Shuru
Apke Nagar Ki App…
ଭୁବନେଶ୍ୱର : ଓଡିଶାର ରାଜକୋଷରୁ କୋଟି କୋଟି ଟଙ୍କା ଉର୍ନତି ମୂଳକ କାମ ପାଇଁ ପୂର୍ତ୍ତ ବିଭାଗକୁ ଆସୁଛି।Crash Barrier ରେ କୋଟି କୋଟି ଟଙ୍କାର କାମ ହେଉଅଛି ଏବଂ Sprit up ଟେଂଡରରେ ମଧ୍ୟ କୋଟି କୋଟି ଟଙ୍କାର କାମ ହେଉଛି।କିନ୍ତୁ ଏଠିକାର SDO ଉର୍ନତି ମୂଳକ କାମକୁ ଧ୍ୟାନ ନଦେଇ Sprit up କାମ ଉପରେ ବହୁତ ଧ୍ୟାନ ଦେଉଛନ୍ତି।ଢେଙ୍କାନାଳ ପୁର୍ତ୍ତ ଡ଼ିଭିଜନରେ ଛୋଟ ଛୋଟ କାମ ଯେତିକି ହେଉଛି , ଓଡ଼ିଶାର ଆଉ କେଉଁ ପୁର୍ତ୍ତ ଡ଼ିଭିଜନରେ ହେଉଛି କି ନାହିଁ ସନ୍ଦେହ।ମାର୍ଚ୍ଚ ମାସ ପୂର୍ବରୁ କିପରି ବିଲ କରି ନିଆଯିବ ସେଥିପାଇଁ ଚେଷ୍ଟିତ। ସାଢେ ଚାରି କୋଟି କୋଟି ଲୋକଙ୍କ ଟାକ୍ସ ପଇସାକୁ ବର୍ବାଦ କରିବା ପାଇଁ ଲାଗିପଡିଛନ୍ତି। ତେଣୁ ଏହା କାହା ଚାପରେ ହେଉଛି ନା ନିଜ ପକେଟ ଗରମ କରିବାକୁ କରୁଛନ୍ତି , ତାହା ଉଚ୍ଚସ୍ତରିୟ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ।
NEWS MANORANJAN

More news from ଓଡ଼ିଶା and nearby areas
- Post by NEWS MANORANJAN1
- ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l1
- Post by Gagan Bhoi1
- ଥାନା ଆଗରେ ମୃତଦେହ ରଖି ଧାରଣା ନିମାପଡ଼ା ପୋଲିସ୍ ର ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- Post by Aritkumar Mohapatra1
- Post by ନିଷ୍ଠୁର ଦୁନିଆ Live1
- Post by NEWS MANORANJAN1