Shuru
Apke Nagar Ki App…
ଅଗ୍ରପୂଜ୍ୟଙ୍କ ଗମନରେ ଉତ୍ସବ ମୁଖର ଗାଁ ରୁ ସହର ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା। ବିଘ୍ନହର୍ତ୍ତାଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା । ବିଭିନ୍ନ ମଣ୍ଡପରେ ପୂଜା ପାଇଲେ ପ୍ରଭୁ ଗଜାନନ । ପଲ୍ଲୀର ଶାନ୍ତ ପରିବେଶଠାରୁ ଆରମ୍ଭ କରି ସହରର କୋଳାହଳପୂର୍ଣ୍ଣ ଛକ ପର୍ଯ୍ୟନ୍ତ ସବୁଠି ପ୍ରଭୁଙ୍କ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଢୋଲ, ମହୁରୀ, ଘଣ୍ଟ ତାଳେ ତାଳେ ଶ୍ରଦ୍ଧାଳୁମାନେ ଝୁମିଉଠୁଛନ୍ତି। ଗାଁ ଗହଳିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କୁ ସଂକୀର୍ତ୍ତନ ଓ ସହ ବଡ଼ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ❤️❤️❤️🌺🌺🌺🌺🌺🙏🙏🙏ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ!ଭଵ ତୁମେ 🙏🙏🙏1
- ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପଶ୍ଚିମ ଓଡିଶା ପରିବେଶ। ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ, ପରମ୍ପରା ଓ ଭକ୍ତିରେ ମୁଖର ହେଲା ପରିବେଶ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବଦିନ ଇଷ୍ଟଦେବୀଙ୍କୁ ନିମନ୍ତ୍ରଣ କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ପରମ୍ପରା। ଏହି ରୀତିନୀତିକୁ ସ୍ଥାନୀୟ ଭାଷାରେ 'ଡାକ ହାକ' ବା ନିମନ୍ତ୍ରଣ ପର୍ଯ୍ୟାୟର ଏକ ମୁଖ୍ୟ ଅଂଶ ଭାବେ ଗଣାଯାଏ1
- ମନ୍ଦିର ବିବାଦ ଦୁଇ ଗ୍ରାମର ଆସ୍ଥା, ବିଶ୍ୱାସ ଓ ଭାଇଚାରା ସମ୍ପର୍କକୁ ଭାଙ୍ଗିଦେଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସରବଣା ଓ ହାଟ ସିଙ୍ଗାପୁର ମଧ୍ୟରେ ଲାଗିଥିବା ମନ୍ଦିର ବିବାଦ କୁ ନେଇ ୧୪୪ଧାରା ଜାରି କରି ନୋଟିସ ମାରିଲା ପ୍ରଶାସନ l ଯେଉଁଠି ବର୍ଷ ବର୍ଷର ଭାଇଚାରା, ଆସ୍ଥା ଓ ବିଶ୍ୱାସକୁ ଭାଙ୍ଗିଦେଇଛି ।1
- ବ୍ୟାସନଗରରେ ଚାଲିଥିଲା ସେକ୍ସ ରାକେଟ୍: ରାଣୀ ମହୁମାଛି ସହ ୬ ଅଟକ!#koraipolice #byasanagar #koraiiic #sexscandal #focusଯାଜପୁର1
- ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia1
- ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଓଡ଼ିଶା #Sambalpur #Odisha1