Shuru
Apke Nagar Ki App…
ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll
Purnima Biswal
ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll
More news from Odisha and nearby areas
- ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର1
- ଗୋପାଳମାନଙ୍କ ବାଡ଼ି-ଲଉଡ଼ି ଖେଳକୁ ମାନ୍ୟତା ଦିଅ! କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ଜୋରଦାର ଦାଵୀ1
- Gen G , अल्फा, बीटा, गामा, और पजामा Beta को *कम्यनिस्टों और वामपंथी उदारवादियों से* "छात्र विरोध" के बारे में सीखना चाहिए कुछ सीखे....❓1
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1
- କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଥିବା ସରପଞ୍ଚଙ୍କ ସୂଚନା ଓଡ଼ିଶାର ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ସବୁ ଅନ୍ଧାରରେ ରହିଛନ୍ତି । ବିକାଶ ଏଠି ଅପହଞ୍ଚ । ବିଦ୍ୟୁତକରଣ ହୋଇନାହିଁ । ମଦନପୁର,ରେଙ୍ଗାଲପାଡୁ,ଗୁଆକଣା,ନନ୍ଦାବାଡ଼ି,ହଡାବାଡି, ମାଣିକେଶରୀ,ପିପିଡିକାଟା, ଲେଙ୍କାପାଇ,ଲେଲିବାଡି,ଅଙ୍କାବାଡି ଓ କାନିପାଳ ଗ୍ରାମକୁ ଆଲୋକିକରଣ କରାଯାଇନାହିଁ । ଏହି ସବୁ ଗ୍ରାମର ଲୋକମାନେ ରାତ୍ର ବେଳା ଘନ ଅନ୍ଧକାରରେ ବହୁ ଅସୁବିଧାରେ ଚଳୁଛନ୍ତି । ଗ୍ରାମକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ଆବଡା ଖାବଡା ପାଣି କାଦୁଆ ରାସ୍ତାରେ ଗାଁ ଭିତରକୁ ଯିବାକୁ ପଡିଥାଏ । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକପ୍ରତିନିଧି ସମସ୍ୟା ସଂପର୍କରେ ବହୁବାର ଜଣାଇଲେ ମଧ୍ୟ ଅବ୍ୟବସ୍ଥାରେ ସୁଧାର ଆସି ପାରିନାହିଁ ।1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll1
- A2 + B2+2AB କୁ କିପରି ସରଳ ଭାବରେ ବୁଝାଉଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି1
- 🌺🌺🌺🌺🌺❤️❤️❤️🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏❤️❤️❤️🌺🌺🌺🌺🌺2