logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ଗ୍ରାମରେ ଯାଇଥିବା ରାଜ୍ୟ ରାଜପଥ ୨୪ ଉପରେ ଗ୍ରାମ ଆରମ୍ଭରୁ ଲାଗିଛି ସୋଲାର ଲାଇଟ୍ ।ହେଲେ ସୂଚନା ଅନୁସାରେ ପଞ୍ଚାୟତ ତଥା ବ୍ଲକ କତୃପକ୍ଷ ଦୃଷ୍ଟି ଗୋଚରରେ ନାହିଁ । ବାହାର ଠିକାଦାର କାମ କରି ଟଙ୍କା ଲୁଟି ନେଇଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଅନେକ ଲାଇଟ୍ ଲଗାଯିବା ଦିନ ଠାରୁ ଜଳୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରୁଥିବା ଜଣାପଡିଛି । ଟଙ୍କା କାହାର, କାହାର ସୁବିଧା ଓ ଲାଭ କାହାର ଏହା ଏକ ବଡ ପ୍ରଶ୍ନ ? ତାଦାରକ୍ କରିବାର କିଛି ଉପାୟ ନ ଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି ।

7 hrs ago
user_Raju kumar patel
Raju kumar patel
Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
7 hrs ago

ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ଗ୍ରାମରେ ଯାଇଥିବା ରାଜ୍ୟ ରାଜପଥ ୨୪ ଉପରେ ଗ୍ରାମ ଆରମ୍ଭରୁ ଲାଗିଛି ସୋଲାର ଲାଇଟ୍ ।ହେଲେ ସୂଚନା ଅନୁସାରେ ପଞ୍ଚାୟତ ତଥା ବ୍ଲକ କତୃପକ୍ଷ ଦୃଷ୍ଟି ଗୋଚରରେ ନାହିଁ । ବାହାର ଠିକାଦାର କାମ କରି ଟଙ୍କା ଲୁଟି ନେଇଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଅନେକ ଲାଇଟ୍ ଲଗାଯିବା ଦିନ ଠାରୁ ଜଳୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରୁଥିବା ଜଣାପଡିଛି । ଟଙ୍କା କାହାର, କାହାର ସୁବିଧା ଓ ଲାଭ କାହାର ଏହା ଏକ ବଡ ପ୍ରଶ୍ନ ? ତାଦାରକ୍ କରିବାର କିଛି ଉପାୟ ନ ଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି ।

More news from Sambalpur and nearby areas
  • संबलपुर में 'मुख्यमंत्री कन्या विवाह योजना' उत्सव के मौके पर केंद्रीय मंत्री का वीडियो मैसेज *महिलाओं का आत्म-सम्मान और सशक्तिकरण डबल इंजन सरकार की प्राथमिकता है - धर्मेंद्र प्रधान* • 'मुख्यमंत्री कन्या विवाह योजना' के तहत शादी के बंधन में बंधे संबलपुर जिले के 22 नए शादीशुदा जोड़ों को बधाई • 'मुख्यमंत्री कन्या विवाह योजना' अपनेपन, भावनाओं और ज़िम्मेदारी का एक अनोखा प्रदर्शन है
    1
    संबलपुर में 'मुख्यमंत्री कन्या विवाह योजना' उत्सव के मौके पर केंद्रीय मंत्री का वीडियो मैसेज
*महिलाओं का आत्म-सम्मान और सशक्तिकरण डबल इंजन सरकार की प्राथमिकता है - धर्मेंद्र प्रधान*
• 'मुख्यमंत्री कन्या विवाह योजना' के तहत शादी के बंधन में बंधे संबलपुर जिले के 22 नए शादीशुदा जोड़ों को बधाई
• 'मुख्यमंत्री कन्या विवाह योजना' अपनेपन, भावनाओं और ज़िम्मेदारी का एक अनोखा प्रदर्शन है
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩୩ ଯୋଡ଼ି ଛନ୍ଦି ହେଲେ ବିବାହ ବନ୍ଧନେ ବରଗଡ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ: ବରଗଡ଼ ସାଂସଦ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା । ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଧ୍ୟାରାଣୀ ନେପାକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବର ବଧୂଙ୍କୁ ଆଶୀର୍ବାଦ ଦେବା ସହ ଏହି ଯୋଜନାର ସମସ୍ତ ସୁବିଧା ବିଷୟରେ କହିଥିଲେ । ସୂଚନାଯୋଗ୍ୟକି, ଆଜି ବରଗଡ଼ ଜିଲ୍ଲାର ବିିଭିନ୍ନ ବ୍ଲକ୍‌ରୁ ଆସିଥିବା ୩୩ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ । ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମହାଶକ୍ତି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡା ବିଶ୍ୱ ବୈଦିକ ପରିବାର ବିବାହ ସଂସ୍କାର ପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହାଶକ୍ତି ଫାଉଣ୍ଡେସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
    1
    ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩୩ ଯୋଡ଼ି ଛନ୍ଦି ହେଲେ ବିବାହ ବନ୍ଧନେ 
ବରଗଡ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ: ବରଗଡ଼ ସାଂସଦ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। 
କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା  ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଧ୍ୟାରାଣୀ ନେପାକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବର ବଧୂଙ୍କୁ ଆଶୀର୍ବାଦ ଦେବା ସହ ଏହି ଯୋଜନାର ସମସ୍ତ ସୁବିଧା ବିଷୟରେ କହିଥିଲେ ।
ସୂଚନାଯୋଗ୍ୟକି, ଆଜି ବରଗଡ଼ ଜିଲ୍ଲାର ବିିଭିନ୍ନ ବ୍ଲକ୍‌ରୁ ଆସିଥିବା ୩୩ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ । ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମହାଶକ୍ତି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । 
ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡା ବିଶ୍ୱ ବୈଦିକ ପରିବାର ବିବାହ ସଂସ୍କାର ପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହାଶକ୍ତି ଫାଉଣ୍ଡେସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    21 hrs ago
  • ସୁବର୍ଣ୍ଣପୁର,୨୨.୦୪.୨୦୨୬: ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି । ଆଜି ପୂର୍ବାହ୍ନରେ ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି।
    6
    ସୁବର୍ଣ୍ଣପୁର,୨୨.୦୪.୨୦୨୬: ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି । ଆଜି ପୂର୍ବାହ୍ନରେ  ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ
    1
    ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ
    user_RANJIT NAIK
    RANJIT NAIK
    ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    6 hrs ago
  • Post by Pitambar Sahu
    2
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ବେଲପାହାଡ଼ ଗୁମାଡେରା ଜଗନ୍ନାଥ ମନ୍ଦିର ଆର୍ତ୍ତତ୍ରାଣ କ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ପୂଜାର୍ଚ୍ଚନା କରିଥିବାବେଳେ ରଥ କାରିଗର ନୟାଗଡ଼ର ବିଦ୍ୟାଧର ମହାରଣା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୌନ୍ତିଆ ଦୁବରାଜ ନାଏକ, ସୁଶାନ୍ତ ଦାସ, ତୁଷାରକାନ୍ତି ଦାସ, ବନମାଳୀ ପଣ୍ଡା, ଯୁଧିଷ୍ଠିର ସେଣ, ବିଏନ ଦାସ, ଶୈଳେଶ ବହିଦାର, ଗୋକୁଳାନନ୍ଦ ପ୍ରଧାନ, ସମୀର ବାରିକ, ପ୍ରଶାନ୍ତ ମହାନ୍ତି, ସୁରେଶ ବେହେରା, ଜେନାମଣି ସେଠ,ବାମଦେବ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।
    1
    ବେଲପାହାଡ଼ ଗୁମାଡେରା ଜଗନ୍ନାଥ ମନ୍ଦିର ଆର୍ତ୍ତତ୍ରାଣ କ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ପୂଜାର୍ଚ୍ଚନା କରିଥିବାବେଳେ ରଥ କାରିଗର ନୟାଗଡ଼ର ବିଦ୍ୟାଧର ମହାରଣା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୌନ୍ତିଆ ଦୁବରାଜ ନାଏକ, ସୁଶାନ୍ତ ଦାସ, ତୁଷାରକାନ୍ତି ଦାସ, ବନମାଳୀ ପଣ୍ଡା, ଯୁଧିଷ୍ଠିର ସେଣ, ବିଏନ ଦାସ, ଶୈଳେଶ ବହିଦାର, ଗୋକୁଳାନନ୍ଦ ପ୍ରଧାନ, ସମୀର ବାରିକ, ପ୍ରଶାନ୍ତ ମହାନ୍ତି, ସୁରେଶ ବେହେରା, ଜେନାମଣି ସେଠ,ବାମଦେବ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    20 hrs ago
  • ବିକଶିତ ଭାରତର "ଗ୍ରୋଥ୍ ଇଞ୍ଜିନ" ହେବ ଓଡ଼ିଶା ।
    1
    ବିକଶିତ ଭାରତର "ଗ୍ରୋଥ୍ ଇଞ୍ଜିନ" ହେବ ଓଡ଼ିଶା ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବଢିଲା ଖରା ଛୁଟି
    5
    ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବଢିଲା ଖରା ଛୁଟି
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.