Shuru
Apke Nagar Ki App…
ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll
Purnima Biswal
ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll ହଠାତ୍ ମାଡ଼ିଆସିଲା ପାଣି ll ପୁରା ପରିବାର ଚାରି ଘଣ୍ଟା ପାଣି ଭିତରେ ଫସି ରହିଲେ ll
More news from Odisha and nearby areas
- ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ1
- ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ1
- ଅଲାର ପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସୁଛି ଅନିହ୍ନା ଶବ #Balianta #Baliantapolice #Police #ACPBhubaneswar1
- balibil gopala sahi ra pani rastare jami rahithibaru jiba asiba pani asubidha hauchi1
- ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହି ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ବ୍ଲକ ଏଜୁକେଶନ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷାପାଣି ଜମି ରହିଛି । ଫାଟକ ନିକଟରେ ସତେ ଯେପରି ଏକ କୃତ୍ରିମ ପୁଷ୍କରିଣୀ ସୃଷ୍ଟି ହୋଇଛି । ସେହି କାର୍ଯ୍ୟାଳୟ ପରିସରରେ ଏକ ଆବାସିକ ବିଦ୍ୟାଳୟ ଅଛି। ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅଭିଭାବକଙ୍କୁ ପାଣିରେ ପଶି ଯିବାକୁ ପଡୁଛି। ସେହି ପରି ଅନତି ଦୂରରେ ଥିବା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଅବସ୍ଥା ତଦ୍ରୁପ । ଅଫିସ ପରିସରରେ ବର୍ଷାପାଣି ଜମି ରହୁଥିବାରୁ ସାଧାରଣ ଲୋକେ କିମ୍ବା କର୍ମଚାରୀ ଭିତରକୁ ବହୁ ଅସୁବିଧାରେ ଆସୁଥିବା ଦେଖିବାକୁ ମିଳୁଛି । ସିଉଳି ଯୋଗୁଁ ଗୋଡ଼ ଖସିଯାଇ କେତେକ ଲୋକ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।4
- *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_1
- ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll ମୂର୍ତ୍ତି ତସ୍କରୀ ର ପର୍ଦlଫାଶ ଭୟରେ ନିର୍ମମ ହତ୍ୟା ll Big Breaking News ll1
- ସଉଦା କିଣିବାକୁ ଯାଉଥିଲେ ll ଡଙ୍ଗାରୁ ଟାଣିନେଲା କୁମ୍ଭୀର ll breaking news ll ସଉଦା କିଣିବାକୁ ଯାଉଥିଲେ ll ଡଙ୍ଗାରୁ ଟାଣିନେଲା କୁମ୍ଭୀର ll1