ସବଡେଗା ହନୁମାନ ମନ୍ଦିରରେ ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସବଡେଗା ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଓ ନବବର୍ଷ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ସବଡେଗା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ପବନ ସୁତ୍ ହନୁମାନ କମିଟି ର ସଭାପତି ବିଶ୍ୱଜିତ୍ ପଟେଲଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସମସ୍ତ ସଦସ୍ୟ ଏଥିରେ ସମ୍ପୂର୍ଣ ସହଯୋଗ ରହିଥିଲା ।

- ଗତକାଲି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସବଡେଗା ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଓ ନବବର୍ଷ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ସବଡେଗା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ପବନ ସୁତ୍ ହନୁମାନ କମିଟି ର ସଭାପତି ବିଶ୍ୱଜିତ୍ ପଟେଲଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସଦସ୍ୟ ରବୀନ୍ଦ୍ର ସାହୁ, ଗଣେଶ ପ୍ରଧାନ, ଜାନକୀ ନନ୍ଦନ ଭୋଇ , ତପୋଧନ ବିଶି, ରମେଶ ଶତପଥୀ, ଈଶ୍ୱର ଚନ୍ଦ୍ର ପଟେଲ, ରାଜୁ ପଟେଲ,ଜଟ ନାନା ସହିତ ଅଞ୍ଚଳର ମାଆ ମାନଙ୍କ ଏଥିରେ ସମ୍ପୂର୍ଣ ସହଯୋଗ ରହିଥିଲା ।1
- Jharsuguda Day 2026 was celebrated with great pomp. For the first time, the birthday of former Speaker, founder of Jharsuguda district and Vishwakarma veteran Shri Kishore Mohanty was celebrated as Jharsuguda Day by Sambalpuriya Youth Association at Jharsuguda MCL Auditorium.1
- Post by Biswanath Patel1
- ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।1
- बामरा में लखपति दीदी के तहत कई महिलाओं को आर्थिक सहायता1
- କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। 📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।1
- It's been closed for two years. The administration refuses to listen even when I speak to them. That's why I'm leaving the news channel location chiplima chubdipada nf colony1
- ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସବଡେଗା ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଓ ନବବର୍ଷ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ସବଡେଗା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ପବନ ସୁତ୍ ହନୁମାନ କମିଟି ର ସଭାପତି ବିଶ୍ୱଜିତ୍ ପଟେଲଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସମସ୍ତ ସଦସ୍ୟ ଏଥିରେ ସମ୍ପୂର୍ଣ ସହଯୋଗ ରହିଥିଲା ।1