ବିଜେପି ପକ୍ଷରୁ ନବନିଯୁକ୍ତ ସରକାରୀ ଓକିଲଙ୍କ ସ୍ୱାଗତ ସମାରୋହ ସୁବର୍ଣ୍ଣପୁର : ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ଆଇନ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅଧିବକ୍ତା ଭାଇ ଓ ଭଉଣୀମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ବେଣୁଧର ଦାସ ସଭାପତିତ୍ବ କରିଥିବା ଏକି ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର୍ ବିଧାୟକ ରଘୁନାଥ ଜଗଦଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଷା କୁମାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ବରିଷ୍ଠ ନେତା ଶରତ କୁମାର ଶତପଥୀ ପ୍ରମୁଖ କିପରି ଜନ ସାଧାରଣ ଆଇନ ଦ୍ୱାରା ନ୍ୟାୟ ପାଇ ଉପକୃତ ହୋଇ ପାରିବେ ସେଦିଗରେ ମାର୍ଗ ଦର୍ଶନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶି ସ୍ଵାଗତ ଭାଷଣ ସହ ସଭାକୁ ପରିଚାଳନା କରିଥିଲେ। ଏଥିରେ ସରକାରୀ ଓକିଲ ଭଗବତୀ ଚରଣ ମିଶ୍ର, ନନ୍ଦ କିଶୋର ତ୍ରିପାଠୀ, ବିପିନ ବିହାରୀ ବିଦ୍ୟାଧର, ବଳଦେବ ପ୍ରଧାନ, ସତ୍ୟ ମିଶ୍ର, ବିବେକାନନ୍ଦ ମିଶ୍ର, ବଳରାମ ପଟ୍ଟନାୟକଙ୍କ ସମେତ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲ, ସହକାରୀ ସରକାରୀ ଓକିଲ ମାନଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବଳରାମ ସୁନା, ସୁପ୍ରଭା ଶେଠ୍, ରାସେଶ୍ୱରୀ ସାହୁ, ରଶ୍ମି ଷଡ଼ଙ୍ଗୀ, ଆନନ୍ଦ ବାରିକ, ମଣ୍ଡଳ ସଭାପତି ଧର୍ମେନ୍ଦ୍ର ରାଉତ, ପ୍ରତାପ ବାଘ, ସୁରେଶ ବିଶ୍ଵାଳ, ମୂକୁରୁ ବାଗ, ପ୍ରବୀଣ ସାହୁ, ଉପେନ୍ଦ୍ର ନାଏକ, ଉଦ୍ଧବ ମହାକୁର, କୋଷାଧ୍ୟକ୍ଷ ବାସୁଦେବ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

- ରାଉରକେଲାରେ ବିମାନ ଦୁର୍ଘଟଣା1
- ସରସରା ପୋଷ୍ଟ ଅଫିସ ରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲା, ଅଭିଯୁକ୍ତ ଗିରଫ, ବୌଦ୍ଧ ପୋଲିସ ପ୍ରେସମିଟ୍1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1
- राउरकेला के कॉन्सर्ट में विमान दुर्घटना: स्थिति नियंत्रण में है। भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं। चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया। #rourkelasmartcity #aeroplanecrash #rourkela #aerport1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- #ଦିନେଦେଖେଇଦେଲୁରେ ratipunijn1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।1
- ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2