logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହ୍ୟାପି ନୂଆଁଖାଇ ଜୁହାର 🙏🏻♥️♥️🙏🏻 Happy NUAKHAI SPECIAL

1 hr ago
user_PRASANTA DASH
PRASANTA DASH
Salesperson ଟାଙ୍ଗରପାଲି, ସୁନ୍ଦରଗଡ଼, ଓଡ଼ିଶା•
1 hr ago
19006302-1f3f-4cde-83e2-f680a43901a4
b0a1a770-762c-4231-a308-5f0c124dbf76
b89ed620-d37e-4fc7-a5d4-7babc0fc1548

ହ୍ୟାପି ନୂଆଁଖାଇ ଜୁହାର 🙏🏻♥️♥️🙏🏻 Happy NUAKHAI SPECIAL

  • user_PRASANTA DASH
    PRASANTA DASH
    ଟାଙ୍ଗରପାଲି, ସୁନ୍ଦରଗଡ଼, ଓଡ଼ିଶା
    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
    1 hr ago
  • user_PRASANTA DASH
    PRASANTA DASH
    ଟାଙ୍ଗରପାଲି, ସୁନ୍ଦରଗଡ଼, ଓଡ଼ିଶା
    happy NUAKHAI SPECIAL
    1 hr ago
More news from Jharsuguda and nearby areas
  • Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨
    1
    Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar
ଜୁହାର! 🙏
ଶ୍ରୀ ଓଡ଼ିଶା ଅଳଙ୍କାର
ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ।
ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା।
ନୂଆଖାଇ ଜୁହାର! ✨
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    16 min ago
  • ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    1
    ପବିତ୍ର ନୂଆଁଖାଇ ଅବସର ରେ ଗ୍ରାମବାସି ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଲେ ଅନମୋଲ ମଲ୍ଲିକ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    3 hrs ago
  • 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏
    1
    🎙️ न्यूज़ एंकर इंट्रो

“बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏


🎙️ न्यूज़ एंकर इंट्रो
“बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • 🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,, ✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    1
    🙏🙏THE JANASEVA NEWS & SOCIAL NETWORK,,,,,,,,,,,,,,,,,,
✍️✍️✍️✍️✍️✍️✍️✍️✍️✍️✍️✍️,,,,,,,,,,,,,✍️
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    20 hrs ago
  • ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ ବରଗଡ଼
    1
    ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ 
#Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada
ସାଇ ତ୍ରିପାଠୀ, ଡାଇରେକ୍ଟର, କିଶୋରୀ ହସ୍ପିଟାଲ ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ନୂଆଁଖାଇ ଭେଟ୍ ଘାଟ୍ କୁ ନେଇ ଗାଁ ଗାଁ ରେ ଉତ୍ସାହ - ଚୂଡ଼ାନ୍ତ ପ୍ରସ୍ତୁତିରେ ବିଭିନ୍ନ କମିଟି - - ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର - - ବୀରମହାରାଜପୁର ଉପଖଣ୍ଡ - ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ନୂଆଁଖାଇ ପରେ ହେବାକୁ ଥିବା ଜୁହାର ଭେଟ ଓ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମରେ ପ୍ରସ୍ତୁତି ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି। ନୂଆଁଖାଇ ଦିନ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାରର ବୟୋଜ୍ୟେଷ୍ଠଙ୍କ ଠାରୁ ନବାର୍ଣ୍ଣ ଗ୍ରହଣ କରିବାର ପରମ୍ପରା ରହିଛି। ଘରେ ଘରେ ଛଅ ତିଅଣ, ନଅ ଭଜା ସାଙ୍ଗକୁ ବିଭିନ୍ନ ପାରମ୍ପରିକ ପିଠାପଣାର ଆସର ଜମିଥାଏ। ଏହାପରେ ଗାଁ ଗାଁରେ ଜୁହାର ଭେଟ ସାଙ୍ଗକୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥାଏ। ବୀରମହାରାଜପୁର ସମେତ ଉଲୁଣ୍ଡା, ସୁବଳୟା, ଟିକ୍ରାପଡ଼ା,ଉଫୁଲା, ଦାଦରପାଲି, ଭାଲୁଡୁଙ୍ଗୁରୀ, କୋଟସମଲାଇ, ମୁର୍ଷୁଣ୍ଢୀ, ଅମରପାଲି, ବଡ଼ଖମାର, ଚମ୍ପାମାଳ,ଯାଲୋଏ, କଳାପଥର, ଗୌଡ଼ଗାଁ, ଖୁଣ୍ଟୁଲାପାଲି, ଚମ୍ପାମାଳ, ପିତାମହୁଲ ଆଦି ଅଞ୍ଚଳରେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଛି। ମଞ୍ଚ ପ୍ରସ୍ତୁତି, କଳାକାର ଚୟନ, ଅତିଥିଙ୍କୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ପରିଚାଳନା ନେଇ କମିଟି ସଦସ୍ୟମାନେ ତତ୍ପର ହୋଇପଡ଼ିଛନ୍ତି। ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ କହନ୍ତି, ‘‘ପଶ୍ଚିମ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପରମ୍ପରାରେ ନୂଆଁଖାଇର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ନୂଆଁ ଖାଇବା ପରେ ସମସ୍ତେ ନିଜ ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରିବା ସହ ଘର ଓ ଗାଁର ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲେ। ଏବେ ପ୍ରତ୍ୟେକ ଅଞ୍ଚଳରେ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଛି। ଏହା ମାଧ୍ୟମରେ ଅଞ୍ଚଳବାସୀ ପରସ୍ପରକୁ ଭେଟି ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଓ ଭାଇଚାରା ସୃଷ୍ଟି କରିବାରେ ଭେଟଘାଟ ପ୍ରମୁଖ ଭୂମିକା ନେଇଛି। ବିଶେଷକରି ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକେ ଏହି ଅବସରରେ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଆନ୍ତି।’’ ଜମିବ ନାଚଗୀତର ଆସର ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ପାରମ୍ପରିକ ନାଚଗୀତ। ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନୃତ୍ୟ, ଡାଲଖାଇ, ଚୁଟ୍‌କୁଚୁଟା ଆଦି ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ କଳାକାରମାନେ ପ୍ରସ୍ତୁତ ହୋଇସାରିଛନ୍ତି। ବାଳକ, ବାଳିକା, ମହିଳା ଓ ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ଭେଟଘାଟ ଅବସରରେ ପୁରସ୍କୃତ କରାଯିବ। ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମର କଣ୍ଠଶିଳ୍ପୀ ମଦନ ସୁନ୍ଦର ଭୋଇ କହନ୍ତି, ‘‘ଭୀମଭୋଇ କଳା ନିକେତନ ନାମରେ ଆମର ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ରହିଛି। ଏଥିରେ ୨୦ରୁ ଅଧିକ କଳାକାର ଅଛନ୍ତି। ଚଳିତ ନୂଆଁଖାଇକୁ ନେଇ ଆମେ ନୂଆ ଗୀତ, ନୃତ୍ୟ ଓ ବାଦ୍ୟ ପ୍ରସ୍ତୁତ କରିଛୁ। ନୂଆଁଖାଇ ଦିନଠାରୁ ମାସବ୍ୟାପୀ ବିଭିନ୍ନ ସ୍ଥାନରେ ଭେଟଘାଟ ହେବ। ଆମ ଦଳ ବିଭିନ୍ନ ସ୍ଥାନକୁ ଯାଇ କଳା ପରିବେଷଣ କରିବ।’’ ମୁର୍ଷୁଣ୍ଢୀ ଗ୍ରାମର ସୌମ୍ୟରଞ୍ଜନ ରଥ କହନ୍ତି, ‘‘ଆମ ଗ୍ରାମରେ ପ୍ରାୟ ୨ ବର୍ଷ ହେଲା ବଡ଼ ଆକାରରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଉଛି। ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମଞ୍ଚ ପ୍ରସ୍ତୁତି ସହ କଳାକାର ଓ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଚଳିତବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଆସି କଳା ପରିବେଷଣ କରିବେ।’’ ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗ୍ରାମର ସନତ ମହାକୁର ଓ ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ସରୋଜ ସାହୁ କହନ୍ତି, ‘‘ଆମ ଗ୍ରାମରେ ପ୍ରତିବର୍ଷ ନୂଆଁଖାଇ ପରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଭେଟଘାଟ ହୋଇଥାଏ। ଏଥିରେ ଗ୍ରାମର ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଏ। ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। ଏହା ସହ ନୃତ୍ୟଗୀତର ଆସର ମଧ୍ୟ ଜମିଥାଏ।’’ ନୂଆଁଖାଇ କେବଳ ନୂଆ ଖାଇବାର ପର୍ବ ନୁହେଁ, ଏହା ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାର ପର୍ବ। ଜୁହାର ଭେଟଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ଆୟୋଜନ ପର୍ଯ୍ୟନ୍ତ ସବୁକିଛିରେ ଏହାର ନିଆରା ପରମ୍ପରା ପ୍ରତିଫଳିତ ହୋଇଥାଏ। ଏଣୁ ଚଳିତବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟକୁ ନେଇ ବୀରମହାରାଜପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଅପେକ୍ଷା ବଢ଼ିଚାଲିଛି।
    2
    ନୂଆଁଖାଇ ଭେଟ୍ ଘାଟ୍ କୁ ନେଇ ଗାଁ ଗାଁ ରେ ଉତ୍ସାହ
- ଚୂଡ଼ାନ୍ତ ପ୍ରସ୍ତୁତିରେ ବିଭିନ୍ନ କମିଟି
- - ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର
- - ବୀରମହାରାଜପୁର ଉପଖଣ୍ଡ
-  
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ନୂଆଁଖାଇ ପରେ ହେବାକୁ ଥିବା ଜୁହାର ଭେଟ ଓ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମରେ ପ୍ରସ୍ତୁତି ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି।
ନୂଆଁଖାଇ ଦିନ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାରର ବୟୋଜ୍ୟେଷ୍ଠଙ୍କ ଠାରୁ ନବାର୍ଣ୍ଣ ଗ୍ରହଣ କରିବାର ପରମ୍ପରା ରହିଛି। ଘରେ ଘରେ ଛଅ ତିଅଣ, ନଅ ଭଜା ସାଙ୍ଗକୁ ବିଭିନ୍ନ ପାରମ୍ପରିକ ପିଠାପଣାର ଆସର ଜମିଥାଏ। ଏହାପରେ ଗାଁ ଗାଁରେ ଜୁହାର ଭେଟ ସାଙ୍ଗକୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥାଏ।
ବୀରମହାରାଜପୁର ସମେତ ଉଲୁଣ୍ଡା, ସୁବଳୟା, ଟିକ୍ରାପଡ଼ା,ଉଫୁଲା, ଦାଦରପାଲି, ଭାଲୁଡୁଙ୍ଗୁରୀ, କୋଟସମଲାଇ, ମୁର୍ଷୁଣ୍ଢୀ, ଅମରପାଲି, ବଡ଼ଖମାର, ଚମ୍ପାମାଳ,ଯାଲୋଏ, କଳାପଥର, ଗୌଡ଼ଗାଁ, ଖୁଣ୍ଟୁଲାପାଲି, ଚମ୍ପାମାଳ, ପିତାମହୁଲ ଆଦି ଅଞ୍ଚଳରେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଛି। ମଞ୍ଚ ପ୍ରସ୍ତୁତି, କଳାକାର ଚୟନ, ଅତିଥିଙ୍କୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ପରିଚାଳନା ନେଇ କମିଟି ସଦସ୍ୟମାନେ ତତ୍ପର ହୋଇପଡ଼ିଛନ୍ତି।
ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ କହନ୍ତି, ‘‘ପଶ୍ଚିମ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପରମ୍ପରାରେ ନୂଆଁଖାଇର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ନୂଆଁ ଖାଇବା ପରେ ସମସ୍ତେ ନିଜ ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରିବା ସହ ଘର ଓ ଗାଁର ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲେ। ଏବେ ପ୍ରତ୍ୟେକ ଅଞ୍ଚଳରେ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଛି। ଏହା ମାଧ୍ୟମରେ ଅଞ୍ଚଳବାସୀ ପରସ୍ପରକୁ ଭେଟି ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଓ ଭାଇଚାରା ସୃଷ୍ଟି କରିବାରେ ଭେଟଘାଟ ପ୍ରମୁଖ ଭୂମିକା ନେଇଛି। ବିଶେଷକରି ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକେ ଏହି ଅବସରରେ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଆନ୍ତି।’’
ଜମିବ ନାଚଗୀତର ଆସର
ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ପାରମ୍ପରିକ ନାଚଗୀତ। ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନୃତ୍ୟ, ଡାଲଖାଇ, ଚୁଟ୍‌କୁଚୁଟା ଆଦି ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ କଳାକାରମାନେ ପ୍ରସ୍ତୁତ ହୋଇସାରିଛନ୍ତି। ବାଳକ, ବାଳିକା, ମହିଳା ଓ ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ଭେଟଘାଟ ଅବସରରେ ପୁରସ୍କୃତ କରାଯିବ।
ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମର କଣ୍ଠଶିଳ୍ପୀ ମଦନ ସୁନ୍ଦର ଭୋଇ କହନ୍ତି, ‘‘ଭୀମଭୋଇ କଳା ନିକେତନ ନାମରେ ଆମର ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ରହିଛି। ଏଥିରେ ୨୦ରୁ ଅଧିକ କଳାକାର ଅଛନ୍ତି। ଚଳିତ ନୂଆଁଖାଇକୁ ନେଇ ଆମେ ନୂଆ ଗୀତ, ନୃତ୍ୟ ଓ ବାଦ୍ୟ ପ୍ରସ୍ତୁତ କରିଛୁ। ନୂଆଁଖାଇ ଦିନଠାରୁ ମାସବ୍ୟାପୀ ବିଭିନ୍ନ ସ୍ଥାନରେ ଭେଟଘାଟ ହେବ। ଆମ ଦଳ ବିଭିନ୍ନ ସ୍ଥାନକୁ ଯାଇ କଳା ପରିବେଷଣ କରିବ।’’
ମୁର୍ଷୁଣ୍ଢୀ ଗ୍ରାମର ସୌମ୍ୟରଞ୍ଜନ ରଥ କହନ୍ତି, ‘‘ଆମ ଗ୍ରାମରେ ପ୍ରାୟ ୨ ବର୍ଷ ହେଲା ବଡ଼ ଆକାରରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଉଛି। ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମଞ୍ଚ ପ୍ରସ୍ତୁତି ସହ କଳାକାର ଓ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଚଳିତବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଆସି କଳା ପରିବେଷଣ କରିବେ।’’
ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗ୍ରାମର ସନତ ମହାକୁର ଓ ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ସରୋଜ ସାହୁ କହନ୍ତି, ‘‘ଆମ ଗ୍ରାମରେ ପ୍ରତିବର୍ଷ ନୂଆଁଖାଇ ପରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଭେଟଘାଟ ହୋଇଥାଏ। ଏଥିରେ ଗ୍ରାମର ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଏ। ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। ଏହା ସହ ନୃତ୍ୟଗୀତର ଆସର ମଧ୍ୟ ଜମିଥାଏ।’’
ନୂଆଁଖାଇ କେବଳ ନୂଆ  ଖାଇବାର ପର୍ବ ନୁହେଁ, ଏହା ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାର ପର୍ବ। ଜୁହାର ଭେଟଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ଆୟୋଜନ ପର୍ଯ୍ୟନ୍ତ ସବୁକିଛିରେ ଏହାର ନିଆରା ପରମ୍ପରା ପ୍ରତିଫଳିତ ହୋଇଥାଏ। ଏଣୁ ଚଳିତବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟକୁ ନେଇ ବୀରମହାରାଜପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଅପେକ୍ଷା ବଢ଼ିଚାଲିଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • ଜନସେବା ରୁ ରାଷ୍ଟ୍ରସେବା - 2029 ପୂର୍ବରୁ ସମସ୍ତ NDA ଶାସିତ 21 ଟି ରାଜ୍ୟରେ UCC ଲାଗୁ ହେବ - ଗୃହମନ୍ତ୍ରୀ ଅମିତ ଶାହ ବଡ ଘୋଷଣା
    1
    ଜନସେବା ରୁ ରାଷ୍ଟ୍ରସେବା
- 2029 ପୂର୍ବରୁ  ସମସ୍ତ NDA ଶାସିତ 21 ଟି ରାଜ୍ୟରେ UCC ଲାଗୁ ହେବ
- ଗୃହମନ୍ତ୍ରୀ ଅମିତ ଶାହ ବଡ ଘୋଷଣା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି NuakhaiJuhar NuakhaiTihar2026 SamaleswariTemple Samada Belpahad
    1
    ।। ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହେଲା ।।
ବେଲପାହାଡ଼ ନବନିର୍ମିତ ସମଲେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି 
NuakhaiJuhar NuakhaiTihar2026 SamaleswariTemple Samada Belpahad
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.