logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମସ୍ତ ବିଦ୍ୟାଳୟର HM Sir & Mam ମାନଙ୍କୁ ଅନୁରୋଧ.................

2 hrs ago
user_ରମେଶ ଚନ୍ଦ୍ର ଜେନା
ରମେଶ ଚନ୍ଦ୍ର ଜେନା
Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
2 hrs ago
90c21d3b-44d0-486c-a56c-f9e7e03060bf

ସମସ୍ତ ବିଦ୍ୟାଳୟର HM Sir & Mam ମାନଙ୍କୁ ଅନୁରୋଧ.................

More news from ଓଡ଼ିଶା and nearby areas
  • *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*
    1
    *ଜଣେ ପ୍ରାଥମିକ ଶିକ୍ଷକ ନୁହେଁ ସଂଗଠକ କଲେଜ ପଢିବାଠୁ ଆରମ୍ଭ କରି ଶିକ୍ଷକ ହେବା ଯାଏ ! ଯିଏ ସଂଗଠନ ସହିତ ଯୋଡ଼ିତ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ନ୍ୟାୟ, ହକ ପାଇଁ ପ୍ରତି ମୁହୂର୍ତ୍ତରେ ଲଢୁଥିବା ବ୍ୟକ୍ତିତ୍ୱ ! ନିଜ ପରିବାର ପାଇଁ ସମୟ ନଦେଇ ବିଭିନ୍ନ ଜିଲ୍ଲା, ବ୍ଲକ ଯାଇ ସଂଗଠନ କରନ୍ତି ! ନିଜ ବାପାଙ୍କ ଦେହ ଅସୁସ୍ଥ ଥାଇ ମଧ୍ୟ ଅନେକ ସମୟରେ ଶିକ୍ଷକ ବୈଠକରେ ଯୋଗଦାନ କରିଛନ୍ତି! ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ମନ୍ତ୍ରୀ ସବୁବେଳେ ରୋକଠୋକ କୁହନ୍ତି ଶିକ୍ଷକ ନ୍ୟାୟ ପାଇଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହୁଏ ସମସ୍ତ ଶିକ୍ଷକ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଅନ୍ତି ! ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ତଥା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପିଷ୍ଟା, ରାଜ୍ୟ ସମ୍ପାଦକ, ବିଭୁ ପ୍ରସାଦ ସାହୁ 🙏🏻 ଗତକାଲି HEART STOCK ରେ ଆରପାରିକୁ ଚାଲିଗଲେ !🙏🏻🙏🏻🙏🏻ଦୁଃଖଦ ଘଟଣା ଶିକ୍ଷକ ନ୍ୟାୟ ପାଇଁ ଯିଏ ସମସ୍ତ ଶିକ୍ଷକ ସଂଗଠନକୁ "ହାତଯୋଡି" ନେହୁରା ହୋଇ କହୁଥିଲେ 2022 ମସିହାରେ ରାଜ୍ୟରେ ବୃହତ୍ତର ଆନ୍ଦୋଳନ ଜାରି ରଖନ୍ତୁ କୌଣସି ପରିସ୍ଥିତିରେ ଆନ୍ଦୋଳନ ଭାଙ୍ଗନ୍ତୁ ନାହିଁ  !🙏🏻 ଆଜି ସେଭଳି ଲଢୁଆ ସଂଗ୍ରାମୀ ନେତୃତ୍ୱଙ୍କୁ ହରାଇଲୁ 🙏🏻 ହେ ପ୍ରଭୁ ଜଗନ୍ନାଥ ବିଭୁ ଭାଇଙ୍କୁ ପୁଣି ଫେରାଇ ଆଣନ୍ତୁ ଆମେ ଏକାଠି ହୋଇ ବୈଠକ କରିବା ଶିକ୍ଷକ ସମାଜ ପାଇଁ ଲଢ଼ିବା !*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    25 min ago
  • ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ। ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ
    1
    ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ,
 ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ।
ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ
ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    22 hrs ago
  • ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।
    1
    ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା ।
ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା  ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    23 hrs ago
  • ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର
    1
    ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    14 hrs ago
  • ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    1
    ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ  ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ।  ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। 
#JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    22 hrs ago
  • ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି
    1
    ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    14 hrs ago
  • ❤️❤️❤️🌺🌺🌺🌺🌺🙏🙏🙏ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ!ଭଵ ତୁମେ 🙏🙏🙏
    1
    ❤️❤️❤️🌺🌺🌺🌺🌺🙏🙏🙏ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ!ଭଵ ତୁମେ 🙏🙏🙏
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha
    1
    ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ
ଯାଜପୁର ର ଚାଞ୍ଚଲ୍ୟକର ଖବର। 
 #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha
    user_Jitubehera     news19ଓଡ଼ିଶା
    Jitubehera news19ଓଡ଼ିଶା
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.