ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-: ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇ ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-: ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I

- ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1
- Post by NEWS7ODIA1
- Post by NEWS MANORANJAN1
- ଭୁବନେଶ୍ବର ଆରସିଏମ୍ କଲେଜର ଅଭିନବ ପ୍ରୟାସ | ଦକ୍ଷତା ପ୍ରଦର୍ଶନ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- ବସୁଦେବପୁର ମ୍ୟୁନିସିପାଲିଟି, ୱାର୍ଡ ନଂ–13 ରେ ନିକାସି ନଳା ବହୁତ ଦିନ ଧରି ଅସଫା ଅବସ୍ଥାରେ ରହିଛି। ନଳା ଭିତରେ ପ୍ଲାଷ୍ଟିକ, ମଳମୂତ୍ର ଓ ବିଭିନ୍ନ ପରିତ୍ୟକ୍ତ ଜିନିଷ ଜମି ରହିଥିବାରୁ ପାଣି ଜମି ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହା ଫଳରେ ମସା ବଢ଼ୁଛି ଓ ରୋଗ ପ୍ରସାରଣର ସମ୍ଭାବନା ରହିଛି। ଏହି ସମସ୍ୟାକୁ ଶୀଘ୍ର ସମାଧାନ କରି ନଳା ପରିଷ୍କାର କରିବାକୁ ଓ ସ୍ଥାୟୀ ବ୍ୟବସ୍ଥା ନେବାକୁ ନିବେଦନ କରୁଛି। ସ୍ଥାନ: ୱାର୍ଡ ନଂ–13, ବସୁଦେବପୁର1
- ପଣା ପାଣି ପି ନାଚୁଛନ୍ତି ତେର ଭକ୍ତ ଗ୍ରାମରେ ଡାକିଲେ ଶୁଣନ୍ତି ମା କାମନାକlଳି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମା ଙ୍କ ଦଣ୍ଡ ନାଚ ଶେଷ ରାତିରେ ଜମୁଛି ହାଡ଼ି ହାଡ଼ିଆଣୀ ମାଡ଼ ଗୋଳ1
- Post by Bikram Mohapatra1
- ଯାଜପୁର ଗୁଳିକାଣ୍ଡର ଫର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1
- Post by NEWS MANORANJAN1