logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।

3 hrs ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
3 hrs ago

ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।

More news from Odisha and nearby areas
  • କଟକ ଜିଲ୍ଲାର ମାଧବ ପଞ୍ଚାୟତରେ ରଜ ମହୋତ୍ସବକୁ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ପର୍ବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଣା ପାରମ୍ପରିକ ପର୍ବଗୁଡ଼ିକୁ ସୁରକ୍ଷିତ ରଖିବା। କାରଣ ବର୍ତ୍ତମାନ ସମୟରେ ଏଭଳି ପରମ୍ପରାଗୁଡ଼ିକ ଧୀରେ ଧୀରେ ବିଲୁପ୍ତ ହେଉଥିବା ଦେଖିବାକୁ ମିଳୁଛି, ତେଣୁ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ଏକ ପ୍ରୟାସ କରାଯାଉଛି।
    1
    କଟକ ଜିଲ୍ଲାର ମାଧବ ପଞ୍ଚାୟତରେ ରଜ ମହୋତ୍ସବକୁ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ପର୍ବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଣା ପାରମ୍ପରିକ ପର୍ବଗୁଡ଼ିକୁ ସୁରକ୍ଷିତ ରଖିବା। କାରଣ ବର୍ତ୍ତମାନ ସମୟରେ ଏଭଳି ପରମ୍ପରାଗୁଡ଼ିକ ଧୀରେ ଧୀରେ ବିଲୁପ୍ତ ହେଉଥିବା ଦେଖିବାକୁ ମିଳୁଛି, ତେଣୁ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ଏକ ପ୍ରୟାସ କରାଯାଉଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    6 hrs ago
  • ଭାରତର ଲୋକପ୍ରିୟ ଲୋକ ଗାୟିକା ନେହା ସିଂହ ରାଥୋଡଙ୍କର ଏକ ଲୋକ କବିତା ସଙ୍କଳନ ରହିଛି।
    1
    ଭାରତର ଲୋକପ୍ରିୟ ଲୋକ ଗାୟିକା ନେହା ସିଂହ ରାଥୋଡଙ୍କର ଏକ ଲୋକ କବିତା ସଙ୍କଳନ ରହିଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ରଜ ଉତ୍ସବ ଉପଲକ୍ଷେ ଭୁବନପୁର ଗ୍ରାମର ଉତ୍ତରମୁଖୀଙ୍କ ପ୍ରାଙ୍ଗଣରେ ଏକ ଚଇତାଳି ଘୋଡ଼ାନାଚର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ ଏବଂ ଅନ୍ୟାନ୍ୟ ସ୍ଥାନୀୟ ମୂରବୀମାନେ ମଧ୍ୟ ଉପସ୍ଥିତ ଥିଲେ।
    1
    ରଜ ଉତ୍ସବ ଉପଲକ୍ଷେ ଭୁବନପୁର ଗ୍ରାମର ଉତ୍ତରମୁଖୀଙ୍କ ପ୍ରାଙ୍ଗଣରେ ଏକ ଚଇତାଳି ଘୋଡ଼ାନାଚର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ ଏବଂ ଅନ୍ୟାନ୍ୟ ସ୍ଥାନୀୟ ମୂରବୀମାନେ ମଧ୍ୟ ଉପସ୍ଥିତ ଥିଲେ।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ଏବଂ ଥାନା ଅଞ୍ଚଳର ଜନସାଧାରଣ ନିଜର କଥା ରଖିବେ ଏବଂ ଏହାକୁ ସରକାର ତଥା ପ୍ରଶାସନିକ ଅଧିକାରୀମାନେ ଶୁଣିବେ ବୋଲି ଆଶା କରାଯାଉଛି।
    1
    ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ଏବଂ ଥାନା ଅଞ୍ଚଳର ଜନସାଧାରଣ ନିଜର କଥା ରଖିବେ ଏବଂ ଏହାକୁ ସରକାର ତଥା ପ୍ରଶାସନିକ ଅଧିକାରୀମାନେ ଶୁଣିବେ ବୋଲି ଆଶା କରାଯାଉଛି।
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ଚାମେଲି ଓଝା ମାମଲାରେ ମହାକାଳପଡା BDOଙ୍କ କାର୍ଯ୍ୟାଳୟ ଭିତରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ଗତ ୧୧ ତାରିଖରେ ଘଟିଥିବା ଏକ ଘଟଣାର ସାଂଘାତିକ ସତ ପ୍ରକାଶ କରିଛି। ଭିଡିଓ ଅନୁଯାୟୀ, ପଞ୍ଚାୟତ ସମସ୍ୟାକୁ ନେଇ BDOଙ୍କ ସହ ଆଲୋଚନା ଚାଲିଥିବା ବେଳେ ଚାମେଲି ଓଝାଙ୍କ ଜଣେ ସହଯୋଗୀ ନିଜ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡିଂ କରୁଥିଲେ। ଏହି ସମୟରେ, BDOଙ୍କ କାର୍ଯ୍ୟାଳୟରେ ଉପସ୍ଥିତ କିଛି ଲୋକ ଏହି ଭିଡିଓ ରେକର୍ଡିଂକୁ ବିରୋଧ କରିଥିଲେ ଏବଂ କାହିଁକି ଏହା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବର୍ତ୍ତମାନ ସର୍ବସାଧାରଣକୁ ଆସିଛି।
    1
    ଚାମେଲି ଓଝା ମାମଲାରେ ମହାକାଳପଡା BDOଙ୍କ କାର୍ଯ୍ୟାଳୟ ଭିତରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ଗତ ୧୧ ତାରିଖରେ ଘଟିଥିବା ଏକ ଘଟଣାର ସାଂଘାତିକ ସତ ପ୍ରକାଶ କରିଛି। ଭିଡିଓ ଅନୁଯାୟୀ, ପଞ୍ଚାୟତ ସମସ୍ୟାକୁ ନେଇ BDOଙ୍କ ସହ ଆଲୋଚନା ଚାଲିଥିବା ବେଳେ ଚାମେଲି ଓଝାଙ୍କ ଜଣେ ସହଯୋଗୀ ନିଜ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡିଂ କରୁଥିଲେ।

ଏହି ସମୟରେ, BDOଙ୍କ କାର୍ଯ୍ୟାଳୟରେ ଉପସ୍ଥିତ କିଛି ଲୋକ ଏହି ଭିଡିଓ ରେକର୍ଡିଂକୁ ବିରୋଧ କରିଥିଲେ ଏବଂ କାହିଁକି ଏହା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବର୍ତ୍ତମାନ ସର୍ବସାଧାରଣକୁ ଆସିଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    45 min ago
  • କଟକ ଜିଲ୍ଲା ଅନ୍ତର୍ଗତ ଏରଞ୍ଚ ପଞ୍ଚାୟତରେ ରଜ ମହୋତ୍ସବକୁ ଅତ୍ୟନ୍ତ ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।
    1
    କଟକ ଜିଲ୍ଲା ଅନ୍ତର୍ଗତ ଏରଞ୍ଚ ପଞ୍ଚାୟତରେ ରଜ ମହୋତ୍ସବକୁ ଅତ୍ୟନ୍ତ ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    20 hrs ago
  • ଆଜି ମୁଖ୍ୟ ଶାସନ ସଚିବ କଲେକ୍ଟରମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET ପରୀକ୍ଷାର ସୁରୁଖୁରୁରେ ପରିଚାଳନା, ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସରକାରଙ୍କ ୨ ବର୍ଷର ସଫଳତା, ଡାକ୍ତରଖାନାଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରୋଟୋକଲ୍ ପାଳନ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ବ୍ୟତୀତ, ବିଭିନ୍ନ ପ୍ରକଳ୍ପ ପାଇଁ କ୍ଷତିପୂରଣମୂଳକ ବନୀକରଣ ନିମନ୍ତେ ଜମି ଚିହ୍ନଟ, PACS/Lamps ପାଇଁ ଜମି ଚିହ୍ନଟ ଏବଂ MSME ବିଭାଗ ଦ୍ୱାରା GI ଟ୍ୟାଗ୍ ପଞ୍ଜୀକରଣ ପାଇଁ ସାମଗ୍ରୀ ଚିହ୍ନଟ ଇତ୍ୟାଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
    1
    ଆଜି ମୁଖ୍ୟ ଶାସନ ସଚିବ କଲେକ୍ଟରମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET ପରୀକ୍ଷାର ସୁରୁଖୁରୁରେ ପରିଚାଳନା, ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ସରକାରଙ୍କ ୨ ବର୍ଷର ସଫଳତା, ଡାକ୍ତରଖାନାଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରୋଟୋକଲ୍ ପାଳନ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ବ୍ୟତୀତ, ବିଭିନ୍ନ ପ୍ରକଳ୍ପ ପାଇଁ କ୍ଷତିପୂରଣମୂଳକ ବନୀକରଣ ନିମନ୍ତେ ଜମି ଚିହ୍ନଟ, PACS/Lamps ପାଇଁ ଜମି ଚିହ୍ନଟ ଏବଂ MSME ବିଭାଗ ଦ୍ୱାରା GI ଟ୍ୟାଗ୍ ପଞ୍ଜୀକରଣ ପାଇଁ ସାମଗ୍ରୀ ଚିହ୍ନଟ ଇତ୍ୟାଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଓଡ଼ିଶାରେ ମୌସୁମୀ ଛୁଇଁ ସାରିଥିଲେ ମଧ୍ୟ ବର୍ଷା ଅଭାବରୁ ତାତିରୁ ତ୍ରାହି ମିଳୁନାହିଁ। ଏହି ପରିସ୍ଥିତି ଚାଷୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି, କାରଣ ଏବର୍ଷ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ମୌସୁମୀ ଓଡ଼ିଶା ଛୁଇଁ ସାରିଥିବା ବେଳେ ବର୍ଷା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ବିଶେଷକରି ରଜ ପର୍ବ ସମୟରେ ବର୍ଷା ପରିବର୍ତ୍ତେ ଅତ୍ୟଧିକ ତାତି ଲୋକଙ୍କୁ ନାକେଦମ କରିଛି।
    1
    ଓଡ଼ିଶାରେ ମୌସୁମୀ ଛୁଇଁ ସାରିଥିଲେ ମଧ୍ୟ ବର୍ଷା ଅଭାବରୁ ତାତିରୁ ତ୍ରାହି ମିଳୁନାହିଁ। ଏହି ପରିସ୍ଥିତି ଚାଷୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି, କାରଣ ଏବର୍ଷ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ମୌସୁମୀ ଓଡ଼ିଶା ଛୁଇଁ ସାରିଥିବା ବେଳେ ବର୍ଷା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ବିଶେଷକରି ରଜ ପର୍ବ ସମୟରେ ବର୍ଷା ପରିବର୍ତ୍ତେ ଅତ୍ୟଧିକ ତାତି ଲୋକଙ୍କୁ ନାକେଦମ କରିଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଖଜୁରିଆରେ ଏକ ଗାଁ ପୋଖରୀରେ ମାଛ ଭାଗବଣ୍ଟାକୁ ନେଇ ବିଚ ରାସ୍ତାରେ ଠେଙ୍ଗା ପାହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।
    1
    ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଖଜୁରିଆରେ ଏକ ଗାଁ ପୋଖରୀରେ ମାଛ ଭାଗବଣ୍ଟାକୁ ନେଇ ବିଚ ରାସ୍ତାରେ ଠେଙ୍ଗା ପାହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.