logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।

12 hrs ago
user_Nrusingh Barik
Nrusingh Barik
Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
12 hrs ago

କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।

More news from ଓଡ଼ିଶା and nearby areas
  • କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।
    1
    କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା 
ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ #LatestNews #UpdateNews #apanankakhabara #news #OdishaNews #odisha
    1
    ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ 
ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ #LatestNews #UpdateNews #apanankakhabara #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    16 hrs ago
  • ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର
    1
    ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    13 hrs ago
  • ଢେଙ୍କାନାଳ ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ
    2
    ଢେଙ୍କାନାଳ  ମେଡିକାଲ ରେ ଏକ ବ୍ଳଡ ଆନାଲାଇଜର ମେସିନ  ଜିଲ୍ଲା ସାମ୍ବାଦିକ ସଭାପତି ଶ୍ରୀଯୁକ୍ତ ପ୍ରଶ୍ନନ ପଟ୍ଟନାୟକ ଏବଂ ଅନ୍ୟ ସାମ୍ବାଦିକ ଙ୍କ ଉପସ୍ଥିତି ରେ ମେଡିକାଲ କୁ ପ୍ରଦାନ କରାଗଲା
ଏହି କାଯ୍ୟକ୍ରମ ରେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର  ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ରମେଶ  ସେଠୀ ଜିଲ୍ଲା ମୣଖ୍ୟ ଚିକିତ୍ସା ଅଧିକାରୀ ଡା ଏନ୍ ଡି ସି ବେହେରା ଡା ରାଜକିଶୋର ସେଠୀ, ବରିଷ୍ଠ ସାମ୍ବାଦିକ ପ୍ରଶ୍ନନ ପଟ୍ଟନାୟକ, ଅଥୟ ସାହୁ, ଦୀପକ ନାୟକ, ବିନେଦ ମହାନ୍ତି, ଲକ୍ଷ୍ମୀକାନ୍ତ ସାହୁ  ରାଜଶ୍ରୀ ଶତପଥି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    14 hrs ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    21 hrs ago
  • Gen G , अल्फा, बीटा, गामा, और पजामा Beta को *कम्यनिस्टों और वामपंथी उदारवादियों से* "छात्र विरोध" के बारे में सीखना चाहिए कुछ सीखे....❓
    1
    Gen G , अल्फा, बीटा, गामा, और पजामा Beta को *कम्यनिस्टों और वामपंथी उदारवादियों से* "छात्र विरोध" के बारे में सीखना चाहिए 

कुछ सीखे....❓
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଜଣେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଙ୍କେଶୁ ସ୍କୁଲରେ ପାଠ ପଢ଼ୁଛନ୍ତି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଙ୍କେଶୁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଗୃହ ରହିଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଆଉ ଦୁଇ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଧ୍ୟୟନ ପାଇଁ ୪ଟି ଶ୍ରଣିଗୃହ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଚତୁର୍ପାଶ୍ବରେ ବାଉଣ୍ଡାରୀ ଓ୍ବାଲ ନିର୍ମାଣର ଆବଶ୍ୟକତା ରହିଥିବା ଅଭିଭାବକ ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଏହି ସମସ୍ୟା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରଂବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୈ।ଣସି ସୁଫଳ ମିଳିପାରି ନାହିଁ ।
    1
    ଜଣେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାଙ୍କେଶୁ ସ୍କୁଲରେ ପାଠ ପଢ଼ୁଛନ୍ତି।
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଙ୍କେଶୁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଗୃହ ରହିଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଆଉ ଦୁଇ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଧ୍ୟୟନ ପାଇଁ ୪ଟି ଶ୍ରଣିଗୃହ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଚତୁର୍ପାଶ୍ବରେ ବାଉଣ୍ଡାରୀ ଓ୍ବାଲ ନିର୍ମାଣର ଆବଶ୍ୟକତା ରହିଥିବା ଅଭିଭାବକ ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଏହି ସମସ୍ୟା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ବାରଂବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୈ।ଣସି ସୁଫଳ ମିଳିପାରି ନାହିଁ ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • ୫ ତାରିଖ ପବିତ୍ର ଗୁରୁ ଦିବସରେ ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଙ୍କୁ ମିଳିବ ରାଷ୍ଟ୍ରପତି ଙ୍କ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    1
    ୫ ତାରିଖ ପବିତ୍ର ଗୁରୁ ଦିବସରେ  ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଙ୍କୁ ମିଳିବ ରାଷ୍ଟ୍ରପତି ଙ୍କ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    16 hrs ago
  • ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll
    1
    ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll 
ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.