logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି

13 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
13 hrs ago

ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି

More news from ଓଡ଼ିଶା and nearby areas
  • ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    1
    ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    9 hrs ago
  • ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି
    1
    ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ ।  
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    13 hrs ago
  • ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।
    1
    ଚୋରା ନିଶାଦ୍ରବ୍ୟ କାରବାର ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରୋଉ କଲେ ଅବକାରୀ ଅଫିସ।

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ନିଶାଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଆଜିର ଦିନରେ ଗାଁ ଗଣ୍ଡାରେ ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଛି ବିଭିନ୍ନ ପ୍ରକାରର ନିଶା । ଏହି ନିଶା ବେପାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ବଜରଂଗ ଦଳ ଘେରାଉ କଲେ ଅବକାରୀ ଅଫିସ ।
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • balibil gopala sahi ra pani rastare jami rahithibaru jiba asiba pani asubidha hauchi
    1
    balibil gopala sahi ra pani rastare jami rahithibaru jiba asiba pani asubidha hauchi
    user_Kunal
    Kunal
    Grain Shop ବାରି ରାମଚନ୍ଦ୍ରପୁର, ଯାଜପୁର, ଓଡ଼ିଶା•
    15 hrs ago
  • ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    1
    ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ 
ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    14 hrs ago
  • ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ରାତି ଅନ୍ଧାର ର ସୁଜଗ ନେଇ ଚୋରି କରୁଥିଲେ ଟ୍ରାନସଫର୍ମର ରୁ ମୂଲ୍ୟବାନ କଏଲ ଓ ଲାଇନ୍ ତାର ।
    1
    ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ।
ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ରାତି ଅନ୍ଧାର ର ସୁଜଗ ନେଇ ଚୋରି କରୁଥିଲେ ଟ୍ରାନସଫର୍ମର ରୁ ମୂଲ୍ୟବାନ କଏଲ ଓ ଲାଇନ୍ ତାର ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    21 hrs ago
  • Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍‌ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍‌ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews
    1
    Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ..

Anchor:
ଢେଙ୍କାନାଳର କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍‌ ପ୍ରଡକ୍ଟସ୍‌ ଲେବର ୟୁନିୟନ

ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍‌ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ,

ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍‌ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି।

ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି,

ଶ୍ରମିକଙ୍କ ବକେୟା ଇପିଏଫ୍‌ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି,

ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ,

#tag



#DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    56 min ago
  • 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....
    1
    🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.