisha #News19ଓଡ଼ିଆ #BreakingNews #GroundReport #OdishaNews #FloodNews #ReliefCamp #Administration #PublicIssue #ViralNews
    1
    ବୈତରଣୀ ବନ୍ୟା ରେ ଖେତୀ ଗ୍ରସ୍ତ ପରିବାର କୁ ଓଜେସି ପକ୍ଷରୁ
ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱରେ ରିଲିପ ସହାୟତା ଯୋଗାଇ ଦେଲେ।
ବନ୍ଦାଳ ବାଲ୍ୟାପାଳ ରେ ପହଁଞ୍ଚି ପାରିଲା ନାହିଁ ସରକାର ଓ ପ୍ରଶାସନ ସହାୟତା
#Jajpur #Korai #ReliefDistribution #FloodAffected #OdishaFlood #DisasterRelief #RI #BDO #Collector #JajpurCollector #Odisha #News19ଓଡ଼ିଆ #BreakingNews #GroundReport #OdishaNews #FloodNews #ReliefCamp #Administration #PublicIssue #ViralNews
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.