Shuru
Apke Nagar Ki App…
Balliapal
Anil Samantaray
Balliapal
More news from Mayurbhanj and nearby areas
- ମୋରଡା ବ୍ଲକ୍ ଚିତ୍ରଡା ରେ ଖୋଲିଲା ମଣ୍ଡି, ଉଦଘାଟନ କଲେ ଜିଲ୍ଲାପାଳ ହେମକାନ୍ତ ସାଏ1
- ବାଲେଶ୍ବର ରେ ପାଳିତ ହେଲା ବିଜେଡି ର ୨୯ ତମ ପ୍ରତିଷ୍ଠା ଦିବସ।1
- କଲେକ୍ଟର ଙ୍କ ଅଫିସ ବାରଣ୍ଡା ରେ ଧାରଣା ରେ ବସିଲେ ଡେପୁଟି କଲେକ୍ଟର ।।1
- ଗଁଦିଆ ପଞ୍ଚାୟତ ସମିତି ବୈଠକରୁ ସାମ୍ବାଦିକ ବାଦ୍ ଢେଙ୍କାନାଳ(ତାପସଦାସ): ଗଁଦିଆ ପଂଚାୟତ ସମିତିର ସଦସ୍ୟ ଓ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମ୍ବାଦିକମାନଙ୍କୁ ବାରଣ କରାଯାଇଛି। ବ୍ଲକ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାହିଁକି ଏହି ନିଷ୍ପତ୍ତି? ସୂଚନା ଅନୁଯାୟୀ, ଅନେକ ସମୟରେ ବୈଠକର ଭିତର କଥା ବାହାରକୁ ଆସିବା କିମ୍ବା କୌଣସି ବିବାଦୀୟ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରଶ୍ନ କରିବା ଭୟରେ ପ୍ରଶାସନ ପକ୍ଷରୁ ଏପରି କଟକଣା ଲଗାଯାଇଥାଏ। ତେବେ ଜନପ୍ରତିନିଧିମାନେ ଲୋକଙ୍କ ସମସ୍ୟା ବିଷୟରେ କ’ଣ ଆଲୋଚନା କରୁଛନ୍ତି, ତାହା ଜାଣିବାର ଅଧିକାର ସାଧାରଣ ଜନତାଙ୍କର ରହିଛି। ସାମ୍ବାଦିକମାନଙ୍କୁ ବାହାରେ ରଖିବା ଦ୍ୱାରା ବୈଠକର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟ ପ୍ରଶ୍ନ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବୈଠକରୁ ଦୂରେଇ ରଖିବା ପଛରେ ରହସ୍ୟ କ’ଣ? ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନାକୁ କାହିଁକି ଗୋପନୀୟ ରଖାଯାଉଛି? ଏହା କ'ଣ ପ୍ରଶାସନର ମନମୁଖୀ ଶାସନ ନୁହେଁ କି? 1
- ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।1
- Post by User5115 Susanta Kumar Pattnaik1
- ଗଁଦିଆ ପଞ୍ଚାୟତ ସମିତି ବୈଠକ ରେ ରୀନାରାଣୀ ଖଟୁଆ ଙ୍କ ମତ ଗଁଦିଆ ପାଇଁ ଆମେ ଲଢ଼ୁଛୁ1
- Atal Yatra1
- Jay Jagannath 🙏1