Shuru
Apke Nagar Ki App…
ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ ଧକାରେ ପାଞ୍ଚୋଟି ଗାଇ ମୃତ : ପ୍ରତିବାଦରେ ରାସ୍ତା ଅବରୋଧ ଦିନକୁ ଦିନ ମାଙ୍କଡା ପଥର ଚୋରା ଚାଲାଣ ବଢ଼ିବାରେ ଲାଗିଛି l ପଥର ମାଫିଆ ମାନେ ରାତିରେ ଚୋରା ଚାଲାଣ ବେଳେ ରାସ୍ତାରେ ବେପରୁଆ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଛି l ଯାହା ଦ୍ୱାରା କେତେବେଳେ ମଣିଷ ତ କେତେବେଳେ ଗାଇ ଗୋରୁ ଗାଡି ଧକ୍କା ରେ ମୃତ୍ୟୁ ହେଉଥିବା ନଜିର ରହିଛି l ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜ଼ିଲ୍ଲା ଜଙ୍କିଆ ଥାନା ଅଧୀନ ସିକୋ ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଗତକାଲି ବିଳମ୍ବିତ ରାତ୍ରି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଟ୍ରକ ଦ୍ୱାରା ମାଙ୍କଡା ପଥର ଚୋରା ଚାଲାଣ ବେଳେ ଟ୍ରକ ଧକ୍କା ରେ ପାଞ୍ଚୋଟି ଗାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳୁ ସିକୋ ଗ୍ରାମବାସୀ ଏହି ଘଟଣାକୁ ନେଇ ପ୍ରତିବାଦ କରି ସରଣକୂଳ - ପୁରୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର ଅଟକି ରହିଛି l
ଦୀପକ କୁମାର ପ୍ରଧାନ
ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ ଧକାରେ ପାଞ୍ଚୋଟି ଗାଇ ମୃତ : ପ୍ରତିବାଦରେ ରାସ୍ତା ଅବରୋଧ ଦିନକୁ ଦିନ ମାଙ୍କଡା ପଥର ଚୋରା ଚାଲାଣ ବଢ଼ିବାରେ ଲାଗିଛି l ପଥର ମାଫିଆ ମାନେ ରାତିରେ ଚୋରା ଚାଲାଣ ବେଳେ ରାସ୍ତାରେ ବେପରୁଆ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଛି l ଯାହା ଦ୍ୱାରା କେତେବେଳେ ମଣିଷ ତ କେତେବେଳେ ଗାଇ ଗୋରୁ ଗାଡି ଧକ୍କା ରେ ମୃତ୍ୟୁ ହେଉଥିବା ନଜିର ରହିଛି l ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜ଼ିଲ୍ଲା ଜଙ୍କିଆ ଥାନା ଅଧୀନ ସିକୋ ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଗତକାଲି ବିଳମ୍ବିତ ରାତ୍ରି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଟ୍ରକ ଦ୍ୱାରା ମାଙ୍କଡା ପଥର ଚୋରା ଚାଲାଣ ବେଳେ ଟ୍ରକ ଧକ୍କା ରେ ପାଞ୍ଚୋଟି ଗାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳୁ ସିକୋ ଗ୍ରାମବାସୀ ଏହି ଘଟଣାକୁ ନେଇ ପ୍ରତିବାଦ କରି ସରଣକୂଳ - ପୁରୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର ଅଟକି ରହିଛି l
More news from Ganjam and nearby areas
- ବରମୁଣ୍ଡା ବସଷ୍ଟାଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର , ଦହିବରା ଆଳୁଦମ୍ ଓ ଦୋସା କୁ ଭି ପ୍ରଶଂସା କରିଛନ୍ତି। ଆଶ୍ଚର୍ଯ୍ୟ ହେଇଗଲେ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର, ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ର ଙ୍କ ମୁହଁରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ର ପ୍ରଶଂସା କହିଲେ ବସଷ୍ଟାଣ୍ଡ୍ ଦେଖି ଭର୍ମରେ ପଡ଼ିଗଲି ଭାବିଲି ଏୟରପୋର୍ଟ ଭିତରେ ଅଛି ! କହିଲେ ଜୀବନରେ ଇଣ୍ଡିଆ ଭିତରେ ଏମିତି ବସଷ୍ଟାଣ୍ଡ ଦେଖିନଥିଲି.1
- बाबा जी On Fire 🔥 रायबरेली में राहुल की सूखी धुलाई... राहुल गाँधी जवाब देना सीखीये.. लोकतंत्र में आग लगाकर पल्ला झाडकर मत भागिए.....1
- ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।1
- ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ1
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।1
- ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ1
- Gen G , अल्फा, बीटा, गामा, और पजामा Beta को *कम्यनिस्टों और वामपंथी उदारवादियों से* "छात्र विरोध" के बारे में सीखना चाहिए कुछ सीखे....❓1
- କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।1
- ଗୁରାପଲି ଛକରେ ସଡ଼କ ଦୁର୍ଘଟଣା. 2 ଆହତ , ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି ଗୁରlପାଲି ଛକରେ ସଡ଼କ ଦୁର୍ଘଟଣା , ଚୁରମାର୍ ହେଇଗଲା କାର୍, ଟ୍ରକ୍ ପଛକୁ ପିଟିଲା କାର, 2 ଆହତ ଆହତଙ୍କୁ ହସ୍ପିଟାଲରେ ଭର୍ତି1