logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଛ ଟିଏ ପିଲା ଟିଏ.ଗଛ ଆମର ସାଥି l କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତ ଅନ୍ତର୍ଗତ ବରିକିଆ ବାଉଲମାହା ଗ୍ରାମରେ ଗଛ ଲଗେଇବା ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି l ଦୁର୍ଗମ ଅଞ୍ଚଳ ବରିକିଆ ଏବଂ ବାଉଲ ମାହାରେ ପ୍ରଧାନମନ୍ତ୍ରୀ କହିଥିବା ମା କେ ଲିୟେ ଏକ ପେଡ଼.ତାହା ଆଜି ବରିକିଆ ବାଉଲମାହା ଗ୍ରାମ ବାସି ବେଶ ବୁଝି ଛନ୍ତି l ଗଛ ଲଗେଇବା ନିମନ୍ତେ ଗ୍ରାମ ବାସି ଡହଳ ବିକଳ ହେଲା ବେଳ ଶାନ୍ତି ମୈତ୍ରୀ ଅନୁଷ୍ଠାନଏବଂଲକମଞ୍ଚ ଆଜି ଗ୍ରାମ ବାସୀଙ୍କୁ ଯୋଗେଇ ଦେଇଛି। ଶାନ୍ତି ମୈତ୍ରୀ ଅନୁଷ୍ଠାନ ସାହାଯ୍ୟରେ ଅନେକ ଗଛ ଲଗେଇବାରେ ସଫଳ ହେଇଛନ୍ତି ଗ୍ରାମ ବାସି l କାର୍ଯ୍ୟ କର୍ତ୍ତା ଭାବେ କାର୍ଯ୍ୟ କରି ଲୋକମାନଙ୍କୁ ସଚେତନତା କରିଛନ୍ତି ଆଶିଷ ଶାସମଲ ଏବଂ ଆନ୍ଦ୍ରିୟ ଦିଗାଲ l ଏବଂ ଗଛ ଦେବା ସହିତ ଗଛ ଯତ୍ନ କିପରି ନେବା ସେ ସମସ୍ତ ବିଷୟରେ ତାଲିମ ଦେଇ ଲକମାନଙ୍କୁ ବୁଝାଅଛନ୍ତି ଏବଂ ବିଭିର୍ନ ଗାଁ ଏବଂ ସ୍କୁଲ ରେ ଗଛ ଲଗେଇବାରେ ସପଳ ହଇପାରିଛି।

on 1 August
user_Andriya Digal
Andriya Digal
Kandhamal•
on 1 August
c2c1ce93-32fc-4c9e-bb86-345216aab27f
1e85007f-93c8-44f3-87af-95036b4210c4
9ca6accf-acda-411b-923d-5d416c034ba2

ଗଛ ଟିଏ ପିଲା ଟିଏ.ଗଛ ଆମର ସାଥି l କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତ ଅନ୍ତର୍ଗତ ବରିକିଆ ବାଉଲମାହା ଗ୍ରାମରେ ଗଛ ଲଗେଇବା ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି l ଦୁର୍ଗମ ଅଞ୍ଚଳ ବରିକିଆ ଏବଂ ବାଉଲ ମାହାରେ ପ୍ରଧାନମନ୍ତ୍ରୀ କହିଥିବା ମା କେ ଲିୟେ ଏକ ପେଡ଼.ତାହା ଆଜି ବରିକିଆ ବାଉଲମାହା ଗ୍ରାମ ବାସି ବେଶ ବୁଝି ଛନ୍ତି l ଗଛ ଲଗେଇବା ନିମନ୍ତେ ଗ୍ରାମ ବାସି ଡହଳ ବିକଳ ହେଲା ବେଳ ଶାନ୍ତି ମୈତ୍ରୀ ଅନୁଷ୍ଠାନଏବଂଲକମଞ୍ଚ ଆଜି ଗ୍ରାମ ବାସୀଙ୍କୁ ଯୋଗେଇ ଦେଇଛି। ଶାନ୍ତି ମୈତ୍ରୀ ଅନୁଷ୍ଠାନ ସାହାଯ୍ୟରେ ଅନେକ ଗଛ ଲଗେଇବାରେ ସଫଳ ହେଇଛନ୍ତି ଗ୍ରାମ ବାସି l କାର୍ଯ୍ୟ କର୍ତ୍ତା ଭାବେ କାର୍ଯ୍ୟ କରି ଲୋକମାନଙ୍କୁ ସଚେତନତା କରିଛନ୍ତି ଆଶିଷ ଶାସମଲ ଏବଂ ଆନ୍ଦ୍ରିୟ ଦିଗାଲ l ଏବଂ ଗଛ ଦେବା ସହିତ ଗଛ ଯତ୍ନ କିପରି ନେବା ସେ ସମସ୍ତ ବିଷୟରେ ତାଲିମ ଦେଇ ଲକମାନଙ୍କୁ ବୁଝାଅଛନ୍ତି ଏବଂ ବିଭିର୍ନ ଗାଁ ଏବଂ ସ୍କୁଲ ରେ ଗଛ ଲଗେଇବାରେ ସପଳ ହଇପାରିଛି।

  • user_Andriya Digal
    Andriya Digal
    Baliguda, Kandhamal
    🤝
    on 1 August
More news from Kalahandi and nearby areas
  • ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    1
    ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭
    user_Bighne Rana
    Bighne Rana
    Dancer Kalahandi•
    15 hrs ago
  • ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia
    1
    ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    58 min ago
  • ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    1
    ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    5 hrs ago
  • उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    1
    उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    user_Anuj Shrma
    Anuj Shrma
    Voice of people Sambalpur•
    8 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    13 hrs ago
  • ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    1
    ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    user_Tulla tulsi
    Tulla tulsi
    Doctor Anugul•
    17 hrs ago
  • Post by Tapasdas
    1
    Post by Tapasdas
    user_Tapasdas
    Tapasdas
    Journalist Dhenkanal•
    14 hrs ago
  • ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    1
    ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.