logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ମେହେନ୍ଦିନଗର ପଞ୍ଚାୟତ କାର୍ଯ୍ୟଲୟରେ ପଞ୍ଚାୟତ ବୈଠକ ଚାଲୁଥିବା ବେଳେ ସରପଞ୍ଚ ଙ୍କୁ ପ୍ରତିନିଧି ଙ୍କୁ ୱାର୍ଡମେମ୍ବର ଙ୍କ ମରଣାତ୍ମକ ଆକ୍ରମଣ, ଅଭିଯୋଗ ଆଣିଲେ ସରପଞ୍ଚ ଙ୍କ ପ୍ରତିନିଧି..!

2 hrs ago
user_Sarbeswar malik
Sarbeswar malik
Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
2 hrs ago

କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ମେହେନ୍ଦିନଗର ପଞ୍ଚାୟତ କାର୍ଯ୍ୟଲୟରେ ପଞ୍ଚାୟତ ବୈଠକ ଚାଲୁଥିବା ବେଳେ ସରପଞ୍ଚ ଙ୍କୁ ପ୍ରତିନିଧି ଙ୍କୁ ୱାର୍ଡମେମ୍ବର ଙ୍କ ମରଣାତ୍ମକ ଆକ୍ରମଣ, ଅଭିଯୋଗ ଆଣିଲେ ସରପଞ୍ଚ ଙ୍କ ପ୍ରତିନିଧି..!

More news from ଓଡ଼ିଶା and nearby areas
  • 35 ଲକ୍ଷ୍ୟ ଗାଡ଼ିରୁ 1300 କୋଟି ଜୋରିମନା ଆଦାୟ କରିବା ବନ୍ଦ କରି ରଦ୍ଦ କର:ନବ ନିର୍ମାଣ ଯୁବ ସଂଗଠନ
    1
    35 ଲକ୍ଷ୍ୟ ଗାଡ଼ିରୁ 1300 କୋଟି ଜୋରିମନା ଆଦାୟ କରିବା ବନ୍ଦ କରି ରଦ୍ଦ କର:ନବ ନିର୍ମାଣ ଯୁବ ସଂଗଠନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • Significant cultural rise in 2025, India.
    1
    Significant  cultural rise in 2025, India.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆମପାଇଁ ଏକ ଅମୂଲ୍ୟ ଗ୍ରନ୍ଥ। (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ,ଟିକିତାରା ଶିଶୁ କିଶୋର ଷାଣ୍ମାସିକ ପତ୍ରିକାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ତିଥି ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସ ପି ବିଶ୍ୱପ୍ରକାଶ ପଟ୍ଟନାୟକ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ଏବଂ ଶ୍ରୀମତୀ ରେଣୁକା ମିଶ୍ର ଯୋଗଦେଇ ଶିଶୁ କିଶୋର ସାହିତ୍ୟ ସୃଷ୍ଟିରେ ବର୍ଣ୍ଣବୋଧର ଭୂମିକା ବିଷୟରେ ଆଲୋକପାତ କରିବା ସହ ଟିକିତାରା ପକ୍ଷରୁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ବିଦ୍ୟାଳୟ ମାନଙ୍କରେ ଯେଉଁ କାର୍ଯ୍ୟକ୍ରମ କରାଯାଇଛି ସେଥିପାଇଁ ସମ୍ପାଦକଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସୁଲଭ ପ୍ରକାଶନୀ ପୁରୀଙ୍କ ଦ୍ୱାରା ପ୍ରକାଶିତ ବିପିନ ବିହାରୀ ଦଳାଇଙ୍କ ସଂପାଦିତ ଶିଶୁ କିଶୋର ଗଳ୍ପ ସଂକଳନ ଏବଂ ଶିଶୁ କିଶୋର କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ଶିକ୍ଷାଦାନ ସହିତ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀଯୁକ୍ତ ଅଜୟ କୁମାର ବଳିଆର ସିଂହ, ଉର୍ବଶିନୀ ନାୟକ, ଶ୍ରୀଯୁକ୍ତ ଯୋଗେଶ୍ଵର ନାୟକ, ଶ୍ରୀଯୁକ୍ତ ସହଦେଵ ସାହୁ, ଶ୍ରୀମତୀ ସସ୍ମିତା ଜେନା, ଶ୍ରୀଯୁକ୍ତ ରାଜକିଶୋର ସାହୁ, ଶ୍ରୀମତୀ ଲୋପାମୁଦ୍ରା କର, ଶ୍ରୀମତୀ ଗୋଲ୍ଡି ଭଞ୍ଜଙ୍କୁ ଟିକିତାରା ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନନ୍ତ ପ୍ରଧାନ, ସତ୍ୟଭାମା ନାୟକ, ଅଜୟ ପଣ୍ଡା, ସୁବାସ ଚନ୍ଦ୍ର ପରିଡ଼ା, ଭାରତୀ ଭୂଷଣ ଦାସ, ଜାନକୀ ବଲ୍ଲଭ ଦାଶ, ସୁନନ୍ଦା ଦାଶ, ପ୍ରତିଭା ଦାଶ, ପର୍ବାଣୀ ଦାସ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।
    4
    ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆମପାଇଁ ଏକ ଅମୂଲ୍ୟ ଗ୍ରନ୍ଥ।
(ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ,ଟିକିତାରା ଶିଶୁ କିଶୋର ଷାଣ୍ମାସିକ ପତ୍ରିକାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ତିଥି ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସ ପି ବିଶ୍ୱପ୍ରକାଶ ପଟ୍ଟନାୟକ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ଏବଂ ଶ୍ରୀମତୀ ରେଣୁକା ମିଶ୍ର ଯୋଗଦେଇ ଶିଶୁ କିଶୋର ସାହିତ୍ୟ ସୃଷ୍ଟିରେ ବର୍ଣ୍ଣବୋଧର ଭୂମିକା ବିଷୟରେ ଆଲୋକପାତ କରିବା ସହ ଟିକିତାରା ପକ୍ଷରୁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ବିଦ୍ୟାଳୟ ମାନଙ୍କରେ ଯେଉଁ କାର୍ଯ୍ୟକ୍ରମ କରାଯାଇଛି ସେଥିପାଇଁ ସମ୍ପାଦକଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସୁଲଭ ପ୍ରକାଶନୀ ପୁରୀଙ୍କ ଦ୍ୱାରା ପ୍ରକାଶିତ ବିପିନ ବିହାରୀ ଦଳାଇଙ୍କ ସଂପାଦିତ ଶିଶୁ କିଶୋର ଗଳ୍ପ ସଂକଳନ ଏବଂ ଶିଶୁ କିଶୋର କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ଶିକ୍ଷାଦାନ ସହିତ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀଯୁକ୍ତ ଅଜୟ କୁମାର ବଳିଆର ସିଂହ, ଉର୍ବଶିନୀ ନାୟକ, ଶ୍ରୀଯୁକ୍ତ ଯୋଗେଶ୍ଵର ନାୟକ, ଶ୍ରୀଯୁକ୍ତ ସହଦେଵ ସାହୁ, ଶ୍ରୀମତୀ ସସ୍ମିତା ଜେନା, ଶ୍ରୀଯୁକ୍ତ ରାଜକିଶୋର ସାହୁ, ଶ୍ରୀମତୀ ଲୋପାମୁଦ୍ରା କର, ଶ୍ରୀମତୀ ଗୋଲ୍ଡି ଭଞ୍ଜଙ୍କୁ ଟିକିତାରା ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନନ୍ତ ପ୍ରଧାନ, ସତ୍ୟଭାମା ନାୟକ, ଅଜୟ ପଣ୍ଡା, ସୁବାସ ଚନ୍ଦ୍ର ପରିଡ଼ା, ଭାରତୀ ଭୂଷଣ ଦାସ, ଜାନକୀ ବଲ୍ଲଭ ଦାଶ, ସୁନନ୍ଦା ଦାଶ, ପ୍ରତିଭା ଦାଶ, ପର୍ବାଣୀ ଦାସ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ବାଲେଶ୍ବର: ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
    1
    ବାଲେଶ୍ବର: ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    19 hrs ago
  • ବାଂଲାଦେଶୀ ଲୋକ ଓଡିଶା ଲୋକ ଙ୍କୁ ଦେଲା sms 🤬
    1
    ବାଂଲାଦେଶୀ ଲୋକ ଓଡିଶା ଲୋକ ଙ୍କୁ ଦେଲା sms 🤬
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    2 hrs ago
  • କରଞ୍ଜିଆ ଓ ଦୁଧିଆଣି ବନାଞ୍ଚଳରେ ଗୋଠଛଡା ଦନ୍ତାହାତୀର ଉପଦ୍ରବ,ପୋଖରିଆ ଗ୍ରାମରେ ଗୋଟିଏ ଘର ଭାଙ୍ଗି ଧାନ ଚାଉଳ ଖାଇଲା,ଅଳ୍ପକେ ବର୍ତ୍ତିଲେ ପରିବାର ବର୍ଗ
    1
    କରଞ୍ଜିଆ ଓ ଦୁଧିଆଣି ବନାଞ୍ଚଳରେ ଗୋଠଛଡା ଦନ୍ତାହାତୀର ଉପଦ୍ରବ,ପୋଖରିଆ ଗ୍ରାମରେ ଗୋଟିଏ ଘର ଭାଙ୍ଗି ଧାନ ଚାଉଳ ଖାଇଲା,ଅଳ୍ପକେ ବର୍ତ୍ତିଲେ ପରିବାର ବର୍ଗ
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    3 hrs ago
  • କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ରେ, ସାସଂଦ ଙ୍କ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ରେ ବ୍ୟାପକ ଅନିୟମିତତା, ଅଭିଯୋଗ ଆଣିଲେ , ଗରଦପୁର ରୁ ଆସିଥିବା ଖେଳାଳି
    1
    କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ରେ, ସାସଂଦ ଙ୍କ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ରେ ବ୍ୟାପକ ଅନିୟମିତତା, ଅଭିଯୋଗ ଆଣିଲେ , ଗରଦପୁର ରୁ ଆସିଥିବା ଖେଳାଳି
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    13 hrs ago
  • ଜେପି ଭାତରେ ମାରୁଚି ଓ ହାତରେ ଆମ ଆଦମୀ ନେତା ଶାହରୁଖକୁ ମାରିଚି:ଆମ ଆଦମୀ ପାର୍ଟି
    1
    ଜେପି ଭାତରେ ମାରୁଚି ଓ ହାତରେ ଆମ ଆଦମୀ ନେତା ଶାହରୁଖକୁ ମାରିଚି:ଆମ ଆଦମୀ ପାର୍ଟି
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.