Shuru
Apke Nagar Ki App…
ଓଡ଼ିଶାର ପଞ୍ଚାୟତିରାଜ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ Rabi Narayan Naik ଙ୍କ ପୂଜନୀୟା ମାଆ ସ୍ୱର୍ଗତା ଶୁଭ ନାଏକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଗ୍ରାମସ୍ଥିତ ତାଙ୍କ ବାସଭବନରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି ll
Prafulla Kumar Malla
ଓଡ଼ିଶାର ପଞ୍ଚାୟତିରାଜ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ Rabi Narayan Naik ଙ୍କ ପୂଜନୀୟା ମାଆ ସ୍ୱର୍ଗତା ଶୁଭ ନାଏକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଗ୍ରାମସ୍ଥିତ ତାଙ୍କ ବାସଭବନରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି ll
More news from ଓଡ଼ିଶା and nearby areas
- ଡକାୟତକରିବା ଉଦ୍ୟମବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇଁ ପାଞ୍ଚଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି1
- *_⏰17 September 2026 | Today Horoscope | Today Astrology | Today Horoscope in Hindi | Latest | #dblive_*1
- ପୁଣି ଓଡ଼ିଶାକୁ ବାତ୍ୟା ଭୟ ବାତ୍ୟାକୁ ନେଇ ବିଭିନ୍ନ ଆକଳନ ଓ ୧୯୯୯ ମସିହା ପରି ବାତ୍ୟା ଚର୍ଚ୍ଚା କେତେ ସତ! ପୁଣି ଓଡ଼ିଶାକୁ ବାତ୍ୟା ଭୟ ବାତ୍ୟାକୁ ନେଇ ବିଭିନ୍ନ ଆକଳନ ଓ ଚର୍ଚ୍ଚା କେତେ ସତ । ୧୯୯୯ ମସିହା ଭଳି ଆଉ ଏକ ମହାପ୍ରଳୟଙ୍କାରୀ ବାତ୍ୟା ଓଡ଼ିଶାରେ କରିବ ବିଧ୍ଵଂସ । ଇସ୍ରୋ ର ଆକଳନ ଆଉ ପାଣିପାଗ ବିଶେଷଜ୍ଞଙ୍କ ମତ ଓ ପଞ୍ଜିକା ଗଣନା ଲୋକଙ୍କ ଛାତିରେ ଛନକା ପୁରାଇଛି ।1
- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l1
- ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ1
- କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି1
- 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll1
- ଜଗତସିଂହପୁର ଏସମା ବ୍ଲକ ଗୋପାଳପୁର ଠାରେ ଗଣେଷ ଭଷାଣି ବେଳେ ନଦୀରେ ଚାରି ଯୁବକ ବୁଡିଗଲେ1