Shuru
Apke Nagar Ki App…
ଏପ୍ରିଲ ପହିଲା ବା ଓଡିଶା ଦିବସ 2026 ଢେଙ୍କାନାଳ ଜିଲ୍ଲା ରେ ମଧ୍ୟ ମହିଆଡମ୍ଭର ରେ ଆସନ୍ତା ଏକ ତାରିଖ ରେ ସହର ସ୍ଥିତ ଅଡିଟୈରିରମ ହଲ ଠାରେ ପାଳନ କରାଯିବ ଏଥିରେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦାନ କରିବାର କାର୍ଯ୍ୟକ୍ରମ ଅଛି
Dipak Kumar Nayak
ଏପ୍ରିଲ ପହିଲା ବା ଓଡିଶା ଦିବସ 2026 ଢେଙ୍କାନାଳ ଜିଲ୍ଲା ରେ ମଧ୍ୟ ମହିଆଡମ୍ଭର ରେ ଆସନ୍ତା ଏକ ତାରିଖ ରେ ସହର ସ୍ଥିତ ଅଡିଟୈରିରମ ହଲ ଠାରେ ପାଳନ କରାଯିବ ଏଥିରେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦାନ କରିବାର କାର୍ଯ୍ୟକ୍ରମ ଅଛି
More news from ଓଡ଼ିଶା and nearby areas
- ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।1
- Post by Dhenkanal News1
- Post by Dipak Kumar Nayak1
- Post by Narendra Kumar Das1
- ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।1
- ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...1
- ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନୋତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ। ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର । ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି. Byt - ଉକ୍ତ ମହିଳା4
- ଢେଙ୍କାନାଳ ମଧ୍ୟପ୍ରାଚ୍ୟ ଅଂଚଳରେ ଯୁଦ୍ଧ ଚାଲିଥିବା ଯୋଗୁଁ ରନ୍ଧନ ଗ୍ୟାସ ଅଭାବ ଏବଂ ସାର ସଙ୍କଟ ଉତ୍କଟ ହେବାରେ ଲାଗିଛି । ଗରୀବ ଠାରୁ ମଧ୍ୟବିତ ପରିବାର ଘରେ, ଜଳଖୁଆ ଦୋକାନରେ, ହଷ୍ଟେଲ କ୍ୟାଟିନ୍ରେ ଚୁଲା ଜଳି ପାରୁନାହିଁ । ଗାଁ ଗଣ୍ଡାରେ ଲୋକେ ଶୁଖୁଲା ପତ୍ର, ତାଳ ବରଡା ଜାଳି ରୋଷେଇ କରୁଛନ୍ତି । ଜଳଖୁଆ ଦୋକାନୀ ବେପାର ବନ୍ଦ କରି ଦେଇଛନ୍ତି । ହଷ୍ଟେଲରେ ପିଲାମାନେ ଗୋଟାଏ ବକ୍ତ ରନ୍ଧାଖାଦ୍ୟ ପାଉଛନ୍ତି । ଏହାକୁ ଲକ୍ଷ୍ୟକରି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା କଂଗ୍ରେସ ଭାରପ୍ରାପ୍ତ ସଭାପତି ବିନୟ କୁମାର ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।1