Shuru
Apke Nagar Ki App…
ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
NEWS7ODIA
ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
More news from ଓଡ଼ିଶା and nearby areas
- ଅଗ୍ରପୂଜ୍ୟଙ୍କ ଗମନରେ ଉତ୍ସବ ମୁଖର ଗାଁ ରୁ ସହର ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା। ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା । ବିଭିନ୍ନ ମଣ୍ଡପରେ ପୂଜା ପାଇଲେ ପ୍ରଭୁ ଗଜାନନ । ପଲ୍ଲୀର ଶାନ୍ତ ପରିବେଶଠାରୁ ଆରମ୍ଭ କରି ସହରର କୋଳାହଳପୂର୍ଣ୍ଣ ଛକ ପର୍ଯ୍ୟନ୍ତ ସବୁଠି ପ୍ରଭୁଙ୍କ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଢୋଲ, ମହୁରୀ, ଘଣ୍ଟ ତାଳେ ତାଳେ ଶ୍ରଦ୍ଧାଳୁମାନେ ଝୁମିଉଠୁଛନ୍ତି। ଗାଁ ଗହଳିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କୁ ସଂକୀର୍ତ୍ତନ ଓ ସହ ବଡ଼ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।1
- Post by Bhadrak bulletin1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ1
- ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି1
- ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ସମସ୍ତଙ୍କୁ ନୂଆଁଖାଇ ଜୁହାର!1
- 🦊🐺 Tension Free❤️❤️❤️❤️❤️🌺🌺🌺🌺🌺👌👌👌👌👌👍👍👍👍👍..1
- ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ମହାଡମ୍ବର ରେ ପାଳିତ ହୋଇଛି କୁମାର ଗଣେଶ ପୂଜା #goibindapur #bhadrak1