Shuru
Apke Nagar Ki App…
ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ଥିବା ଗୁଣ୍ଡୁରାପସି -୨ ବେଆଇନ ଖଣିରେ ଜଣେ ଶ୍ରମିକ ମାଙ୍କଡ଼ା ପଥର କାଟୁଥିବା ବେଳେ ମାଟି ଅତଡ଼ା ପଡ଼ି ମୃତ୍ୟୁ ହୋଇଛି । ଆଜି ବେଶଳିଆ ଗାଁ ର ଅକ୍ଷୟ ନାଏକ ବେଆଇନ ଖଣି ରେ ପଥର କାଟୁଥିବା ବେଳେ ଦୁର୍ଘଟଣା ଘଟି ପ୍ରାଣ ହରାଇଛନ୍ତି l ପରିବାର ଏବଂ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ଇନ୍ଦୁପୁର ଗୁଣ୍ଡିଚାପଡ଼ା ରାସ୍ତା ଅବରୋଧ କରିଥିଲେ l ପରିବାର ଲୋକଙ୍କ ଅଭିଯୋଗ ହେଉଛି ଅକ୍ଷୟ ସକାଳେ ଖଣିକୁ ଯାଇଥିଲା ବାକିଆ ଟଙ୍କା ପାଇଁ କିନ୍ତୁ ତାକୁ ହତ୍ୟା କରାଯାଇଛି l ଏହାର ବିଧିବଦ୍ଧ ତଦନ୍ତ ହୋଇ ପରିବାରଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦାବି କରିବା ତଦନ୍ତ କରି ଦୋଷୀକୁ ଦଣ୍ଡ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି l ଖଣି ମାଲିକ ମୃତ ପରିବାରକୁ ୩ ଲକ୍ଷ କ୍ଷତିପୂରଣ ଦେବାରୁ ରାସ୍ତା ଅବରୋଧ ହଟିଥିଲା । ପୋଲିସ ପକ୍ଷରୁ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । #dhenkanalshuru
Tapasdas

More news from Dhenkanal and nearby areas
- ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 83289683021
- ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter1
- ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର1
- Post by User5115 Susanta Kumar Pattnaik1
- ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।1
- nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE1
- Jay Jagannath 🙏1
- ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ1